‘ଅମ୍ଫାନ’ ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରସ୍ତୁତ: ଜିଲ୍ଲାପାଳ
ଖୋର୍ଦ୍ଧା: ସାମୁଦ୍ରିକ ଝଡ ବାତ୍ୟା ‘ଅମ୍ଫାନ’ ପାଇଁ ଉପକୂଳ ଅଂଚଳରେ ଚାଲିଛି ପ୍ରସ୍ତୁତି । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପୁରା ସାଜଗ ଥିବା ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି । ସେ କହିଛନ୍ତି, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଟି ଓଡ୍ରାଫ ଟିମ୍ ପ୍ରସ୍ତୁତ ଅଛନ୍ତି ।…