ଭାଇରାଲ୍ ପୋଷ୍ଟମୋର୍ଟମ୍: ନିର୍ମାଣଧୀନ ଅଯୋଧ୍ୟା ମନ୍ଦିରର ଫଟୋ, ସତ ନା ମିଛ ?
ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଘୁରିବୁଲୁଛି ନିର୍ମାଣଧୀନ ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଫଟୋ । ଏ ନେଇ ଖାସ କରି ଦୁଇଟି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଅନେକ ଲୋକ ଏହି ଫଟୋର ସତ୍ୟତାକୁ ନେଇ ଅଙ୍ଗୁଳି ଉଠାଇବା ପରେ ଶେଷରେ ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ ଆରମ୍ଭ କରିଥିଲା ଏହାର…