କବିତା : ଶାପଗ୍ରସ୍ତ ଈଶ୍ୱର
ଜ୍ଞାନେନ୍ଦ୍ର କୁମାର ପଣ୍ଡା
ଆଗେ ଥିଲେ ଏଇ ମାଟିରେ
ଖାଲି ହଜାର ହଜାର ଈଶ୍ବର
ସେମାନେ ଅହର୍ନିଶ ଗଢୁଥିଲେ
ସୂର୍ଯ୍ୟ, ଚନ୍ଦ୍ର, ପର୍ବତ, ଝରଣା, ସ୍ଥାବର
ବୃକ୍ଷ, ଫୁଲ ଓ ଫଳ କେତେ କିସମର ।
ତା' ପରେ
ଈଶ୍ୱର ଗଢିଲେ ମୋତେ
ନିଜ କାୟାର ଗୋଟିଏ ଅଣୁରେ,
ତୁମକୁ ଗଢିଲେ ସିଏ…