ଏକ ମାସ ମଧ୍ୟରେ ୧୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ!
ବୁଗୁଡା: ସୁରାଟର ବିଭିନ୍ନ ଫ୍ୟାକ୍ଟେରୀରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ଏକ ମାସ ମଧ୍ୟରେ ୧୨ ଜଣ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଫ୍ୟାକ୍ଟେରୀ ମାଲିକ ବୃନ୍ଦ କୌଣସି କ୍ଷତିପୂରଣ ଦେଉନଥିବା ଅଭିଯୋଗ କରିଛନ୍ତି ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି…