ନନ୍ଦନକାନନରେ ନୀଳ ଗାଈର ମୃତ୍ୟୁ
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠସ୍ଥ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶନିବାର ଦିନ ଏକ ମାଈ ୬୯ ବର୍ଷ ବୟସ୍କ ନୀଳ ଗାଈର ମୃତ୍ୟୁ ଘଟିଛି।
ଉକ୍ତ ନୀଳ ଗାଈଟି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲା ବୋଲି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।
ବର୍ତ୍ତମାନ ସମୟରେ…