Latest Odisha News

BREAKING NEWS

ପ୍ରେମ ଓ ପ୍ରତାରଣା, ନିଲମ୍ବିତ ହେଲେ ପୋଲିସ ବାବୁ

ଭୁବନେଶ୍ୱର: ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ରାଜଧାନୀର ଏକ ପୋଲିସ ଷ୍ଟେସନରେ କାର‌୍ୟ୍ୟରତ ସବ୍-ଇନ୍ସପେକ୍ଟର (ଏସଆଇ) ଙ୍କୁ ନିଲମ୍ବିତ କରିଛନ୍ତି। ଉକ୍ତ ଅଭିଯୁକ୍ତ ଏସଆଇ ଜଣକ ରାକେଶ ସାମଲ ବୋଲି ଜଣାପଡିଛି।…

କରୋନା ଅପଡେଟ୍: ଓଡିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର:  ଓଡ଼ିଶାରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୩ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।…

ରାୟଗଡାରେ ପହଞ୍ଚିଲା ୨୦୦ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ

ରାୟାଗଡା: ତାମିଲନାଡୁର ତିରୁପୁରରୁ ୨୦୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ଏକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଗୁରୁବାର ସକାଳେ ରାୟାଗଡା ରେଳ ଷ୍ଟେସନରେ ପହଞ୍ଚିଛି। ଟ୍ରେନ ଟି ପହଞ୍ଚିବା ପରେ ଯାତ୍ରୀମାନଙ୍କୁ ବସ୍‌ରେ ନିଜ ନିଜ ଅଞ୍ଚଳରେ କ୍ୱାରେଣ୍ଟାଇନ ସେଣ୍ଟରକୁ ନିଆଯାଇଛି। ଏହି…

ଆଜି ପହଞ୍ଚିବ ୬ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ; ବାଲେଶ୍ଵରରେ ବଢ଼ିଲା କର୍ଫ୍ୟୁ ଅବଧି

ବାଲେଶ୍ଵର:୩୦୦୦ ରୁ ଅଧିକ ପ୍ରବାସୀ ଓଡିଆଙ୍କୁ ନେଇ ଆଉ ୬ ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଗୁରୁବାର ବାଲେଶ୍ଵର ରେଳ ଷ୍ଟେସନରେ ପହଞ୍ଚିବ। ଏହା ପରେ ଯାତ୍ରୀମାନଙ୍କୁ ବସ୍‌ରେ ରେଳ ଷ୍ଟେସନରୁ ନିଜ ନିଜ କ୍ୱାରେଣ୍ଟାଇନ ସେଣ୍ଟରକୁ ନିଆଯିବ ବୋଲି ପୂର୍ବତଟ ରେଳ ସୂଚନା ଦେଇଛି। ଏହାକୁ…

ଆଜି ରାଜ୍ୟରେ ଚିହ୍ନଟ ୭୩ ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ବିବରଣୀ, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୭୩ ପଜିଟିଭ ଆକ୍ରାନ୍ତ । ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪୩ ଜଣ ଚିହ୍ନଟ ହୋଇଛନ୍ତି । ସମସ୍ତେ ସୁରତ ଫେରନ୍ତା ହୋଇଥିବା ବେଳେ ଏମାନେ କ୍ୱାରେଣ୍ଟାଇନ ସେଣ୍ଟରର…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୩ ପଜିଟିଭ; ୬୦୦ ଟପିଲା ମୋଟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୭୩ ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ରାଜ୍ୟରେ ବର୍ତ୍ତମାନ ୪୬୫…

ଉଦବେଗ ହେଉଛି ସ୍ଥିତି: ଭାରତରେ ୭୮ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୫୪୯ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । Spike of 3722 #COVID19 cases & 134 deaths in the last 24…

ପ୍ରବାସୀଙ୍କ ପାଇଁ ରାସ୍ତାରେ ଗଡିବ ମୋ ବସ୍

ଭୁବନେଶ୍ୱର: ଲକଡାଉନ ଯୋଗୁଁ ବାହାର ରାଜ୍ୟ ଅଥବା ଦେଶରେ ଫସି ରହିଥିବା ଅନେକ ପ୍ରବାସୀ ଓଡ଼ିଆ ଟ୍ରେନ୍‌ ଓ ବିମାନ ଯୋଗେ ଓଡ଼ିଶା ଫେରୁଛନ୍ତି । ଏହି ପ୍ରବାସୀ ମାନଙ୍କ ପାଇଁ ବିଏମ୍‌ସି ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ବିଭିନ୍ନ କାରଣରୁ ଘରୋଇ ବସ୍‌ ଚଳାଚଳ ସମସ୍ୟା ଥିବାରୁ…

କାଳ ହେଉଛି ଘରବାହୁଡ଼ା: ସଡ଼କ ଦୁର୍ଘଟଣାରେ ୧୪ ଶ୍ରମିକ ମୃତ, ୫୦ ରୁ ଅଧିକ ଆହତ

ମୁମ୍ବାଇ: କାଳ ହେଲା ଘର ବାହୁଡା । ଶ୍ରମିକଙ୍କୁ ନେଇ ନିଜ ରାଜ୍ୟକୁ ଫେରୁଥୁବା ଆଉ ଏକ ବସ ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ ୮ ଜଣ ଆହତ ହୋଇଥିବା ବେଳେ ୮୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଲକଡାଉନ ଯୋଗୁଁ ମଧ୍ୟପ୍ରଦେଶରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଏକ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୪-୦୫-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇ ତା୧୪ ରିଖ ଗୁରୁବାର ବୃଷ ୧ ଦିନ ଜ୍ଯେଷ୍ଠ  ମାସ କୃଷ୍ଣ  ପକ୍ଷ ଅଷ୍ଟମୀ  ତିଥି  ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର  ଘାତ ବାର-:  ତୁଳା ଓ କୁମ୍ଭ ରାଶିର      ଘାତ ଚନ୍ଦ୍ର-: ସିଂହ ରାଶି ପୁରୁଷଙ୍କର…