Latest Odisha News

BREAKING NEWS

ସମ୍ ଡାକ୍ତରଙ୍କର ସଫଳ ଅସ୍ତ୍ରୋପଚାର ; ପ୍ଲାଷ୍ଟିକ୍‌ସର୍ଜରୀ ଦ୍ୱାରା ଯୋଡା ହେଲା ୯ ବର୍ଷ ବାଳକର କଟା ଅଙ୍ଗୁଳି

ଭୁବନେଶ୍ୱର, ଅକ୍ଟୋବର ୨୯ : ଯୋଡି ହେଲା ୯ ବର୍ଷର ବାଳକର କଟି ଯାଇଥିବା ଅଙ୍ଗୁଳି । ସମ୍ ହସ୍ପିଟାଲ୍ ଡାକ୍ତରଙ୍କର ସଫଳ ଅସ୍ତ୍ରୋପଚାର ଯୋଗୁଁ ନିଜ ଅଙ୍ଗୁଳିଟିକୁ ଫେରିପାଇଲା ବାଙ୍କି ଡମ୍‌ପଡା ଅଂଚଳର ରାମଚନ୍ଦ୍ର ବେହେରାଙ୍କ ୯ ବର୍ଷର ପୁଅ ରିତିସ ରଞ୍ଜନ ବେହେରା । ଶିକ୍ଷା ଓ ଅନୁସନ୍ଧାନ…

ଘରେ ବସି ବୁଲି ପାରିବେ ନନ୍ଦନକାନନ

ଭୁବନେଶ୍ୱର: ଏଣିକି ଘରେ ବସି ଦେଖିହେବ ନନ୍ଦନକାନନ । ଅନ୍‌ଲାଇନ୍‌ରେ ଘରେ ରହି ସମସ୍ତ ଜୀବଜନ୍ତୁଙ୍କୁ ଦେଖିପାରିବେ ଲୋକ । ମହାମାରୀ କରୋନା ଯୋଗୁଁ ଦୂରଦୂରାନ୍ତରୁ ନନ୍ଦନକାନନ ଆସି ପାରୁନଥିବା ପର୍ଯ୍ୟଟକଙ୍କ ପାଇଁ ନୂଆ ୱେବ୍‌ସାଇଟ ଲଂଚ ହୋଇଛି । ଏଥିରେ ନନ୍ଦନକାନନର ସମସ୍ତ ଜୀବଜନ୍ତଙ୍କ…

୬୫ ବର୍ଷରେ ସାଲଭେଙ୍କ ସେକେଣ୍ଡ ମ୍ୟାରେଜ

ଲଣ୍ଡନ: ସେକେଣ୍ଡ ଇନିଂସ ଆରମ୍ଭ କଲେ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ । ୬୫ ବର୍ଷ ବୟସରେ କଲେ ଦ୍ୱିତୀୟ ବିବାହ । ସେ ତାଙ୍କ ବାନ୍ଧବି କାରୋଲିନ ବ୍ରୋସାର୍ଡଙ୍କ ହାତ ଧରିଛନ୍ତି । ବୁଧବାର ଲଣ୍ଡନର ଏକ ଚର୍ଚ୍ଚରେ ଖ୍ରୀଷ୍ଟଧର୍ମ ଅନୁଯାୟୀ ବିବାହ କରିଛନ୍ତି । କରୋନା କଟକଣା ଯୋଗୁ ମାତ୍ର ୧୫ ଜଣ…

ନାଇସି ଚର୍ଚ୍ଚରେ ଆତଙ୍କରାଜ: ୩ ମୃତ, ଆତଙ୍କବାଦୀ ଗିରଫ

ନାଇସି: ଫ୍ରାନ୍ସର ନାଇସି ସହରର ନୋଟ୍ରେ ଡ୍ରାମ ଚର୍ଚ୍ଚରେ ଆଜି ଜଣେ ଆତଙ୍କବାଦୀ ବିଭତ୍ସ କାଣ୍ଡ ଘଟାଇଛି । ଚର୍ଚ୍ଚ ମଧ୍ୟରେ ପ୍ରବେଶ କରି ଆତଙ୍କବାଦୀ ଜଣଙ୍କ ସମସ୍ତଙ୍କୁ ଗୋଡାଇ ଗୋଡାଇ ଛୁରୀ ଭୁଷିଥିଲା । ଜଣେ ମହିଳାଙ୍କ ବେକ କାଟି ଦେଇଥିଲା । ଏଥିରେ ୩ଜଣ ମୃତ୍ୟୁବରଣ କରିଥିବା ବେଳେ ଅନେକ…

ଓଡ଼ିଆ ସଂସ୍କୃତିର ନିଆରା ଜହ୍ନି ଓଷା; କିପରି ଓ କାହିଁକି ହୁଏ ପାଳନ

ଭୁବନେଶ୍ୱର: ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳିତ ହୁଏ। ଜହ୍ନି ଓଷା ଓଡ଼ିଶାରେ ପାଳିତ ହେଉଥିବା ପର୍ବ ମନଙ୍କ ମଧ୍ୟରୁ ଅନ୍ୟତମ। ଏହା ଆଶ୍ୱିନ ମାସର ପ୍ରଥମ ଦିନରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୋଇଥାଏ । ଏହି ଓଷା କୁମାରୀମାନଙ୍କଦ୍ୱାରା ପାଳିତ ହୋଇଥାଏ ଓ କୁମାର ପୂର୍ଣ୍ଣିମା ଦିନ…

କାଜଲଙ୍କ ହାତରେ ଗୌତମଙ୍କ ନାଁର ମେହେନ୍ଦି, କାଲି ବିବାହ

ମୁମ୍ବାଇ: ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ହାତରେ ଲାଗିଲା ଗୌତମଙ୍କ ନାଁର ମେହେନ୍ଦି । କାଲି ବାଜିବ ସାହାନାଇ । ଆକ୍ଟାବର ୩୦ ତାରିଖରେ ବିଜନେସ୍ ଟାଇକୁନ୍ ଗୌତମ କିଚଲୁଙ୍କ ହାତ ଧରିବେ କାଜଲ । ଏଥିପାଇଁ କାଜଲଙ୍କ ଘରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ବିବାହର ଗୋଟିଏ ଦିନ ପୂର୍ବରୁ…

[ଭିଡିଓ] ପାକିସ୍ତାନୀ ଜୁମ୍ ମିଟିଂରେ ଶୁଭିଲା ଜୟ ଶ୍ରୀରାମ, ଜୟ ହନୁମାନ !

ନୂଆଦିଲ୍ଲୀ: ପାକିସ୍ତାନୀଙ୍କ ନିଦ ହଜାଇଦେଲେ ଭାରତୀୟ ହ୍ୟାକର୍ । କାଶ୍ମୀରକୁ ନେଇ ଚାଲିଥିଲା ପାକିସ୍ତାନୀ କୁଟନୀତିଜ୍ଞଙ୍କ ଜୁମ୍ ମିଟିଂ । ଫେସ୍‌ବୁକ୍‌ରେ ଏହି ଭିଡିଓ କନଫେରେନ୍ସ ଲାଇଭ୍ ଚାଲିଥିଲାବେଳେ ଶୁଭିଥିଲା ଜୟ ଶ୍ରୀରାମ ଓ ଜୟ ହନୁମାନ ଭଜନ । ମଙ୍ଗଳବାର ପାକିସ୍ତାନୀ…

ମୁଙ୍ଗେର ଗୁଳିକାଣ୍ଡ ଘଟଣାକୁ ନେଇ ତାତିଲେ ଜନତା, ଜାଳିଦେଲେ ଥାନା

ପାଟନା: ବିହାର ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି । ଆସନ୍ତା ୩ ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ହେଲେ ମତଦାନ ପୂର୍ବରୁ ବିହାର ମୁଙ୍ଗେରରେ ମୂର୍ତ୍ତି ବିଷର୍ଜନ ଘଟଣାକୁ ନେଇ ପୁଣି ଦେଖିବାକୁ ମିଳିଛି ଲୋକଙ୍କ ଆକ୍ରୋସ । ଲୋକମାନେ ପୂର୍ବ ସରାୟ ଥାନାକୁ ନିଆଁ ଲଗାଇ ଜାଳି…

ଭୁବନେଶ୍ୱରରେ ୭ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଚୋରି ଅଭିଯୋଗ

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଜଣେ ପ୍ରଫେସର ଙ୍କ ଘରୁ କେହି ଦୁବୃର୍ତ୍ତ ପାଖାପାଖି ୭ ଲକ୍ଷ ଟଙ୍କାର ସାମଗ୍ରୀ ଚୋର କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ କିଛି ନଗଦ ଟଙ୍କା ଏବଂ ସୁନା ଅଳଙ୍କାର ବ୍ୟତୀତ ଦୁବୃର୍ତ୍ତ ମାନେ ଘରୁ ଲାପଟପ୍, ମୋବାଇଲ୍…

ଟାଇଗରଙ୍କ ସହ ପ୍ରକୃତି

ମୁମ୍ବାଇ: ବଲିଉଡ ଟାଇଗର, ବାଗୀ ତଥା ହିରୋପନ୍ତୀ ଟାଇଗର ଶ୍ରଫଙ୍କ ସହ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର । ସୋସିଆଲ ମିଡିଆରେ ଭାଇରାଲ ହେଉଛି ବାଗୀ ବୟଙ୍କ ସହ ପ୍ରକୃତିଙ୍କ ଫଟୋ । ତେବେ ପ୍ରକୃତି ମିଶ୍ର ଟାଇଗର ଶ୍ରଫଙ୍କ ସହ କୌଣସି ଫିଲ୍ମରେ ଅଭିନୟ କରୁନାହାଁନ୍ତି । ଏହି ଫୋଟ ପଛରେ ରହିଛି…