ସୂର୍ଯ୍ୟ ଚାରିପାଖେ ଇନ୍ଦ୍ରଧନୁର ବଳୟ
ଭୁବନେଶ୍ୱର: ସୂର୍ଯ୍ୟ ଚାରିପଟେ ବଳୟ । ଇନ୍ଦ୍ରଧନୁର ରଙ୍ଗରେ ରଙ୍ଗୀନ ହୋଇଛି ସୂର୍ଯ୍ୟଙ୍କ ଚର୍ତୁପାଶ୍ୱ । ଆଜି ସକାଳେ ଆକାଶରେ ଦେଖିବାକୁ ମିଳିଥିଲା କିଛି ଏଭଳି ସୁନ୍ଦର ଦୃଶ୍ୟ । ବୋଲି ସୂର୍ଯ୍ୟଙ୍କ ଚାରିପଟେ ଏକ ରିଙ୍ଗ ସଦୃଶ୍ୟ ଦୃଶ୍ୟମାନ ହୋଇଥିଲା ଦିନ ପ୍ରାୟ ୧୦ଟା ସମୟରେ ଏଭଳି ବଳୟ…