Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୬-୦୫-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇା ତା ୬ ରିଖ ବୁଧବାର ମେଷ ୨୪ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ  ଚତୁର୍ଦ୍ଦଶୀ ତିଥି ଚିତ୍ରା ନକ୍ଷତ୍ର ତୁଳା  ଚନ୍ଦ୍ର  ଘାତ ବାର-: କର୍କଟ   ରାଶିର ଆଜିର ମହତ୍ତ୍ୱ -: ମହାପ୍ରଭୁ ନୃସିଂହଙ୍କ ଜନ୍ମ ଆଜି:…

ଅନ୍ତରୀଣ ଜାମିନକୁ ଜୁନ୍ ୧୮ ପର୍ଯ୍ୟନ୍ତ ବୃଦ୍ଧି କଲେ ଓଡ଼ିଶା ହାଇକୋର୍ଟ

ଭୁବନେଶ୍ୱର: ବିଚାର ବିଭାଗୀୟ ଅନ୍ତରୀଣ ଜାମିନ ଆବେଦନକୁ ମଙ୍ଗଳବାର ଦିନ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଜୁନ୍ ୧୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଅଦାଲତଙ୍କ କହିବାନୁଯାୟୀ, ଭାରତୀୟ ପିଙ୍ଗଳ କୋର୍ଡ଼ ଧାରା ୪୩୯ ଅନୁସାରେ ସେସନ କୋର୍ଟ ଗୁଡ଼ିିକ ଦ୍ୱାରା ଅନ୍ତରୀଣ ଜାମିନ ପ୍ରଦାନ କରାଯାଉଥିଲା ।…

କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହିବାକୁ ନେଇ ଆକ୍ରମଣ; ଜଣେ ଗୁରୁତର

ଯାଜପୁର: ଯାଜପୁର ସଦର ଥାନା ଅନ୍ତର୍ଗତ କାକୁଡିକୁଦ ପଂଚାୟତର ନିଳକଣ୍ଠପୁର ଗାଁରେ ସରକାରୀ କ୍ୱାରେଣ୍ଟାଇନରେ ରହିବାକୁ ନେଇ ଗଣ୍ଡଗୋଳ ଘଟିଛି । ଗଣ୍ଡଗୋଳରେ ଜଣେ  ବ୍ୟକ୍ତି ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ଗାଁର ଜଣେ ଯୁବକ ଜିଲା ଓ ଜିଲା ବାହାରୁ ବୁଲାବୁଲି କରି ଗାଁକୁ…

ଯାଜପୁରରେ ଆଉଜଣେ କରୋନା ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୭୬କୁ ବୃଦ୍ଧି

ଯାଜପୁର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ଜଣକ ଯାଜପୁର ଜିଲ୍ଲାର ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି । ଆଜି ଗୋଟିଏ ଦିନରେ ଓଡ଼ିଶାରେ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।…

ଗ୍ରେଟର ନୋଏଡାରୁ ଗିରଫ ହେଲେ ତବଲିଗ ଜମାତର ୫ ସଦସ୍ୟ

ନୋଏଡା: ଦିଲ୍ଲୀର ଗ୍ରେଟର ନୋଏଡା ଅଂଚଳରୁ ମଙ୍ଗଳବାର ତବଲିଗ ଜମାତର ୫ ସଦସ୍ୟଙ୍କୁ ଗିରଫ କରାଯାଇଛି । ଏହି ବ୍ୟକ୍ତିମାନେ ମରକଜ ତବଲିଗ ଜମାତାର ମୁଖ୍ୟାଳୟକୁ ଯାଇଥିଲେ । ସଂକ୍ରମଣ ଘଟଣା ବଢ଼ିବାରୁ ସେମାନେ ନିକଟସ୍ଥ ଏକ ଗ୍ରାମରେ ଲୁଚି କରି ରହିଥିଲେ । ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ନାମ…

ଜାତୀୟ କ୍ରୀଡା ପୁରସ୍କାର ପାଇଁ ଅନଲାଇନ ଆବେଦନ କରିବେ ଆଶାୟୀ

ନୂଆଦିଲ୍ଲୀ: ଚଳିତବର୍ଷ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଆଶାୟୀ ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିବେ ବୋଲି କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ।  କରୋନା ଭାଇରସ ସଂକ୍ରମଣ  କାରଣରୁ ଆଶାୟୀ ପ୍ରାର୍ଥୀମାନେ ଇ-ମେଲ ମାଧ୍ୟମରେ ଆବେଦନ କରିପାରିବେ । ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର…

ଇସ୍ପାତ ନିର୍ମାଣରେ ଜେଏସ୍‌ପିଏଲ୍‌ର ରେକର୍ଡ; ଲକ୍‌ଡାଉନ୍ ସତ୍ତ୍ୱେ ରପ୍ତାନୀ ବିକ୍ରୟରେ ରେକର୍ଡ ୧୦୯ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ନବୀନ ଜିନ୍ଦଲ ନେତୃତ୍ୱାଧିନ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ (ଜେଏସ୍‌ପିଏଲ୍‌) ଇସ୍ପାତ ନିର୍ମାଣରେ ଗତ ଅପ୍ରେଲ (୨୦୨୦) ମାସରେ ନୂତନ ରେକର୍ଡ ପ୍ରତିଷ୍ଠା କରିବା ସହିତ ସର୍ବୋଚ୍ଚ ପରିମାଣର ଇସ୍ପାତ ଏବଂ ତାହା ସଂବନ୍ଧିୟ ଉତ୍ପାଦ ରପ୍ତାନୀ କରିଛି ।  ଅପ୍ରେଲ ମାସରେ…

ଲକଡାଉନରେ ବିବାହ କଲେ ଅନ୍ତର୍ଜାତୀୟ ମହିଳା ରେସଲର

ବାଗପତ: ଦେଶରେ ଲକଡାଉନ ନିୟମ ଲାଗୁ କରାଯାଇଥିଲେ ସୁଦ୍ଧା ଅନ୍ତର୍ଜାତୀୟ ମହିଳା ରେସଲର ଅଂଶୁ ତୋମାର ମଙ୍ଗଳବାର ଜାତୀୟସ୍ତରର ପହଲିୱାନ ଧର୍ମେନ୍ଦ୍ର ଯାଦବଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । କରୋନା ମହାମାରୀ ପାଇଁ ଲକଡାଉନ କରାଯାଇଛି । ଅବଶ୍ୟ ଏହି ଦୁଇ ପରିବାର ସରକାରଙ୍କ ସମସ୍ତ…

ଉହାନ ଲ୍ୟାବରୁ କରୋନା ବ୍ୟାପିଥିବା ନେଇ ଆମେରିକା କୌଣସି ପ୍ରମାଣ ଦେଇନି :ଡବ୍ଲ୍ୟୁଏଚଓ

ୱାଶିଂଟନ: ଚୀନର ଉହାନ ଲ୍ୟାବରୁ କରୋନା ଭାଇରସ ବ୍ୟାପିଥିବା ନେଇ ଆମେରିକା ଏ ପର୍ଯ୍ୟନ୍ତ କୌଣସି ବଳିଷ୍ଠ ପ୍ରମାଣ ଦେଇନି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) କହିଛି । ପୂର୍ବରୁ ଚୀନ ତାଙ୍କ ଲ୍ୟାବରୁ କରୋନା ବ୍ୟାପି ନାହିଁ ବୋଲି ସ୍ପଷ୍ଟ କରିଛି । ସୋମବାର ଆମେରିକା ରାଷ୍ଟ୍ରପତି…

କିମ ଜୋଙ୍ଗଙ୍କୁ ସମ୍ମାନିତ କଲା ରୁଷିଆ

ମସ୍କୋ : ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ୍ ଜୋଙ୍ଗଙ୍କୁ ରୁଷ୍ ରାଷ୍ଟ୍ରପତି ବିଶେଷ ସମ୍ମାନରେ ସମ୍ମାନିତ କରିଛନ୍ତି । ନାଜି ଜର୍ମାନୀ ଉପରେ ବିଜୟର ୭୫ତମ ବର୍ଷପୂର୍ତ୍ତି ଉପଲକ୍ଷେ ରୁଷ୍ କିମ୍‌ଙ୍କୁ ଦ୍ୱିତୀୟ ବିଶ୍ୱଯୁଦ୍ଧର ସ୍ମୃତି ମେଡାଲ ପ୍ରଦାନ କରିଛନ୍ତି । କିମ୍‌ଙ୍କ ତରଫରୁ ଉତ୍ତର…