Latest Odisha News

BREAKING NEWS

ମନ୍ଦିରରେ ନିରାମିଷ କୁମ୍ଭୀର !

କୋଝିକୋଡ: ମନ୍ଦିର ଭିତରେ କୁମ୍ଭୀର । ଆଉ ଏହି କୁମ୍ଭୀର ମାଂଶାସୀ ନୁହେଁ ବରଂ ନିରାମିଷାସୀ । କେରଳର କାସରଗଡରେ ଥିବା ଶ୍ରୀ ଅନନ୍ତପଦ୍ମନାଭସ୍ୱାମୀ ମନ୍ଦିରରେ ଦେଖିବାକୁ ମିଳିଛି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ଦୃଶ୍ୟ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମନ୍ଦିର ପରିସରରେ…

ଜୋ ବିଡେନ୍‌ ଏବଂ ହାରିସ୍‌ଙ୍କ ସମର୍ଥକ କହିଲେ ଟ୍ରମ୍ପ୍‌ ଭାରତର ‘ଶତ୍ରୁ’

ୱାଶିଂଟନ୍: ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍ ଏବଂ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାରତୀୟ-ଆମେରିକୀୟ ସିନେଟର କମଲା ହାରିସ୍‌ଙ୍କ ସମର୍ଥକମାନେ କହିଛନ୍ତି ଯେ ଡେମୋକ୍ରାଟିକ୍ ପ୍ରାର୍ଥୀମାନେ ସମ୍ପ୍ରଦାୟକୁ ଭଲ ଭାବରେ ବୁଝନ୍ତି କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ନୀତିଶ ରାଣା, ସୁନୀଲ ନାରିନଙ୍କ ଚମତ୍କାର ବ୍ୟାଟିଂ, ଦିଲ୍ଲୀ ସମ୍ମୁଖରେ ୧୯୫ ରନର ବିଜୟ ଲକ୍ଷ୍ୟ

ଆବୁଧାବି: ଚଳିତ ଆଇପିଏଲରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ କୋଲକାତା ନାଇଟ ରାଇଡର୍ସ ୧୯୫ ରନର ବଡ ଲକ୍ଷ୍ୟ ରଖିଛି । ଦିଲ୍ଲୀ ବିପକ୍ଷରେ କୋଲକାତା ବ୍ୟାଟ୍ସମ୍ୟାନମାନେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ଗତ ମ୍ୟାଚରେ ପ୍ରଶଂସକଙ୍କୁ ବ୍ୟାଟିଂରେ ସମ୍ପୂର୍ଣ୍ଣ ନିରାଶ କରିଥିବା…

କନ୍ଦାଉଛି ପିଆଜ: ଗଛିତ ଅଛି ହେଲେ ଦର ବଢୁଛି !

ଭୁବନେଶ୍ୱର: ରାଜ୍ୟରେ ପିଆଜ ଦର ହୁ ହୁ ହୋଇ ବଢି ଚାଲିଛି । ଦର ଏବେ ୮୦ ପାଖାପାଖି ପହଁଚିଗଲାଣି । ଦୁଇ ସପ୍ତାହ ମଧ୍ୟରେ କିଲୋ ପିଛା ଦର ୨୦ ଟଙ୍କା ବଢିଗଲାଣି । ଏହାରି ଭିତରେ ସରକାର କହିଛନ୍ତି ଯେ, ପିଆଜ ଖୁଚୁରା ବ୍ୟବସାୟୀଙ୍କ ପାଇଁ ୨ଟନ୍ ଏବଂ ହୋଲସେଲରଙ୍କ ପାଇଁ ୨୫ ଟନ୍ ଗଛିତ ସୀମା…

୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣର ସୁଧ ଉପରେ ଅତିରିକ୍ତ ସୁଧ ଛାଡ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୋଭିଡ -୧୯ ସଙ୍କଟ କାରଣରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା ପ୍ରଦାନ କରାଯାଇଥିବା ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣର ସୁଧ ଉପରେ ଲାଗୁ କରାଯାଉଥିବା ଅତିରିକ୍ତ ସୁଧକୁ ଛାଡ଼ କରାଯାଇଛି । ଶୁକ୍ରବାର ରାତିରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଘୋଷଣା…

ଉପନିର୍ବାଚନ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ନେଇ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ରାଜ୍ୟ ବିଜେପି । ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭୟଭୀତ । ବାଲେଶ୍ୱର ସଦର ଆସନ ପାଇଁ…

ପ୍ରଥମେ କାହାକୁ ମିଳିବ କରୋନା ଟିକା?: ଚାଲିଛି ତାଲିକା ପ୍ରସ୍ତୁତି

ଭୁବନେଶ୍ୱର: କୋଭିଡ ଟିକା ଦେବା ପାଇଁ ତାଲିକା ପ୍ରସ୍ତୁତ କରିବାକୁ ଚିଠି ଆସିବା ପରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଇଏମଏ ସଭାପତି ଡାକ୍ତର ମାଗୁଣି ବେହେରା କହିଛନ୍ତି ଯେ, କୋଭିଡ ଟିକା ପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ଦୁଇ ଦିନ ତଳେ ଚିଠି ଆସିଛି । ୨୯…

ମୁମ୍ବାଇ ଛାଡିବେ ବେବୋ ଓ ସୈଫ ଅଲ୍ଲି ଖାନ୍ !

ମୁମ୍ବାଇ: ଦ୍ୱିତୀୟ ପୁତ୍ର କିମ୍ବା କନ୍ୟା ସନ୍ତାନ ପାଇଁ କରିନା ଓ ସୈଫ୍ ବେଶ ଉତ୍ସାହିତ ଅଛନ୍ତି । ତେବେ ଏହି ଉତ୍ସାହରେ ଏକ ନୂଆ ଟୁଇଷ୍ଟ ଆଣିଛନ୍ତି ଖୋଦ ସୈଫ୍ ଅଲ୍ଲି ଖାନ । ଏକ ସାକ୍ଷାତକାରରେ ସେ ମୁମ୍ବାଇ ଛାଡିବା କଥା କହିବା ପରେ ବଲିଉଡରେ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।…

ଗୋଟିଏ ଦିନରେ ଭୁବନେଶ୍ୱରରୁ ୧୮୨ ଆକ୍ରାନ୍ତ; ୨୭୬ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୮୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୪୪…

ପାକିସ୍ତାନର କ୍ୱାଡକୋପ୍ଟରକୁ ଗୁଳି କରି ଖସାଇଲା ଭାରତୀୟ ସେନା

ଶ୍ରୀନଗର:ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନ ବାରମ୍ବାର ଚେଷ୍ଟା ଚଲାଇଛି । ଏଥିଯୋଗୁ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେଉଛି । ସୀମାରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ପାକିସ୍ତାନ ପକ୍ଷରୁ କ୍ୱାଡକୋପ୍ଟରର ବ୍ୟବହାର କରାଯାଉଛି । ଶନିବାର…