Latest Odisha News

BREAKING NEWS

ଓଡିଶାରୁ ଆଉ ୨୬୧୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୬୧୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ମିଶାଇ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୬୨,୦୩୧ ଛୁଇଁଛି।…

୨୦୨୧ ମାର୍ଚ୍ଚ ସୁଦ୍ଧା ସରିବ ସ୍ୱର୍ଗଦ୍ୱାର ବିକାଶ କାମ

ଭୁବନେଶ୍ୱର: ୨୦୨୧ ମସିହା ମାର୍ଚ୍ଚ ସୁଦ୍ଧା ପୁରୀ ସ୍ୱର୍ଗଦ୍ୱାରର ବିକାଶ କାମ ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ (୫ଟି) ସଚିବ ଭିକେ ପାଣ୍ଡିଆନ୍ ଶନିବାର ଦିନ ପୁରୀ ଗସ୍ତରେ ଯାଇ ସ୍ୱର୍ଗଦ୍ୱାରର ବିକାଶ ଓ ଗାଈଗୋରୁଙ୍କ ରହଣୀ ପାଇଁ ଗୋଶାଳା ଏବଂ ଭିକ୍ଷୁକଙ୍କ…

ରାଉରକେଲା ଏସଓଏସରୁ ଦୁଷ୍କର୍ମ ପିଡିତା ନିଖୋଜ ଅଭିଯୋଗ

ରାଉରକେଲା: ବିରମିତ୍ରପୁରରେ ଜଣେ ୧୩ ବର୍ଷର ଦୁଷ୍କର୍ମ ପିଡିତା ନାବାଳିକା ଶୁକ୍ରବାର ଦିନ ରାଉରକେଲା ସ୍ଥିତ  ଭିଲେଜରୁ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ସୂଚନାନୁସାରେ, ସମ୍ପୃକ୍ତ ଅଧିକାରୀମାନେ ଛେଣ୍ଡ ଥାନାରେ ନିଖୋଜ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ଶିଶୁ କଲ୍ୟାଣ କମିଟି…

ବୟସର ବୋଲ ମାନୁନି ବଲିଉଡ, ଚାଲିଛି ନିଜଠୁ ସାନ ପୁଅଙ୍କୁ ବିବାହ ଟ୍ରେଣ୍ଡ

ବିବାହ ବନ୍ଧନରେ ଆବଦ୍ଧ ହେଲେ ନେହା କକ୍କର । ଆଜି ସେ ପଂଜାବୀ ସିଙ୍ଗର ରୋହନ ପ୍ରୀତଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତେବେ ରୋହନ ନେହାଙ୍କଠାରୁ ସାତ ବର୍ଷ ସାନ । କେବଳ ନେହା ନୁହେଁ ଅନେକ ସେଲିବ୍ରିଟି ଏପରି ଅଛନ୍ତି ଯେ କି ନିଜ ବୟସଠାରୁ ସାନ ପୁଅ ବା ପୁଅମାନେ ନିଜ ବୟସଠାରୁ…

ଦିଲ୍ଲୀକୁ ହରାଇଲା କୋଲକତା, ପ୍ଲେ ଅଫ ଆଶା ଉଜ୍ଜୀବୀତ

ଆବୁଧାବି: ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଚଳିତ ଆଇପିଏଲରେ ଶନିବାର କୋଲକାତା ନାଇଟ ରାଇଡର୍ସ ୫୯ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଏଥିସହ କୋଲକାତା ଦଳ ପ୍ଲେଅଫ ପ୍ରବେଶ ଆଶା ଉଜ୍ଜୀବୀତ କରିଛି । ନୀତୀଶ ରାଣାଙ୍କ ବିସ୍ଫୋରକ ୮୧ ରନ୍ ପରେ ବୋଲିଂରେ  ବରୁଣ…

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ କରୋନା

ନୂଆଦିଲ୍ଲୀ: ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମୁଁ ଲକଡାଉନ୍ ପରଠାରୁ ନିରନ୍ତର କାର୍ଯ୍ୟ କରି ଆସୁଅଛି । ଯେମିତି ଲାଗୁଛି ଭଗବାନ…

ହାଥରସ ବଳାତ୍କାର କେସର ତଦନ୍ତ କରୁଥିବା ଡିଜିପି ପତ୍ନୀଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ: ଉତରପ୍ରଦେଶ ବହୁଚର୍ଚ୍ଚିତ ହାଥରସ ଗଣବଳାତ୍କାର କେସର ତଦନ୍ତ କରୁଥିବା ଡିଜିପି ଚନ୍ଦ୍ର ପ୍ରକାଶଙ୍କୁ ଶନିବାର ଶକ୍ତ ଧକ୍କା ଲାଗିଛି । ଲକ୍ଷ୍ନୌରେ ତାଙ୍କ ପତ୍ନୀ ପୁଷ୍ପା ଆତ୍ମହତ୍ୟା କରିଛନ୍ତି । ସକାଳେ ଘଟଣା ଜଣାପଡିବା ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା । ସେଠାରେ…

ପ୍ରଶାସନର ତଥ୍ୟ; ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ୧୮୩ ପଜିଟିଭ, ସେଥିରୁ ଭୁବନେଶ୍ୱରରୁ ୧୮୨ ଜଣ

ଭୁବନେଶ୍ୱର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ପ୍ରଶାସନର ଅଜବ ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ପ୍ରଶାସନର କରୋନା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ୧୮୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ହେଲେ ଭୁବନେଶ୍ୱରରୁ ୧୮୨ ନୂଆ ପଜିଟିଭ ଚିହ୍ନଟ…

[ଭିଡିଓ] ସତ ପ୍ରମାଣିତ ହେଲା #NehuDaVyah

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଲିଷ୍ଟରେ ଥିଲା #NehuDaVyah । ବିବାହ କରିବେ ସିଙ୍ଗର ନେହା କକ୍କର ! ସତରେ କ'ଣ ବିବାହ କରିବେ ନେହା ? ନେହାଙ୍କ ବିବାହ ଖବର ସତ ନା ମ୍ୟୁଜିକ ଭିଡିଓ ପ୍ରମୋଶନ ? କିଛି ଏପରି ହେଡ୍ ଲାଇନ୍‌କୁ ନେଇ ଅନେକ ଟିଭି ଚ୍ୟାନେଲ, ନ୍ୟୁଜ୍ ପେପର ଓ ଡିଜିଟାଲ୍…

ଦୁର୍ଗା ମାଆ ନୁହେଁ ସାଧାରଣ ମଣିଷ ଆମେ

ପାର୍ବଣର ଋତୁ ଏଵେ ସବୁ ଆଡ଼େ ମାଆ ଆସୁଛନ୍ତି ବୋଲି ସାରା ବିଶ୍ୱ ବ୍ରହ୍ମାଣ୍ଡ ଆଜି ଝଲସୁଛି । ନବରାତ୍ରି ଚାଲିଚି ସବୁଆଡ଼େ । ଖୁସି ଆଉ ଖୁସିର ଲହରୀ ଖାଲି । ସମସ୍ତଙ୍କ ର ସେଇ ଗୋଟିଏ କଥା ମୁହଁରେ ଜଗତଜନନୀ ମାଆ ଦୁର୍ଗା ଅସତ୍ୟ ଉପରେ ବିଜୟୀ ହେବେ, ସତ୍ୟର ପ୍ରକୃତ କଥାକୁ ସମସ୍ତଙ୍କୁ ଦେଖେଇବେ…