Latest Odisha News

BREAKING NEWS

ମିଜୋରାମରେ ସ୍କୁଲ ଖୋଲିବାରୁ ଛାତ୍ରଛାତ୍ରୀ କରୋନା ସଂକ୍ରମିତ, ପୁଣି ବନ୍ଦ ନିଷ୍ପତ୍ତି

ଆଇଜଲ୍: ଦେଶରେ କରୋନା କାୟା କମୁଥିବା ବେଳେ ମିଜୋରାମରେ ସ୍କୁଲ ଖୋଲିଥିଲା । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଥିଲା । ୮ ଦିନ ଯାଇଛି, ପୁଣି ଥରେ ସ୍କୁଲ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କାରଣ ସ୍କୁଲ ଖୋଲିବା ପରେ କିଛି ଛାତ୍ରଛାତ୍ରୀ କରୋନା ସଂକ୍ରମିତ…

ବୁସାନ୍ ଅନ୍ତର୍ରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେଲା ପ୍ରକାଶ ଝାଙ୍କ ଅଭିନୀତ ସିନେମା ‘ମଟୋ କୀ…

ନୂଆଦିଲ୍ଲୀ: ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ଅଭିନୀତ ଚଳଚ୍ଚିତ୍ର 'ମଟୋ କୀ ସାଇକଲ୍‌'କୁ ନେଇ ଏହାର ନିର୍ଦ୍ଦେଶକ ଏମ୍‌ ଗାନି ବେଶ୍‌ ଉତ୍ସାହିତ ଅଛନ୍ତି। ଏହା ଏମ୍‌ ଗାନିଙ୍କ ପ୍ରଥମ ଚଳଚ୍ଚିତ୍ର। ଏମ୍‌ ଗାନି କହିଛନ୍ତି ଯେ ଚଳଚ୍ଚିତ୍ରର କାହାଣୀ ଦୈନନ୍ଦିନ ଲୋକଙ୍କ ଗତିବିଧି ଉପରେ ଆଧାରିତ,…

‘ବିସର୍ଜନ ନିୟମ ଭାଙ୍ଗିଲେ ହେବ କଡା କାର୍ଯାନୁଷ୍ଠାନ’

ଭୁବନେଶ୍ୱର: କରୋନା କାଳରେ ପାଳିତ ହେଉଛି ଦୁର୍ଗା ପୂଜା । କୋଭିଡ ଗାଇଡଲାଇନ୍ ପାଳନ ସହ ବିନା ଭକ୍ତରେ ମା’ଙ୍କ ପୂଜା ପାଳିତ ହେଉଛି । ତେବେ ମୂର୍ତ୍ତି ବିସର୍ଜନ ପାଇଁ ମଧ୍ୟ କଡା କଟକଣା ଲାଗୁ ହୋଇଛି । କଡା ନିୟମ ଲାଗୁ କରିଛି ବିଏମ୍‌ସି । ମୂର୍ତ୍ତି ବିସର୍ଜନ ପାଇଁ ପ୍ରତିବର୍ଷ ଭଳି ଚଳିତ…

ହସ୍ପିଟାଲ ବେଡରୁ କପିଲ ଦେବଙ୍କ ପ୍ରଥମ ଫଟୋ

ନୂଆଦିଲ୍ଲୀ: ଭାରତକୁ ପ୍ରଥମ ବିଶ୍ୱକପ୍ କ୍ରିକେଟ ଟ୍ରଫି ଜିତାଇଥିବା କପିଲ ଦେବ ଫ୍ୟାନଙ୍କ ପାଇଁ ଖୁସିବ ଖବର । ତାଙ୍କର ଆଞ୍ଜିଓପ୍ଲାଷ୍ଟି ଅସ୍ତ୍ରୋପଚରା ସଫଳ ହେବା ପରେ ସାମନାକୁ ଆସିଛି ଫଟୋ। ହସ୍ପିଟାଲରୁ ବେଡରୁ ତାଙ୍କର ଫଟୋ ଆସିଛି । ଯେଉଁଥିରେ ସେ ସୁସ୍ଥ ଥିବା ନଜର ଆସିଛନ୍ତି । ଦୁଇ…

କରୋନା ନେଲା ଆଉ ୧୫ ମୁଣ୍ଡ, ମୋଟ ମୃତ୍ୟୁ ସଂଖ୍ୟା ୧୨୨୯କୁ ବୃଦ୍ଧି

ଭୁବନେଶ୍ୱର: ଗୋଟିଏ ପଟେ ରାଜ୍ୟରେ କରୋନା ଗ୍ରାଫ ଖସୁଥିବା ବେଳେ ଆଉ ଗେଟେ ପଟେ କରୋନା ଜନିତ ମୃତ୍ୟୁ ସଂଖ୍ୟା କିନ୍ତୁ କମୁନି । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଇଛି କିଲର ଭାଇରସ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୨୯କୁ ବୃଦ୍ଧି ପାଇଛି । ୧୫…

କରୋନା ପୁନଃ ସଂକ୍ରମଣ ମାମଲା ଚିନ୍ତା ବଢାଇଲା; ବ୍ରିଟେନ୍‌ରେ ପୁଣି ଜାରି ହେଲା ଲକ୍‌ଡାଉନ୍‌

ଲଣ୍ଡନ: କରୋନା ଭୂତାଣୁ ପୂନଃ ସଂକ୍ରମଣ ମାମଲା ଏବେ ଲଣ୍ଡନ୍‌ରେ ଚିନ୍ତା ବଢ଼ାଇ ଦେଇଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ଶୁକ୍ରବାର ଠାରୁ ଲଣ୍ଡନ୍‌ର କେତେକ ଜରୁରୀ ସ୍ଥାନରେ କଡା ଲକଡାଉନ୍ ଜାରି କରିଛନ୍ତି। ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ର ୱେଲ୍ସରେ ମଧ୍ୟ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପ୍ରକ୍ରିୟା…

ଖସିଲା କରୋନା ମିଟର, ରାଜ୍ୟରେ ୧୬୯୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଲଗାତର ଖସୁଛି କରୋନା ଗ୍ରାଫ । ପ୍ରାୟ ଏକ ସପ୍ତାହ ଧରି ରାଜ୍ୟରେ ୨ ହଜାର ତଳେ କରୋନା ଚିହ୍ନଟ ହୋଇଛନ୍ତି । ଗତ ୨୪ ଘାଂଟାରେ ୩୦ ଜିଲ୍ଲାରୁ ୧୬୯୫ ନୂଆ ମାମଲା ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୮୬ଜଣ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ…

ନାଇଜେରିଆ ହିଂସା; ୫୧ ସାଧାରଣ ଜନତା ଏବଂ ୧୮ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ନେଇ ସୂଚନା ଦେଲେ ରାଷ୍ଟ୍ରପତି

ଲାଗୋସା: ନାଇଜେରିଆରେ ପୋଲିସର ଅତ୍ୟାଚାର ବିରୋଧରେ ଅନେକ ଦିନ ଧରି ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ପରେ ହିଂସା ଘଟଣାରେ ଅତି କମ୍‌ରେ ୫୧ ଜଣ ସାଧାରଣ ନାଗରିକ ଏବଂ ୧୮ ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ନାଇଜେରିଆର ରାଷ୍ଟ୍ରପତି ମହମ୍ମଦୁ ବୁହାରୀ ଏହି ସୂଚନା ଦେଇଛନ୍ତି।…

ଢେଙ୍କାନାଳ ଓ ଚୌଦ୍ୱାର ଅଞ୍ଚଳରେ ହାତୀ ପଲଙ୍କ ଉତ୍ପାତ

ଭୁବନେଶ୍ୱର: ଜଙ୍ଗଲ ଛାଡ଼ି ଜନବସତି ମୁହାଁ ଗଜରାଜ । ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀଙ୍କ ଉପଦ୍ରବ ଖବର ସାମନାକୁ ଆସିଛି । ଢେଙ୍କାନାଳ ଜିଲ୍ଲା ସୋଗର ଗାଁରେ ହାତୀ ପଲ ଉପଦ୍ରବ ଚଳାଇଛନ୍ତି । ଗାଁ ଆଖପାଖରେ ବୁଲୁଛନ୍ତି ୨୩ଟି ହାତୀ । ଫଳରେ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି । ହାତୀ…

ବିଶ୍ୱ କରୋନା ମିଟର; ଗତ ୨୪ ଘଣ୍ଟାରେ ୪.୯୦ ଲକ୍ଷ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମଣ ସଂଖ୍ୟା ୪ କୋଟି ପାର୍‌ କରିସାରିଲାଣି। ଏଥିମଧ୍ୟରୁ ପ୍ରାୟ ୧୧ ଲକ୍ଷ ରୋଗୀ ପ୍ରାଣ ହରାଇଛନ୍ତି। ବିଶ୍ୱରେ ପ୍ରତିଦିନ ରେକର୍ଡ ସ୍ତରରେ କରୋନା ମାମଲା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଏକ ରେକର୍ଡ ୪.୯୦ ଲକ୍ଷ କରୋନା ମାମଲା ରିପୋର୍ଟ ହୋଇଛି।…