ଭିଜିଲାନ୍ସ ଜାଲରେ ଗଞ୍ଜାମ ଚିକିଟି କଲେଜ ଡେମନଷ୍ଟେଟର୍
ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଗଞ୍ଜାମ ଚିକିଟି କଲେଜର ଡେମନଷ୍ଟେଟର କୈଳାଶ ଚନ୍ଦ୍ର ମହାନ୍ତି। ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସଭବନ ସାଙ୍ଗେ ୬ଟି ସ୍ଥାନରେ ଚଢ଼ାଉ କରାଯାଉଛି ।
ସୂଚନା ଅନୁଯାୟୀ ,ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଚିକିଟି କଲେଜର ଡେମନଷ୍ଟେଟର କୈଳାଶ…