Latest Odisha News

BREAKING NEWS

ପ୍ରତି ବର୍ଷ ସଂପତ୍ତି ତାଲିକା ଦେବେ ନିର୍ବାଚିତ ଜନ ପ୍ରତିନିଧି ଓ ସରକାରୀ କର୍ମଚାରୀ

ଭୁବନେଶ୍ୱର- ରାଜ୍ୟରେ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପ୍ରଦାନ କରିବାକୁ ସରକାର ଆଉ ଏକ ଦୃଢ ପଦକ୍ଷେପ ନେଇଛନ୍ତି । ଏଣିକି ପ୍ରତି ବର୍ଷ ନିଜ ନିଜର ସଂପତ୍ତି ତାଲିକା ସର୍ବସାଧାରଣରେ ପ୍ରକାଶ କରିବେ ଲୋକଙ୍କ ଦ୍ୱାରା ନିର୍ବାଚିତ ହେଉଥିବା ଜନ ପ୍ରତିନିଧି । ଏଥିରେ ସରପଞ୍ଚଙ୍କଠାରୁ ଆରମ୍ଭ କରି…

ସିଡନୀରୁ ମେଲବୋର୍ଣ୍ଣ ଗଲେ ରୋହିତ

ସିଡନୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ସୋମବାର ସିଡନୀରୁ ମେଲବୋର୍ଣ୍ଣ ଅଭିମୁଖେ ଗସ୍ତ କରିଛନ୍ତି । ସେ ବୁଧବାର ଟିମ୍ ସହିତ ଯୋଗ ଦେବେ । ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜିତ ହୋଇଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ମଜଭୁତ ସ୍ଥିତିରେ ରହିଛି । ତୃତୀୟ ଟେଷ୍ଟରେ…

ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଂଜିନିୟରିଂରେ ମିଳିବ ସଂରକ୍ଷଣ

ଭୁବନେଶ୍ୱର: ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ ନିଷ୍ପତ୍ତି କ୍ରମେ ଡାକ୍ତରୀ ଓ ଇଂଜିନିୟରିଂରେ ନାଁ ଲେଖାଇବା ପାଇଁ ସରକାରୀ ହାଇସ୍କୁଲରେ ପଢିଥିବା ଛାତ୍ରଛାତ୍ରୀଙ୍କୁ ସ୍ଥାନ ସଂରକ୍ଷଣ ଦେବେ ବୋଲି ଘୋଷଣା କରିଛନ୍ତି । ଆସନ୍ତା ଶିକ୍ଷା ବର୍ଷରୁ ଏହା ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ…

ଆସନ୍ତୁ ଜାଣିବା କେଉଁଠାରେ ସରକାରୀ ଟଙ୍କାରେ ମାଦ୍ରାସା ଆଉ ଚାଲିବନି

ଗୌହାଟୀ: ଆସାମ ସରକାର ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ବିଧାନସଭାରେ ଆଗତ କରିଛି । ଏଠାରେ ସମସ୍ତ ସରକାରୀ ମାଦ୍ରାସାକୁ ବନ୍ଦ କରି ସ୍କୁଲରେ ପରିଣତ କରିବା ପାଇଁ ବିଲ୍ ଆଗତ ହୋଇଛି । ବିପକ୍ଷ ଦଳର ବିରୋଧ ସତ୍ୱେ ଶିକ୍ଷାମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଏହି ବିଲ୍ ବିଧାନସଭାରେ ଉପସ୍ଥାପନ…

କାନପୁର ଡାକବିଭାଗର ଦାୟିତ୍ୱହୀନତା: ଷ୍ଟାମ୍ପରେ ଛୋଟ ରାଜନ, ମୁନ୍ନା ବଜରଙ୍ଗୀଙ୍କ ଫଟୋ

କାନପୁର: କାନପୁର ଡାକବିଭାଗର ମସ୍ତବଡ ଭୁଲ ସାମ୍ନାକୁ ଆସିଛି । ଏଠାରେ ଜାରି କରାଯାଇଥିବା ପୋଷ୍ଟାଲ ଷ୍ଟାମ୍ପରେ ଅନ୍ତର୍ଜାତୀୟ ଅପରାଧୀ ଛୋଟା ରାଜନ ଓ ବାଗପତ ଜେଲରେ ହତ୍ୟା କରାଯାଇଥିବା ଶାର୍ପ ଶୁଟର ମୁନ୍ନା ବଜରଙ୍ଗୀଙ୍କ ଫଟୋ ରହିଛି । ମାଇ ଷ୍ଟାମ୍ପ ଯୋଜନାରେ ଏହି ଷ୍ଟାମ୍ପଗୁଡିକ ଛପା…

କିଙ୍ଗ କୋହଲିଙ୍କୁ ଦଶନ୍ଧିର ଶ୍ରେଷ୍ଠ କ୍ରିକେଟ ଖେଳାଳି ସମ୍ମାନ

ମୁମ୍ବାଇ:ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ସୋମବାର ଦଶନ୍ଧିର ଶ୍ରେଷ୍ଠ ଖେଳାଳି ପୁରସ୍କାରଙ୍କ ନାମ ଘୋଷଣା କରିଛି । ଟିମ୍ ଇଣ୍ଡିଆର ବିରାଟ କୋହଲି ଦଶନ୍ଧିର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ସେହିପରି ଦିନିକିଆରେ ମଧ୍ୟ ସେ ଶ୍ରେଷ୍ଠ ଖେଳାଳି ହୋଇଛନ୍ତି । କୋହଲି ଏହି ଦଶ ବର୍ଷ ମଧ୍ୟରେ…

ଚର୍ଚ୍ଚାରେ ଜାହ୍ନବୀଙ୍କ ନୀଳ ଲେହେଙ୍ଗା

ନୂଆଦିଲ୍ଲୀ: ଜାହ୍ନବୀ କପୁର ମଧ୍ୟ ଫ୍ୟାଶନ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏକ ଫଟୋରେ ଜାହ୍ନବୀଙ୍କ ବ୍ଲୁ ଡିଜାଇନର୍ ଲେହେଙ୍ଗା ପିନ୍ଧିଥିବାର ଦେଖିବାକୁ ମିଳିଛି। ଅର୍ପିତା ମେହେଟ୍ଟାଙ୍କ ଦ୍ୱାରା ଡିଜାଇନ୍‌ ହୋଇଥିବା ଏହି ଲେହେଙ୍ଗାର ମୂଲ୍ୟ ୭୮ ହଜାର ଟଙ୍କା। ଜାନଭୀ ଏହି ନୀଳ ଏବଂ…

୨୦୨୧ରେ ରିଲିଜ୍‌ ହେବ ଇର୍‌ଫାନ୍‌ଙ୍କ ଶେଷ ଚଳଚ୍ଚିତ୍ର

ନୂଆଦିଲ୍ଲୀ: ବଲିଉଡର ଅନ୍ୟତମ ମହାନ ଅଭିନେତା ଇରଫାନ୍ ଖାନଙ୍କ ଶେଷ ଚଳଚ୍ଚିତ୍ର ୨୦୨୧ ମସିହାରେ ମୁକ୍ତିଲାଭ କରିବାକୁ ଯାଉଛି। ଇରଫାନଙ୍କ ଫିଲ୍ମର ନାମ ହେଉଛି 'ଦ ସଙ୍ଗ୍‌ ଅଫ୍‌ ସ୍କୋର୍‌ପି୍ରନ୍‌'। ବାସ୍ତବରେ ଏହି ଚଳଚ୍ଚିତ୍ରଟି ଦୀର୍ଘ ସମୟ ଧରି ଶୀତଳ ଭଣ୍ଡାରରେ ପଡ଼ିଥିଲା ​​ଏବଂ ବର୍ତ୍ତମାନ…

ସଞ୍ଜୟଙ୍କ କିସମେଁ କିତନା ହେ ଦମ ଜବାବରେ ଅଠାୱାଲେ କହିଲେ ହମ ଦିଖାଁଏଗେ କିତନା ଦମ ହୈ

ମୁମ୍ବାଇ:ଇଡି ଶିବସେନା ନେତା ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ନେଟିସ ଦେବା ପରେ ମହାରାଷ୍ଟ୍ର ରାଜନୀତି ଗରମ ହୋଇଯାଇଛି । ସଞ୍ଜୟ ଟୁଇଟ କରିଥିଲେ ଆ ଦେଖେଁ ଜରା କିସମେଁ କିତନା ହେ ଦମ୍ । ଇଡିକୁ ରାଜନୈତିକ ସ୍ୱାର୍ଥରେ କେନ୍ଦ୍ର ସରକାର ବ୍ୟବହାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।…

ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନରୁ ବଞ୍ଚିତ ହେବ କି ଚୀନ୍‌?

ୱାଶିଂଟନ୍: ଦଲାଇ ଲାମାଙ୍କ ଉତ୍ତରାଧିକାରୀ ବାଛିବାରେ ଚୀନ୍‌ର ହସ୍ତକ୍ଷେପକୁ ରୋକିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଏକ ଆଇନକୁ ଅନୁମୋଦନ କରିଛନ୍ତି। ଏହା ଅଧୀନରେ ୱାଶିଂଟନ୍ କେବଳ ତିବ୍ଦତରେ ଏକ କନସୁଲେଟ୍ ପ୍ରତିଷ୍ଠା କରିବ ନାହିଁ, ବରଂ ଏହା ନିଶ୍ଚିତ କରିବ ଯେ କେବଳ…