Latest Odisha News

ମେଡିକାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତା ରିଷି କପୁର

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ରିଷି କପୁରଙ୍କୁ ବୁଧବାର ଦିନ ସ୍ଥାନୀୟ ସାର୍ ଏଚ୍ ଏନ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିଷିଙ୍କ ବଡ ଭାଇ ରାନ୍ଧୀର କପୁର ଇଣ୍ଡିଆନ୍ ଏକ୍ସପ୍ରେସକୁ ଦେଇଥିବା ସୂଚନା ଅନୁଯାୟୀ, ୬୬ ବର୍ଷୀୟ ଏହି ତାରକା ପୂର୍ବରୁ କର୍କଟ…

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ହଜାରେ ଟପିଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ଏକ ହଜାର ଟପିଛି । ବୁଧବାର ସନ୍ଧ୍ୟା ସୁଦ୍ଧା ଦେଶରେ କରୋନା ମୃତକଙ୍କ ସଂଖ୍ୟା ୧୦୦୮ରେ ପହଞ୍ଚିଛି । ଏଥି ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୭୮୭ ହୋଇଥିବା ଜଣାପଡିଛି । ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୭୧ ଜଣ ମୃତ୍ୟୁବରଣ କରିଥିବା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୩୦-୦୪-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅପ୍ରେଲ ତା ୩୦ ରିଖ ଗୁରୁବାର ମେଷ ୧୮ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ପୂଷ୍ଯା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର ଆଜି-: ଗୁରୁ ପୂଷ୍ଯା ଯୋଗ ଆଜି: ତାଳ ଖାଇବା…

କ୍ୱାରେଣ୍ଟାଇନ ହୋମରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ରାୟଗଡା: କ୍ୱାରେଣ୍ଟାଇନ ହୋମରେ ଥିବା ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ଥାନୀୟ ଜିସିଡି ହାଇସ୍କୁଲରେ ହୋଇଥିବା ଅସ୍ଥାୟୀ କ୍ୱାରେଣ୍ଟାଇନ ହୋମରେ ଥିବା ବେଳେ ଜଣେ ୩୮ ବର୍ଷୀୟ ଯୁବକ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯୁବକଙ୍କ ନାଁ ଭୂପି ପାତ୍ର । ଫିନାଇଲ ପିଇବା ପରେ ତାଙ୍କ…

ଏକ କୋଟିରୁ ଅଧିକ ମାସ୍କ ପ୍ରସ୍ତୁତ କଲେ ସ୍ୱୟଂ ସହାୟିକା ଗୋଷ୍ଠୀ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ଏକ କୋଟିରୁ ଅଧିକ ଫେସ ମାସ୍କ ତିଆରି କରାଯାଇଛି । ସହରାଂଚଳ ବ୍ୟାପାର ଓ ଆବାସ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଡିଏୱାଇ-ଏନୟୁଏଲଏମ୍ କାର୍ଯ୍ୟକ୍ରମରେ ସଂପୃକ୍ତ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ଏହି ମାସ୍କ…

ଇରଫାନଙ୍କୁ ବାଲୁକାକଳାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି…

ପୁରୀ: ଅଭିନେତା ଇରଫାନ ଖାନଙ୍କ ବିୟୋଗରେ ସମଗ୍ର ଦେଶ ଆଜି ସ୍ତବ୍ଧ । ହଜାର ହଜାର ଚଳଚ୍ଚିତ୍ରପ୍ରେମୀ ଭାରତୀୟମାନେ ଏବେ ସୋସିଆଲ୍ ମିଡ଼ିଆରେ ନିଜର ଶୋକ ପ୍ରକାଶ କରିବାରେ ଲାଗିଛନ୍ତି । ଏହି ଲକ୍‌ଡ଼ାଉନ ପରିସ୍ଥିତିରେ ମଧ୍ୟ ଇରଫାନଙ୍କ ଅଗଣିତ ଫ୍ୟାନ୍ ତାଙ୍କୁ ବିଭିନ୍ନ ମ୍ୟାସେଜ୍ ମାଧ୍ୟମରେ…

ସକ୍ରିୟ ୮୩ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣଙ୍କ ପାଖରେ ରହିଛି କରୋନା ଲକ୍ଷଣ: ଶାଳିନୀ ପଣ୍ଡିତ

ଭୁବନେଶ୍ୱର: ଓଡ଼ିଶାରେ କରୋନା ସ୍ଥିତି ଭଲ ଅଛି । ପ୍ରତି ୨୫୦ଟି ପରୀକ୍ଷା କଲେ ଗୋଟିଏ ପଜିଟିଭ ବାହାରୁଛି । ଯାହା ଓଡିଶା ପାଇଁ ଆଶ୍ୱସ୍ତିକ ଖବର । ତେବେ ରାଜ୍ୟରେ ବର୍ତ୍ତମାନ ସକ୍ରିୟ ଥିବା ୮୩ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ଲକ୍ଷଣ ଦେଖାଦେଉଛି । ମାତ୍ର ଅନ୍ୟ ମାନଙ୍କର କୌଣସି ଲକ୍ଷଣ ଦେଖାଯାଉନି…

କଟକଣା ମାନି ରଥଯାତ୍ରା କରିବାକୁ ଶଙ୍କରାଚାର୍ଯ୍ୟ ଓ ଦଇତାପତି ନିଯୋଗର ଆଲୋଚନା

ପୁରୀ : ଜୁନ ୨୩ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା । ଲକ୍‌ଡାଉନ କଟକଣା ସତ୍ତତ୍ତ୍ୱ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଓ ରଥଯାତ୍ରା କିଭଳି ପୂର୍ବ ପରାମ୍ପରା ଅନୁସାରେ ହୋଇପାରିବ ସେନେଇ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ଦଇତାପତି ନିଯୋଗଙ୍କ ବୈଠକ…

ପ୍ରତିଦିନ ଘଟୁଛି ଦୁର୍ଘଟଣା; ରାସ୍ତା ମଝିରେ ବୋରୱେଲ ପାଇପ୍ !

ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ଏନ୍.ଏ.ସି. ର ମୁଖ୍ୟ ସଡ଼କ ସମେତ ପ୍ରତ୍ୟେକ ଓ୍ବାଡ଼ ସଡ଼କର ସୌନ୍ଦର୍ଯ୍ୟକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ହେଲେ ପୋଲସରା ଏନ୍.ଏ.ସି. ର ମୁଖ୍ୟ ସଡ଼କରୁ ୧୨ ନଂ ଓ୍ବାଡ଼ ସୁବୁଦ୍ଧି ସାହି , ଧୋବା ସାହି ଓ ବଡ ହରିଜନ ସାହିର ତିନି ଛକି ସଡ଼କ…

ଆଉ କିଛି ଘଣ୍ଟା ପରେ ଗଂଜାମରେ ପହଞ୍ଚିବେ ସୁରଟ ଫେରନ୍ତା

ଫୁଲବାଣୀ : ପ୍ରବାସୀ ଓଡ଼ିଆଙ୍କୁ ନେଇ ସୁରଟରୁ ଗଞ୍ଜାମ ଅଭିମୁଖେ ବାହାରିଥିବା ଚାରିଟି ବସ୍ ଫୁଲବାଣୀ ଅତିକ୍ରମ କରିଛି । ଜିଲ୍ଲା ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ବସଗୁଡିକ ଆସୁଛି । ଚାରିଟି ବସରେ ଆସୁଥିବା ଶତାଧିକ ପ୍ରବାସୀ ଓଡିଆ ଗଂଜାମର ଧରାକୋଟ ଓ ଶେରଗଡରେ ପହଞ୍ଚିବା ପରେ ସେମାନଙ୍କ…