ଜୁରାସିକ ପାର୍କର ଟିକେଟ କିଣିପାରି ନ ଥିବା ଇରଫାନ ଶେଷରେ ହଲିଉଡ ଷ୍ଟାର ପାଲଟିଥିଲେ
ମୁମ୍ବାଇ: ଜୁରାସିକ ପାର୍କ ଫିଲ୍ମ ପାଇଁ ଟିକେଟ କିଣିପାରି ନ ଥିବା ଇରଫାନ ଖାଁ ଶେଷରେ ନିଜ ଦକ୍ଷତା ବଳରେ ହଲିଉଡର ଏହି ମେଗା ମୁଭିରେ ଅଭିନୟ କରିବାକୁ ସୁଯୋଗ ପାଇଥିଲେ । ଇରଫାନ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅନେକ ପୁରସ୍କାର ଓ ସମ୍ମାନ ପାଇଛନ୍ତି ।
୧. ୨୦୦୪ରେ ହାସିଲ ଫିଲ୍ମ ପାଇଁ…