ବୋର୍ଡ କାର୍ଯ୍ୟାଳୟରୁ ରାଜ୍ୟର ବିଭିନ୍ନ ଜୋନକୁ ପଠାଗଲା ନବମ ଓ ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକ
କଟକ: କଟକ-ବୋର୍ଡ କାର୍ଯ୍ୟାଳୟରୁ ବିଭିନ୍ନ ଜୋନକୁ ନବମ ଓ ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକ ପଠା ଯାଇଛି । ଏକ ସ୍ୱତନ୍ତ୍ର ଗାଡି ଯୋଗେ ବିଭିନ୍ନ ଜୋନକୁ ସ୍ବତନ୍ତ୍ର ଗାଡିରେ ବହି ପଠା ଯାଇଥିବା ସୂଚନା।
ଓଡିଶାରେ ଲକଡାଉନ୍ ହଟିବା ପରେ ମାଧ୍ୟମିକ ଶିକ୍ଷା ବୋର୍ଡ ଏହି ପାଠ୍ୟ ପୁସ୍ତକ ବିକ୍ରୟ ଉପରେ…