Latest Odisha News

BREAKING NEWS

ପର୍ଯ୍ୟଟକଙ୍କ ଅନୁପସ୍ଥିତି, କ୍ରୁଗର ଜାତୀୟ ପାର୍କରେ ସିଂହଙ୍କ ରାଜୁତି

ଡର୍ବାନ: ଦକ୍ଷିଣ ଆଫ୍ରିକାର କୁର୍ଗର ଜାତୀୟ ପାର୍କରେ କରୋନା ଭାଇରସର କରାଳ ଛାୟା ମଧ୍ୟରେ ଏକ ଅଦ୍ଭୁତପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଛି । ପୂର୍ବରୁ ଏହି ପାର୍କରେ ରହୁଥିବା ସିଂହମାନଙ୍କୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଓ ପଶୁପ୍ରେମୀମାନେ ଆସିଥାନ୍ତିି । ତେବେ ଏବେ ଅଲଗା…

ଫସୁଛି ଚୀନ, ବିଶ୍ୱ ସମୁଦାୟର ଅସନ୍ତୋଷ ପରେ ଅର୍ଥନୀତିରେ ବଡ ଝଟକା

ବେଜିଂ : ବିଭିନ୍ନ ବିବାଦ ସୃଷ୍ଟି କରି ପୂର୍ବରୁ ବିଶ୍ୱାସ ହରାଇଥିଲା ଚୀନ । ଏବେ କରୋନା ଭାଇରଦ ପରେ ବଡ ବଡ ଦେଶଗୁଡିକ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ସମୟରେ ଚୀନର ଅର୍ଥନୀତି ପାଖାପାଖି ୨ ଦଶନ୍ଧି ପରେ ଖରାପ ସ୍ତରକୁ ଆସିଛି । ଅନ୍ୟ ଅର୍ଥରେ କହିବାକୁ ଗଲେ ଭୁଲ କରି ଚୀନ…

ଶାଢି ଚ୍ୟାଲେଂଜ; ପର୍ଣ୍ଣ ସାଇଟ୍‌ରେ ସ୍ଥାନ ପାଇପାରେ ଆପଣଙ୍କ ଫଟୋ !

ମୁମ୍ବାଇ: କ୍ୱାରେଣ୍ଟାଇନରେ ସୋସିଆଲ ମିଡିଆରେ ଏକାଧିକ ଟ୍ରେଣ୍ଡ । ଖାସ କରି ଫେସବୁକରେ ଶାଢୀ ଚ୍ୟାଲେଂଜ ସବୁଠୁ ଅଧିକ ପପୁଲାର ହୋଇିଛି । ତେବେ କିଛି ଲୋକଙ୍କ କ୍ଷେତ୍ରରେ ସେମାନଙ୍କ ଫଟୋ ପର୍ଣ୍ଣ ସାଇଟରେ ପବ୍ଲିସ୍ ହୋଇଥିବା ଅଭିଯୋଗ ଆସିଛି । ଡିପ୍ ନ୍ୟୁଡ (Deep Nude) ନାମକ ଏକ…

ପ୍ରାରମ୍ଭିକ କରୋନା ଭାଇରସ ରିପୋର୍ଟକୁ ସୁଧାରିଲା ଚୀନ, ସଂକ୍ରମିତଙ୍କ ସଂଖ୍ୟା ୮୨ ହଜାରରେ ପହଂଚିଲା

ଉହାନ୍‌: ଦୁନିଆକୁ ମିଛ କହୁଥିବା ଚୀନର ଆଉ ଏକ ତଥ୍ୟ ପଦାରେ ପଡିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ କରୋନା ଯୋଗୁ ଚୀନ ଯେଉଁ ସଂଖ୍ୟା ପ୍ରଦାନ କରିଥିଲା ଏବେ ତାକୁ ସୁଧାରିଛି । ଏଥିରେ ପାଖାପାଖି ୫୦ ପ୍ରତିଶତ ମୃତ୍ୟୁ ସଂଖ୍ୟା ବଢ଼ିଛି । ପ୍ରଥମେ ୨୫୭୯ ବ୍ୟକ୍ତି କେବଳ ଉହାନରେ ମରିଥିଲେ ବୋଲି…

ଜମାତିଙ୍କୁ ନେଇ ବବିତାଙ୍କ ଟୁଇଟ ବିବାଦ ସୃଷ୍ଟି କଲା

ପାନୀପତ: ମହିଳା ରେସଲର ତଥା ବିଜେପି ନେତ୍ରୀ ବବିତା ଫୋଗଟ ଜମାତିଙ୍କୁ ମୂର୍ଖ, ଅବିବେକି କହିବା ଫଳରେ ବିବାଦ ସୃଷ୍ଟି ହୋଇଛି । ଫୋଗଟ ଉପରୋକ୍ତ ବାକ୍ୟ ଟୁଇଟ କରିଥିଲେ । ଏହା ପରେ ତାଙ୍କୁ କେତେକ ବ୍ୟକ୍ତି ଟ୍ରୋଲ କରିବା ଆରମ୍ଭ କରିଥିଲେ । ଏଥିରେ ସେ ବିରକ୍ତ ହେବା ସହ ମୁଁ ବାକ୍ୟରେ ଅଟଳ…

ନୀରବରେ ଶେଷ ହୋଇଗଲା ସାହିଯାତ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଏଥର ନୀରବରେ ସାହିଯାତ ଶେଷ ହୋଇଯାଇଛି । ପୁରୀବାସୀଙ୍କ ସବୁଠାରୁ ପ୍ରିୟ ସାହିଯାତରେ ଏଥର କିଛି ବାଦି ନ ଥିଲା କି ପ୍ରତିଯୋଗିତା ନ ଥିଲା । ଗୁରୁବାର ଶ୍ରୀରାମାଭିଷେକ ନୀତି ପରେ ସାହିଯାତ ବିଧିବଦ୍ଧ ଭାବେ ସମାପ୍ତ ହୋଇଥିଲା । ଜଗନ୍ନାଥ ବଲ୍ଲଭ ମଠ ଭିତରେ ସମସ୍ତ…

ଲକଡାଉନ୍ ସହାୟତା: ଶ୍ରୀମନ୍ଦିର ସେବାୟତଙ୍କ ପରିବାରକୁ ୫୦୦୦ ଟଙ୍କା ପ୍ରଦାନ କରିବ ମନ୍ଦିର ପ୍ରଶାସନ

ପୁରୀ: କରୋନା ଯୋଗୁଁ ସାରାଦେଶ ଲକଡାଉନ । ମନ୍ଦିର, ମସଜିଦ ସବୁଠି ତାଲା । ଏହି ଧାରାରେ ବନ୍ଦ ରହିଛି ପୁରୀର ଶ୍ରୀମନ୍ଦିର । ଶ୍ରୀଜଗନ୍ନାଥ ମନ୍ଦିର ବନ୍ଦ ଥିବା ଯୋଗୁଁ ଭକ୍ତଙ୍କ ଦାନରୁ ଚଳୁଥିବା ସେବାୟତମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ…

ପୁରୀରେ କାର୍ଯ୍ୟକ୍ଷମ ହେଲା ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ

ପୁରୀ: କରୋନା ମୁକାବିଲା ପାଇଁ ଆଜିଠାରୁ ପୁରୀରେ କାର୍ଯ୍ୟକ୍ଷମ ହେଲା ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ । ସହରର ଜିଏଏମସି ହସ୍ପିଟାଲରେ ୬୦ ଟି ଶଯ୍ୟାର ବ୍ୟବସ୍ଥା ହୋଇଥିବା ବେଳେ ଆଇଡିଏଚ୍‌ରେ ୪୦ଟି ଓ ଏସ୍‌ଜେଏମ୍ କଲେଜରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର…

ଲକ୍‌-ଡାଉନରେ ମହଙ୍ଗା ପଡିଲା ଜନ୍ମଦିନ ପାଳନ, ବାନ୍ଧିନେଲା ପୋଲିସ !

ଉତ୍ତରପ୍ରଦେଶ: ମହଙ୍ଗା ପଡିଲା ଲକ୍‌-ଡାଉନରେ ଜନ୍ମଦିନ ପାଳନ ଉତ୍ସବ । ଉତ୍ତରପ୍ରଦେଶର ଗୋରଖପୁରଠାରେ ପୁଅର ଜନ୍ମଦିନ ଉତ୍ସବ ଆୟୋଜନ କରି ପୋଲିସ ହାତରେ ଗିରଫ ହେଲା ବାପା । ଗୁରୁବାର ନିଜ ଘର ଅଗଣାରେ ୧୦ ବର୍ଷର ପୁଅ ପାଇଁ ଜନ୍ମଦିନର ଆୟୋଜନ କରିଥିଲେ ଜଣେ ବ୍ୟବସାୟୀ । ଜନ୍ମଦିନ ଉତ୍ସବକୁ…

ଲକ୍‌-ଡାଉନରେ ବିବାହ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ !

କର୍ଣ୍ଣ।ଟକ: କଥାରେ ଅଛି ରଜାପୁଅକୁ ସଜା ନାହିଁ । ବୋଧ ହୁଏ ସେଥିପାଇଁ ସାରା ଦେଶ ଲକ୍‌-ଡାଉନ୍ ଥିଲେ ବି କର୍ଣ୍ଣ।ଟକର ହେଭିିୱେଟ୍ ପଲିଟିକାଲ ପରିବାର ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି ଦେବଗୌଡାଙ୍କ ପରିବାର ବିବାହର ଆୟୋଜନ କରିପାରିଥିଲା । ଶୁକ୍ରବାର ପୂର୍ବତନ କର୍ଣ୍ଣ।ଟକ…