Latest Odisha News

BREAKING NEWS

ଯାଜପୁରରୁ ଜବତ ହେଲା ୨୧୦ ଲିଟର ଦେଶୀ ମଦ

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ବାଘବାହାଳି ଛକ ନିକଟରୁ ୨୧୦ ଲିଟର ଦେଶୀ ମଦ ଜବତ। ଏହି ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଏକ କାର ଜବତ କରିଛି ପୋଲିସ। । ସୂଚନା ମୁତାବକ ଏକ କାର ରେ ବିପୁଳ ପରିମାଣର ଦେଶୀ ମଦ ଚାଲାଣ ହେଉଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବର…

ବଜ୍ରପାତ ସହ ବର୍ଷା ଆଶଙ୍କା; ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୯ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, କୋରାପୁଟ, ରାୟଗଡା, ଢେଙ୍କାନାଳ, କେନ୍ଦ୍ରାପଡା,…

ପାଞ୍ଚ ମାସରେ ରେକର୍ଡ ସଂଖ୍ୟକ ସାଇକେଲ୍‌ ବିକ୍ରି

ନୂଆଦିଲ୍ଲୀ: ଗତ ପାଞ୍ଚ ମାସ ମଧ୍ୟରେ ଭାରତରେ ସାଇକେଲ ବିକ୍ରି ପ୍ରାୟ ଦ୍ୱିଗୁଣିତ ହୋଇଛି। ଅନେକ ସହରରେ ଲୋକଙ୍କୁ ନିଜ ପସନ୍ଦର ସାଇକେଲ କିଣିବାକୁ ମଧ୍ୟ ଅପେକ୍ଷା କରିବାକୁ ପଡୁଛି। ରିପୋର୍ଟ ଅନୁଯାୟୀ, ଦେଶରେ ପ୍ରଥମ ଥର ପାଇଁ ଲୋକମାନଙ୍କ ସାଇକେଲ ଚଲାଇବାର ଏପରି ଧାରା ଦେଖିବାକୁ ମିଳିଛି।…

ସରକାରୀ କ୍ଷେତ୍ରରେ ବାଧ୍ୟତାମୂଳକ ହେଲା ବିଏସ୍‌ଏନ୍‌ଏଲ୍ ଏବଂ ଏମ୍‌ଟିଏନ୍‌ଏଲ୍‌ ସେବା

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଏବଂ ମହାନଗର ସଞ୍ଚାର ନିଗମ ଲିମିଟେଡ୍ (ଏମ୍‌ଟିଏନ୍‌ଏଲ୍‌)ର ସେବା ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।…

ଦିଲ୍ଲୀ ଗେଟ ନିକଟରେ ପ୍ରଚଣ୍ଡ ବିସ୍ଫୋରଣ !

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବିସ୍ଫୋରଣ । ହେଲେ କୌଣସି ଆତଙ୍କବାଦୀ ଆକ୍ରମଣ ନୁହେଁ ବରଂ ଏକ ଘରର ଛାତ ବିସ୍ଫୋରଣରେ ଛିନଛତ୍ର ହୋଇଯାଇଛି । ବିସ୍ଫୋରଣରେ ୨ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୮ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆଜି ସକାଳ ପ୍ରାୟ ୬ଟାରୁ ୭ଟା ମଧ୍ୟରେ ଅଲିଗଡର ଖତିକାନ…

କବିତା: ମହିଷାମର୍ଦ୍ଦିନୀ ଓ ବର୍ତ୍ତମାନ

ସଞ୍ଜିତା ପ୍ରଧାନ  ନାରୀ ଶକ୍ତି ରୂପେ ମହିଷାମର୍ଦ୍ଦିନୀ                                        ଆସ ମା' ଗୋ ଧରା ଧାମେ ସହସ୍ର ଅସୁର ଉତ୍ପାତରେ ଆଜ ନାରୀ ସୁପ୍ତ ତା'ର ନାମେ । ମିଛ ପ୍ରହସନେ ପ୍ରତାରିତ ହୁଏ ଛଳନା ର ମାୟା ଜାଳେ କ୍ଷୁର୍ଣ୍ଣ ହୁଏ ତା'ର ମାନ ଓ ସମ୍ମାନ…

କଟକ ଗଣ ଦୁଷ୍କର୍ମ ଘଟଣା; ଅଭିଯୁକ୍ତ ଗିରଫ

କଟକ: କଟକରେ ଜଣେ ନାବାଳିକା କୁ ଦୀର୍ଘ ୨୨ ଦିନ ଧରି ଚଳିଥିବା ଦୁଷ୍କର୍ମ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ବର୍ତ୍ତମାନ ସୁଦ୍ଧା ଜଣେ ଅଭିଯୁକ୍ତକୁ ଚାଉଳିଆଗଞ୍ଜ ଥାନା ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତକୁ ଖୋଜା ଚାଲିଛି । ଖୁବ୍‌ଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାପସୀ ଓ ତାଙ୍କ ଗୁଜବ ପ୍ରେମିକଙ୍କ ଫଟୋ, ଦେଖନ୍ତୁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ । ଅନେକ ସମୟରେ ଅନେକ କାରଣକୁ ନେଇ ଚର୍ଚ୍ଚାର ପରିସର ମଧ୍ୟରେ ରୁହନ୍ତି ।ତେବେ ଏବେ ତାଙ୍କ ଚର୍ଚ୍ଚାର କାରଣ କିନ୍ତୁ ଟିକିଏ ନିଆରା । ନିକଟରେ ତାପସୀ ଭ୍ୟାକେସନ ପାଇଁ ଯାଇଥିଲେ ମାଲଦ୍ୱୀପ। ମାଲଦ୍ୱୀପରୁ ତାପସୀଙ୍କ କିଛି ଫୋଟୋ ଏବେ ସୋସିଆଲ…

କାହିଁକି ରିଚାଙ୍କୁ କ୍ଷମା ମାଗିଲେ ପାୟଲ

ମୁମ୍ବାଇ: ରିଚା ଚଢା ଅଭିନେତ୍ରୀ ପାୟଲ ଘୋଷଙ୍କ ଉପରେ ଅଶ୍ଳୀଳ, ମିଥ୍ୟା, ଭିତ୍ତିହୀନ ଏବଂ ଅପମାନଜନକ ବୟାନ ବିରୋଧରେ ବମ୍ବେ ହାଇକୋର୍ଟରେ ମାନହାନି  ମକଦ୍ଦମା  ଦାୟର୍‌ କରିଥିଲେ। ତେବେ ବୁଧବାର ଦୁଇ ଜଣଙ୍କ ମଧ୍ୟରେ ଆପୋସ ବୁଝାମଣା ଭିତରେ କେସ୍‌ର ସମାଧାନ ହୋଇଛି। ରିଚା ପାୟଲ୍‌ଙ୍କ…

କାର୍ଯ୍ୟକ୍ଷମ ହେଲା ଭୀମସାରର ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

ସମ୍ବଲପୁର: ଆଜିଠାରୁ ବୁର୍ଲାର ଭୀମସାର ଠାରେ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଆରମ୍ଭ ହୋଇଛି । ଏହି ଡାକ୍ତରଖାନାରେ ୨୦ ଟି ଆଇସିୟୁ ଶଯ୍ୟା ଏବଂ ଏହା ପାଇଁ ସମସ୍ତ ଆବଶ୍ୟକୀୟ ସୁବିଧାମାନ ରାହିଛି। ଏହା ବ୍ୟତୀତ କୋରାପୁଟରେ ୭୦ ଶଯ୍ୟା ବିଶିଷ୍ଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ…