Latest Odisha News

BREAKING NEWS

ବଡ ବନ୍ୟା ଆଶଙ୍କା ନାହିଁ: ଏସ୍‌ଆର୍‌ସି

ଭୁବନେଶ୍ୱର: ଅବପାତ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ବଡ ବନ୍ୟାର ଆଶଙ୍କା ନାହିଁ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସ୍ପଷ୍ଟ କରିଛନ୍ତି । ବର୍ଷା ପ୍ରଭାବରେ ଗଜପତି ଓ ଗଂଜାମ ଜିଲ୍ଲାରେ କିଛି ମାତ୍ରାରେ କ୍ଷୟ କ୍ଷତି ହୋଇଛି । ଗଭୀର ଅବପାତ, ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବ…

ସରିଲା ସୁଟିଂ, ଏକାଠି ନଜର ଆସିବେ ସ୍ୱୟମ-ପ୍ରକୃତି

ଭୁବନେଶ୍ୱର: ଖୁବଶୀଘ୍ର ଏକାଠି ନଜର ଆସିବେ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଗାୟକ ସ୍ୱୟମ୍ ପାଢ଼ୀ । ଏନେଇ ସେ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଉଭୟ ତାଙ୍କ ସୁଟିଂ ସେଟ୍‌ର ଫଟୋ ଏବଂ ଭିଡ଼ିଓକୁ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି । ଏକ କଭର୍‌ ଗୀତରେ ଏକାଠି ନଜର ଆସିବେ…

ଆରୋଗ୍ୟ ସେତୁ ଆପ୍‌କୁ ଡବ୍ଲୁଏଚ୍ଓର ମୁଖ୍ୟ ଟେଡ୍ରସ୍ ଆଦନମ୍‌ଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଭାରତରେ କରୋନା ରୋଗୀ ଚିହ୍ନଟ ପାଇଁ ଆରମ୍ଭ କରାଯାଇଥିବା ଆରୋଗ୍ୟ ସେତୁ ଆପ୍‌କୁ ବି‌ଶ୍ୱ‌ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ୍‌ ଆଦନମ୍‌ ପ୍ରଶଂସା କରିଛନ୍ତି। ଏହାର ବ୍ୟବହାର ଯୋଗୁ ସହଜରେ ରୋଗୀ ଚିହ୍ନଟ ହୋଇପାରୁଛନ୍ତି ଏବଂ ଟେଷ୍ଟିଂ ମଧ୍ୟ ବୃଦ୍ଧି ହୋଇପାରିଛି।…

ଡ୍ୟାନ୍ସ କଲେ ଡୋନାଲ୍ଡ ଟ୍ରମ୍ପ, କ୍ୟାମ୍ପେନ ଷ୍ଟେଜରେ ନାଚିଲେ

ଫ୍ଲୋରିଡା: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ତାରିଖ ପାଖେଇ ଆସୁଛି । ରାଜନୈତିକ ପାଣିପାଗ ଗରମ । ଦ୍ୱିତୀୟ ଥର ରାଷ୍ଟ୍ରପତି ନିର୍ବାଚନ ଜିତିବା ଲକ୍ଷ୍ୟରେ ଜୋରଦାର କ୍ୟାମ୍ପେନ ଚଳାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । କରୋନାରୁ ସୁସ୍ଥ ହେବା ପରେ ନିର୍ବାଚନ ରାଲି କରୁଛନ୍ତି । ଫ୍ଲୋରିଡାରେ…

ଏସ୍‌ବିଆଇ କାର୍ଡଧାରୀଙ୍କ ପାଇଁ ଖୁସି ଖବର; କାର୍ଡ ବ୍ୟବହାର କରି ପାଇପାରିବେ ଆକର୍ଷଣୀୟ ଅଫର୍

ନୂଆଦିଲ୍ଲୀ: ଏହି ଉତ୍ସବର  ଋତୁରେ ଏସବିଆଇ କାର୍ଡ ଧାରୀଙ୍କ ପାଇଁ ରହିଛି ଖୁସି ଖବର। ଯଦି ଆପଣଙ୍କର ମଧ୍ୟ ଏହି କାର୍ଡ ଅଛି, ତେବେ ଆପଣ ଏଥି‌ର‌େ ଖୁବ୍‌ ସପିଂ କରିପାରିବେ। କୋଭିଡ-୧୯ ମହାମାରୀ ଭିତରେ ଗ୍ରାହକଙ୍କ ପାଇଁ କ୍ରୟ ପଦ୍ଧତିରେ ପରିବର୍ତ୍ତନ କରାଯାଇଛି। ଏଭଳି ପରିସ୍ଥିତିରେ…

ଶ୍ରୀକ୍ଷେତ୍ରରେ ଶ୍ରୀସେତୁ ପାଇଁ ଜନଶୁଣାଣି

ପୁରୀ: ଶ୍ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ସହର କରିବାକୁ ପ୍ରୟାସ । ଖୁବ୍‌ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ୍ ବ୍ରିଜ ବା ଶ୍ରୀସେତୁ । ଏଥିପାଇଁ ଆଜି ପ୍ରକଳ୍ପ ପ୍ରଭାବିତ ୪ଟି ମୌଜାର ଜନଶୁଣାଣି ଆରମ୍ଭ ହୋଇଛି । ସମଙ୍ଗ, ମାଟିତୋଟା, ମାର୍କଣ୍ଡେଶ୍ୱର ସାହି ଓ ଦାଣ୍ଡିମାଳ ସାହିର ଲୋକେ…

ସାରୁଅରେ ଜମି ଦୁର୍ନୀତି ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ହାତକୁ ଯାଇଛି ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଜମି ଜବରଦଖଲ ଅଭିଯୋଗ ମାମଲା । କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରାକର । ଏନେଇ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛି ରାଜସ୍ୱ ବିଭାଗ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ପଦକ୍ଷେପ…

ଜିଓ; ୪୦ କୋଟି ସବ୍‌ସ୍କ୍ରାଇବର୍‌ ଥିବା ଦେଶର ପ୍ରଥମ ମୋବାଇଲ୍‌ କମ୍ପାନି

ନୂଆଦିଲ୍ଲୀ: ୪୦ କୋଟି ଗ୍ରାହକ ଥିବା ରିଲାଏନ୍ସ ଜିଓ ଦେଶର ପ୍ରଥମ ମୋବାଇଲ୍ ଫୋନ୍ ଅପରେଟର କମ୍ପାନୀ ହୋଇପାରିଛି। ଜୁଲାଇରେ ଏହା ୩.୫ ମିଲିୟନରୁ ଅଧିକ ଗ୍ରାହକଙ୍କୁ ଯୋଡିବାରେ ସକ୍ଷମ ହୋଇଥିଲା। ଅବଶ୍ୟ ଏହାର ସକ୍ରିୟ ଉପଭୋକ୍ତାଙ୍କ ସଂଖ୍ୟା ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ଠାରୁ…

ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ପୁରିଲା ୪ ମାସ, ଭଉଣୀ ଶ୍ୱେତା ସେୟାର କଲେ ଭିଡିଓ

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଆଜି ୪ ମାସ ପୁରିଛି । ତେବେ ଏଯାଏଁ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିନି । ସିବିଆଇ ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ ଜାରି ରଖିଛି । ଏନ୍‌ସିବି ଓ ଇଡି ମଧ୍ୟ ଏହି ମାମଲାର ଖୋଲତାଡ କରୁଛିି । ସେପଟେ…

IPL ମହାସମର: ଦିଲ୍ଲୀଠୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ଖେଳିବ ରାଜସ୍ଥାନ

ଦୁବାଇ: ଆଇପିଏଲରେ ଆଜି ରହିଛି ଏକ ହାଇଭୋଲଟେଜ ଲଢ଼େଇ । ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ଚଳିତ ଆଇପିଏଲରେ ଜବରଦସ୍ତ ଫର୍ମରେ ଥିବାରୁ ଆଜିର ଲଢ଼େଇ ଜୋରଦାର ହେବା ଆଶା କରାଯାଉଛି । ଦିଲ୍ଲୀଠାରୁ ପୂର୍ବ ମ୍ୟାଚ ପରାଜୟର ବଦଲା ନେବା ଲକ୍ଷ୍ୟରେ ମୈଦାନକୁ…