Latest Odisha News

BREAKING NEWS

ଧାୱନ, ଆୟାରଙ୍କ ଅର୍ଦ୍ଧଶତକ: ଦିଲ୍ଲୀ କ୍ୟାପିଟାଲ୍ସ-୧୬୧/୭

ଦୁବାଇ:ଚଳିତ ଆଇପିଏଲର ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଅନୁଷ୍ଠିତ ହେଉଛି । ଟସ୍ ଜିତି ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ଉଇକେଟ ହରାଇ ୧୬୧ ରନ ସଂଗ୍ରହ କରିଛି । ଫଳରେ ରାଜସ୍ଥାନ ବିଜୟ ପାଇଁ ୧୬୨ ରନ ଆବଶ୍ୟକ କରୁଛି । ଶିଖର…

ଗୁରୁଣ୍ଡିଆର ଚାନ୍ଦିପୋଷଠାରେ ଖୋଲିଲା ମା’ ଗୃହ, ୨୩ଟି ଗାଁର ମା’ଙ୍କୁ ମିଳିବ ସ୍ୱାସ୍ଥ୍ୟସେବା

ସୁନ୍ଦରଗଡ଼: ୨୩ଟି ଗାଁର ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ଗୁରୁଣ୍ଡିଆ ବ୍ଲକର ଚାନ୍ଦିପୋଷଠାରେ ଖୋଲିଲା ମା’ ଗୃହ। ବୁଧବାର ଦିନ ଏହି ମା’ ଗୃହକୁ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ଉଦଘାଟନ କରିଛନ୍ତି। ୩ଟି ଗ୍ରାମପଞ୍ଚାୟତର ୪ଟି ସବସେଣ୍ଟର ଜରିଆରେ…

ଯୁଦ୍ଧର ବାତାବରଣ ସୃଷ୍ଟି କରୁଛି ଚୀନ, ସେନାକୁ ପ୍ରସ୍ତୁତ ରହିବା ପାଇଁ କହିଲେ ଜିନିପିଙ୍ଗ

ବେଜିଂ: ଚୀନ ରାଷ୍ଟ୍ରପତି ସି ଜିନିପିଙ୍ଗଙ୍କ ପାଗଳାମୀ ଯୋଗୁ ଯୁଦ୍ଧର ବାତାବରଣ ସୃଷ୍ଟି ହେବାରେ ଲାଗିଛି । ବୁଧବାର ସେ ତାଙ୍କ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ପାଇଁ କହିଛନ୍ତି ।  ଲଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ…

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ, ସରକାରୀ ଚାକିରୀରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ

ଚଣ୍ଡୀଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବୁଧବାର ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ଏହି ପଦକ୍ଷେପ ଅନୁସାରେ ସରକାରୀ ଚାକିରୀରେ ଏଣିକି ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ । ପଞ୍ଜାବର କଂଗ୍ରେସ ସରକାର ସିଭିଲ ସର୍ଭିସେସ ନିୟମ ୨୦୨୦କୁ ଅନୁମୋନ କରିଛି ।…

ସମ୍ କୋଭିଡ ହସ୍ପିଟାଲ୍‌ରୁ ପୁଣି ସୁସ୍ଥ ହେଲେ ୮୬ ବର୍ଷୀୟା ମହିଳା

ଭୁବନେଶ୍ୱର : ଉପଯୁକ୍ତ ଉତମ ଚିକିତ୍ସା, ଯତ୍ନ ଓ ସେବା ଫଳରେ ସମ୍ କୋଭିଡ୍ ହସ୍ପିଟାଲରୁ ନିୟମିତ ଭାବେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ ପୁଣି ଜଣେ ବୟୋଜ୍ୟେଷ୍ଠା ମହିଳା ଏହି ମାରାତ୍ମକ ଭାଇରସ୍‌କୁ ପରାସ୍ତ କରିଛନ୍ତି। ଢେଙ୍କାନାଳର ୮୬ ବର୍ଷୀୟା…

ଜଗନ ମୋହନ ରେଡ୍ଡିଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଦୁଇ ଜଣ ଓକିଲ । ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଆବେଦନରେ ଦର୍ଶାଯାଇଛି ଯେ ସୁପ୍ରିମକୋର୍ଟର ଦ୍ବିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ୍ ଏନ୍ ଭି…

ଅଭିନବ ଉପାୟରେ ଚୋରା ବନ୍ଧୁକ ଠାବ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ଅଭିନବ ଉପାୟରେ ଚୋରା ବନ୍ଧୁକ ବ୍ୟବସାୟ ଠାବ କରିବାରେ ସକ୍ଷମ ହୋଇଛି କମିସିନରରେଟ ପୋଲିସ। ବେପାରି ସାଜି କଟକ ଚଉଳିଆଗଞ୍ଜ ପୋଲିସ ର ସ୍ପେସିଆଲ ସ୍କାଡ଼ ଦୀର୍ଘ ୧୦ ଦିନରୁ ଉର୍ଦ୍ଧ୍ବ ହେବ ଏହି ବନ୍ଧୁକ ବେପାରି ଉପରେ ନଜର ରଖିଥିଲା। କିନ୍ତୁ ଆଜି ଏହି ରାକେଟ ର ୪ ଜଣଙ୍କୁ ଧରିବାରେ…

ବଲିଉଡ ଭାରତର ସଂସ୍କୃତି ଏବଂ ଏହାର ଛବିକୁ ଖରାପ କରିବାକୁ ଚେଷ୍ଟା କରୁଛି: ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ:ଚଳଚ୍ଚିତ୍ର ନିର୍ମାତା ବିବେକ ରଂଜନ ଅଗ୍ନିହୋତ୍ରୀ ବଲିଉଡ ଭାରତର ସଂସ୍କୃତି ଏବଂ ଏହାର ଛବିକୁ ଖରାପ କରିବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ।ସେ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତର ସଙ୍ଗୀତ, ଭାଷା, କଳା, ରଚନାତ୍ମକତା, ଏବଂ ସଂସ୍କୃତି ନଷ୍ଟ କରିଥିବାରୁ ଜନସାଧାରଣ ବଲିଉଡ ନାଁ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କୁ ଆଶ୍ୱସ୍ତି, ପୀଡିତା ବୟାନ ବଦଳାଇଲେ

ଲକ୍ଷ୍ନୌ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କୁ ବୁଧବାର ଆଶ୍ୱସ୍ତି ମିଳିଛି । ବର୍ଷକ ତଳେ ତାଙ୍କ ବିରୋଧରେ ଦୁଷ୍ମର୍ମ ଅଭିଯୋଗ ଆଣିଥିବା ପୀଡିତା କୋର୍ଟରେ ନିଜୟ ବୟାନ ବଦଳାଇଛନ୍ତି । ୨୩ ବର୍ଷୀୟା ଏହି ଆଇନ ବିଭାଗ ଛାତ୍ରୀ ସମସ୍ତ ସଙ୍ଗୀନ ଅଭିଯୋଗକୁ…

ମରିବା ପାଇଁ ଫ୍ରିଜ ବାକ୍ସରେ ଛାଡିଦେଲେ ପରିବାର ଲୋକେ; ଭିଡ଼ିଓ ହେଲା ଭାଇରାଲ

ସାଲେମ: ସାଧାରଣରେ ଆତଙ୍କ ସୃଷ୍ଟି କରିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ତାମିଲନାଡୁର ସାଲେମ ଜିଲ୍ଲାରେ ଘଟିଛି । ସୂଚନାଅନୁଯାୟୀ, ଜଣେ ୭୪ ବର୍ଷ ବୟସ୍କ ଗୁରୁତର ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ ଏକ ଫ୍ରିଜ ବାକ୍ସରୁ ଉଦ୍ଧାର କରାଯାଇଥିଲା। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ପରିବାର ଲୋକେ…