Latest Odisha News

BREAKING NEWS

ସରକାର ହେଲିକ୍ୟାପ୍ଟରରୁ ଲୋକଙ୍କ ପାଇଁ ଟଙ୍କା ପକାଇବା ଖବର ଏକ ଗୁଜବ, ସତ୍ୟତା ନାହିଁ

ଭୁବନେଶ୍ୱର: କରୋନା ସଂକ୍ରମଣ ପରୀପ୍ରେକ୍ଷୀରେ ଦେଶବ୍ୟାପୀ ଲକ୍ ଡାଉନ ଜାରି ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ବିବିଧ ପ୍ରକାରର ଗୁଜବ ଓ ମିଥ୍ୟା ଖବର ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ଏହିଭଳି ସମୟରେ ସରକାରଙ୍କ ପକ୍ଷରୁ ହେଲିକ୍ୟାପ୍ଟରରୁ ଲୋକଙ୍କ ପାଇଁ ଟଙ୍କା ପକାଇବେ ବୋଲି ଏକ ମିଛ…

କଟକ ଏସସିବିରେ ହେବ ସ୍ବତନ୍ତ୍ର ‘ଫିଭର କ୍ଲିନିକ୍’

କଟକ: କୋଭିଡ-୧୯ର ବିସ୍ତାରକୁ ରୋକିବା ତଥା ଇନ୍‌ଫ୍ଲୁଏଞ୍ଜା ପରି ରୋଗର ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଏକ ସ୍ବତନ୍ତ୍ର ଫିଭର କ୍ଲିନିକ୍ ପ୍ରତିଷ୍ଠା କରାଯିବ। ଏକ ସମୀକ୍ଷା ବୈଠକରେ ରାଜସ୍ୱ ବିଭାଗୀୟ କମିଶନର (ଆରଡିସି) ଅନିଲ କୁମାର ସାମଲ ଏନେଇ ଏସସିବି…

ଭାରତର ଅର୍ଥନୀତି ସୁଧାରିବାକୁ ‘ଆରବିଆଇ’ର ପ୍ରୟାସ:୦.୨୫% ହ୍ରାସ ପାଇଲା ରିଭର୍ସ ରେପୋ ରେଟ୍

ନୂଆଦିଲ୍ଲୀ: ବିଶ୍ୱ ସମେତ ଭାରତରେ ଏବେ କରୋନା ଭାଇରସର ମହାସଙ୍କଟ । ସାରାଦେଶ ଲକଡାଉନ। ଏହା ମଧ୍ୟରେ ଦେଶର ଅର୍ଥନୀତିକୁ ମନରେ ଉଙ୍କି ମାରୁଛି ଅନେକ ଆଶଙ୍କା । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଶୁକ୍ରବାର ଦିନ କରିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦେଶର…

ଆମେରିକାରେ ମୃତ୍ୟୁର ତାଣ୍ଡବ: ୩୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । କରୋନା ପ୍ରଭାବ ସର୍ବାଧିକ ଆମେରିକାରେ ହିଁ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦେଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଆମେରିକାରେ ଏପର୍ଯ୍ୟନ୍ତ ୬୭୮,୨୧୦…

ରାସ୍ତାରେ ଛେପ ପକାଇଲେ ଏସବୁ ଜିଲ୍ଲାରେ ଦେବାକୁ ପଡ଼ିବ ଫାଇନ

ଭଦ୍ରକ: ଗଞ୍ଜାମ ପରେ ଭଦ୍ରକ୍ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ବାରଣ କରାଯାଇଛି। ଏପରିକି ନିୟମ ନମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ କହିଛନ୍ତି ଯେ ଜିଲ୍ଲାରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା…

ସୋପିଆନରେ ସେନା ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ସୋପିଆନ୍ ଜିଲ୍ଲାରେ ଶୁକ୍ରବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ସୋପିଆନ୍ ଜିଲ୍ଲାର ଦାଇରୋ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା । ପରବର୍ତ୍ତୀ ସମୟରେ…

ବାଲୁକାକଳାରେ ‘ପ୍ରବାଦ ପୁରୁଷ ବିଜୁବାବୁ’ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ସୁଦର୍ଶନ

ଭୁବନେଶ୍ୱର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ହେଉଛି ୨୩ ତମ ଶ୍ରାଦ୍ଧ ବାର୍ଷିକୀ । https://twitter.com/sudarsansand/status/1250976052815343616?s=08 ଏହି ଅବସରରେ ପଦ୍ମଶ୍ରୀ ବିଜେତା ତଥା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ…

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି କଥା…

ଭୁବନେଶ୍ୱର: ଓଡ଼ିଶା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଆଜି ହେଉଛି ଶ୍ରାଦ୍ଧ ବାର୍ଷିକ । ଏହି ଅବସରରେ ଆସନ୍ତୁ ଜାଣିବା ଏହି ମହାନ ଜନନାୟକଙ୍କ ସମ୍ପର୍କରେ କିଛି କଥା... ରାଜ୍ୟ ତଥା ଦେଶରେ ବିଜୁ ପଟ୍ଟନାୟକଙ୍କ ନାମରେ ପରିଚିତ ଥିବା ବିଜୁ…

ଉତ୍ତର ଭୁବନେଶ୍ୱରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର: ଉତ୍ତର ଭୁବନେଶ୍ୱର ଅନ୍ତର୍ଗତ ସିଙ୍ଗଡ଼ା ଠାରେ ଗୁରୁବାର ଦିନ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏଥିସହିତ କରୋନା ମୁକାବିଲା ପାଇଁ ଲକଡାଉନ ଜାରି ରହିଥିବା ବେଳେ ସରକାର ଙ୍କର ସାମାଜିକ ଦୂରତ୍ୱ ନିର୍ଦେଶକୁ ମାନି ସମସ୍ତ ରକ୍ତଦାତା ମାନେ ଜଣେ ପରେ ଜଣେ ଆସି…

କରୋନା କବଳରେ ବିଶ୍ବ: ଦେଢ଼ ଲକ୍ଷ ପାଖାପାଖି ପହଞ୍ଚିଲା ମୃତ୍ୟୁ ସଂଖ୍ୟା  

ନୂଆଦିଲ୍ଲୀ: କରୋନା ପ୍ରଭାବରେ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୨୧ ଲକ୍ଷ ୫୭ ହଜାର ୧୦୮ ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ…