Latest Odisha News

BREAKING NEWS

ବାଲିଯାତ୍ରାରେ ସୋନାଙ୍କ ଜଲଓ୍ବା, ରଙ୍ଗବତୀରେ ଝୁମିଲେ ଦର୍ଶକ

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବର ରବିବାର ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିଥିଲେ କଣ୍ଠଶିଳ୍ପୀ ସୋନା ମହାପାତ୍ର । ବଲିଉଡ ଷ୍ଟାର ମ୍ୟୁଜିକ ନାଇଟରେ ପରିବେସିତ ଗୀତ ଶୀତୁଆ ରାତିକୁ ପୂରା ଗରମାଗରମ ମାହୋଲରେ ପରିଣତ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୧୮-୧୧-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ମାସ ତା ୧୮ ରିଖ ସୋମବାର ବିଛା ୨ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ଷଷ୍ଠୀ ତିଥି ପୂଷ୍ଯା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-…

ସୋମବାରଠୁଁ ପାର୍ଲାମେଣ୍ଟ ଶୀତକାଳୀନ ଅଧିବେଶନ: ୧୦ଟି ମୁଖ୍ୟ ଦାବି ଉପସ୍ଥାପନ କରିବାକୁ ବିଜେଡ଼ି ପ୍ରସ୍ତୁତ

ଭୁବନେଶ୍ୱର: ସୋମବାରଠୁଁ ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି । ବାଲିଯାତ୍ରାକୁ ଜାତୀୟ ଐତିହ୍ୟ ମାନ୍ୟତା ତଥା ଭୁବନେଶ୍ୱର ଓ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବା ସମ୍ପର୍କୀତ ଦାବି ସମେତ ୧୦ ଦାବି ସଂସଦରେ ଉପସ୍ଥାପନ କରିବାକୁ ବିଜୁ ଜନତା ଦଳ ପ୍ରସ୍ତୁତ ହେଉଛି ।…

‘ନ୍ୟାସନାଲ ମୋବିଲିଟି ମିଟ୍’ରେ ‘ମୋ ବସ’କୁ ମିଳିଛି ଉଚ୍ଚ ପ୍ରଶଂସା

ଭୁବନେଶ୍ୱର: କ୍ୟାପିଟାଲ ରିଜିଅନ ଉର୍ବାନ ଟ୍ରାନ୍ସପୋର୍ଟ(ସିଆରୟୁଟି) ଦ୍ୱାରା ପରିଚାଳିତ 'ମୋ ବସ୍‌' ସେବାକୁ ରବିବାର ଦିନ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌଠାରେ ଉଚ୍ଚ ପ୍ରଶଂସାରେ ପ୍ରଶଂସିତ କରାଯାଇଛି । ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ତରଫରୁ ଆୟୋଜିତ ୧୨ତମ ଅର୍ବାନ ମୋବିଲିଟି ଇଣ୍ଡିଆ…

ବାଲେଶ୍ୱରରୁ ମିଳିଲା ବିରଳ ପ୍ରଜାତି ମାଛ

ଭୋଗରାଇ: ବାଲେଶ୍ୱର ଜିଲ୍ଲା କୁସୁଟି ଗ୍ରାମ ନିକଟ ଏକ ଧାନ କ୍ଷେତରୁ ରବିବାର ଦିନ ଏକ ବିରଳ ପ୍ରଜାତିର ମାଛକୁ ଉଦ୍ଧାର କରାଯାଇଛି । ଏହି ମାଛଟିର ଦାମ୍ ପ୍ରାୟ ୨ ଲକ୍ଷ ଟଙ୍କା ହେବାନେଇ ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ଚିତ୍ତରଞ୍ଜନ ଭଞ୍ଜ ନାମକ ଜଣେ ବ୍ୟକ୍ତି ଏହି ଦୁର୍ଲଭ ପ୍ରଜାତି…

ଟ୍ରେନରୁ ଖସିପଡି ଓଡ଼ିଆ ଟେଲି ଅଭିନେତା ପ୍ରେମାନନ୍ଦଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡିଆ ଟେଲି ଜଗତର ଜଣାଶୁଣା ଅଭିନେତା ତଥା ଭେଟେରାନ୍ ଆକ୍ଟର ପ୍ରେମାନନ୍ଦ ବାରିକଙ୍କ ଶନିବାର ଦିନ ଦେହାନ୍ତ ଘଟିଛି । ସେ ଟ୍ରେନ୍ ଚଢୁଥିବା ବେଳେ ଦୁର୍ଭାଗ୍ୟବଶତଃ ଖସି ପଡିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ପ୍ରାପ୍ତ ସୂଚନାନୁଯାୟୀ ଶ୍ରୀ ବାରିକ…

ଓଡ଼ିଆ ସଂସ୍କୃତିରେ ଗୁଆ…

ଭୁବନେଶ୍ୱର: ଗୁଆ ବା ସୁପାରୀ ବିନା ପାନର କୌଣସି ମଜା ନାହିଁ । ଏହା ଦକ୍ଷିଣ-ପୂର୍ବ ଏସିଆରୁ ଓଡ଼ିଶାକୁ ଆମଦାନୀ ହୋଇଥାଏ। ସେସବୁ ଦେଶରେ ଗୁଆର ଅନେକ ଲୋକପ୍ରିୟତା ରହିଛି । ଦକ୍ଷିଣ-ପୂର୍ବର ଗ୍ରାମୀଣ ଅଞ୍ଚଳରେ ଲୋକେ ପାନ ଓ ଗୁଆର ବ୍ୟବହାରରେ ଅଭ୍ୟସ୍ଥ ହୋଇ ଗଲେଣି। ଓଡ଼ିଶାରେ କୌଣସି…

ଜିନ୍ଦଲ ଅଧିକାରୀ ସଞ୍ଜୟ କୁମାରଙ୍କୁ ମିଳିଲା ଶ୍ରେଷ୍ଠ ଲୋକସମ୍ପର୍କ ଅଧିକାରୀ ସମ୍ମାନ

ଭୁବନେଶ୍ବର: 'ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ' ସଞ୍ଜୟ କୁମାର ସାହୁଙ୍କୁ କର୍ପୋରେଟ ଯୋଗାଯୋଗ ଓ ଗଣମାଧ୍ୟମ ସମ୍ପର୍କ କ୍ଷେତ୍ରରେ ତାଙ୍କ ଯୋଗଦାନ ପାଇଁ ୨୦୧୯ ବର୍ଷର ଶ୍ରେଷ୍ଠ ଲୋକସମ୍ପର୍କ ଅଧିକାରୀ ଭାବେ ସମ୍ମାନିତ କରିଛି । ଜାତୀୟ ପ୍ରେସ ଦିବସ ଅବସରରେ ଭୁବନେଶ୍ୱର ବୋର୍ଡ ଦ୍ଵାରା…

ପାଲା ଗାୟନର ପ୍ରଚଣ୍ଡ ପ୍ରତିଭାଧର ସୁଦର୍ଶନ ମହାପାତ୍ର…

ଭୁବନେଶ୍ୱର: ପାଲାର ମୌଳିକତା ରକ୍ଷା କରିବା ସହ ସଂସ୍କୃତ ଏବଂ ଓଡିଆ ସାହିତ୍ୟକୁ ଲୋକଙ୍କ ନିକଟରେ ପରିବେଷଣ କରିବାରେ ଜଣେ ଧୁରୀଣ ଗାୟକ ସୁଦର୍ଶନ ମହାପାତ୍ର । ପାଲାରେ ଶ୍ରୀ ଜୟଦେବଙ୍କ ଗୀତ ଗୋବିନ୍ଦ ପରିବେଷଣ କରିବାରେ ସେ ସ୍ୱତନ୍ତ୍ର ପ୍ରତିଭାର ଅଧିକାରୀ । ୧୯୪୪ ମସିହା ନଭେମ୍ବର ୧୭…

କଟକରେ ଖୋଲିଲା ‘ବାର୍ବିକ୍ୟୁ ନେଶନ’ର ପ୍ରଥମ ଆଉଟଲେଟ୍

କଟକ: ଭାରତର ଅଗ୍ରଣୀ ରେସ୍ତୋରାଁ ଚେନ୍ ବାର୍ବିକ୍ୟୁ ନେଶନ ଓଡ଼ିଶାର କଟକରେ ନିଜର ପ୍ରଥମ ଆଉଟଲେଟ୍ ଖୋଲାଯାଇଥିବା ଘୋଷଣା କରିଛି । ଦରଘାବଜାରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମାର୍ଗ ପରିସରରେ ୪,୨୫୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଏହି ନୂତନ ଗ୍ରାଣ୍ଡ ଆଉଟ୍ଲେଟ୍ ରହିଛି । ଏହି ନୂଆ ଆଉଟ୍ଲେଟ୍…