Latest Odisha News

BREAKING NEWS

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓ ଗିରଫ

ଭୁବନେଶ୍ୱର: ଚାକିରୀ ଦେବା ନାଁ ରେ ଠକେଇ ଅଭିଯୋଗରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓଙ୍କୁ ଆଜି ଗିରଫ କରିଛି କ୍ରାଇମ୍ଇବ୍ରାଞ୍ଚ ଏସ୍ଆଇଟି । ଗତକାଲି ତାଙ୍କୁ ହେପାଜତକୁ ନେଇ ଜେରା ପରେ ଆଜି ଗିରଫ କରଯାଇଛି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ…

୨୮ ବର୍ଷ ବୟସରେ କ୍ରିକେଟକୁ ଅଲବିଦା କହିଲେ ପାକିସ୍ତାନ ପେସର ଅମୀର

ଲାହୋର: ପାକିସ୍ତାନ କ୍ରିକେଟ ବୋର୍ଡ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ କରି ଗୁରୁବାର ଯୁବ ପେସ ବୋଲର ମହମ୍ମଦ ଅମୀର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୮ ବର୍ଷୀୟ ଅମୀର ପାକିସ୍ତାନକୁ ୨୦୧୭ ଚାମ୍ପିୟନ୍ସ ଟ୍ରଫି ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।…

ଆଇଏଫ୍ଏସ୍ ଅଫିସର ଅଭୟ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ

ଭୁବନେଶ୍ୱର: ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ । ଏଥି ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଭୟକାନ୍ତ ଦୁର୍ନୀତିଗ୍ରସ୍ତ ଅଫିସର ଥିଲେ…

କବିତା: ଗୋଧୂଳି ଲଗନେ

ରାଧାମୋହନ ପାଣିଗ୍ରାହୀ ଗୋଧୂଳି ଲଗନେ ମନ ଉପବନେ ତୁମରି ଭାବନା ଯେବେ ଆସେ ଉଲ୍ଲସିତ ହୃଦ କଳା ମେଘ ସମ ପ୍ରେମେ ପୁଲକିତ ହୋଇ ଭାଷେ। ତୁମେ ସଖି ଯେବେ ବେଶି ମନେ ପଡ ହଜିଯାଏ ଚକ୍ଷୁ ସବୁ ସ୍ବପ୍ନ ହୃଦୟ ଝରକା ଖୋଲେ ନିରନ୍ତର ତୁମ କଥା ଭାବି ହୋଇ ମଗ୍ନ। ତୁମ ଭାବନାରେ…

ଅଜୟଙ୍କ ଫିଲ୍ମରେ ଅଭିନୟ କରିବେ ଦୁଇ ଷ୍ଟାରକିଡ୍

ମୁମ୍ବାଇ: କିଛି ଅଲଗା କରିବାର ଝୁଙ୍କ ସବୁବେଳେ ଅଜୟ ଦେବଗନଙ୍କ ନିକଟରେ ଦେଖିବାକୁ ମିଳେ । ବୋଧ ହୁଏ ଏଥିପାଇଁ ସେ ଏକ ତେଲୁଗୁ ଫିଲ୍ମର କପି ରାଇଟ୍ସ ହାତେଇଛନ୍ତି । ଖାସ ହିନ୍ଦୀ ଭର୍ସନରେ ସେହି ତେଲୁଗୁ ଫିଲ୍ମଟିକୁ ନିର୍ମାଣ କରିବା ପାଇଁ । ତେବେ ଏହି ଫିଲ୍ମରେ ଅଜୟ ଅଭିନେତା ନୁହେଁ ବରଂ…

ଗୋରଖପୁର କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ାଯାଉଛି, ଜରାସନ୍ଧ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କୁ ହରାଇଥିଲେ

ଗୋରଖପୁର:ଉତରପ୍ରଦେଶ ଗୋରଖପୁର କେନ୍ଦ୍ରୀୟ ବିଦ୍ୟାଳୟରେ ୭ମ ଶ୍ରେଣୀରେ ମହାଭାରତରେ ଭୁଲ ତଥ୍ୟ ପଢ଼ାଯାଉଥିବା ଅଭିଯୋଗ ହେଉଛି । ରାଷ୍ଟ୍ରୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ଦ୍ୱାରା ପ୍ରକାଶିତ ଏହି ହିନ୍ଦୀ ପୁସ୍ତକରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଜରାସନ୍ଧ ଯୁଦ୍ଧରେ ହରାଇ…

ଗଧ ମଳରେ ପ୍ରସ୍ତୁତ ହେଉଥିଲା ମସଲା

ଆଗ୍ରା(ଉ.ପ୍ର): ଘରେଘରେ ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବହାର ହୁଏ ବିଭିନ୍ନ ମସଲା । ଏହି ସମସ୍ତ ମସଲାରୁ ବ୍ୟଂଜନକୁ ମିଳେ ଭିନ୍ନ ପରିଚୟ । ଏଥିପାଇଁ ଅନେକ ଲୋକ ବଜାରରୁ ରେଡି ମେଡ୍ ମସଲା କିମ୍ବା ଗୋଟା ମସଲା ଆଣି ଘରେ ପ୍ରସ୍ତୁତ କରିଥାନ୍ତି । ହେଲେ ରେଡି ମେଡ୍ ମସଲାର ଗୁଣବତ୍ତାକୁ ନେଇ ବେଶ…

ପରୀ ମୃତ୍ୟୁ ମାମଲାରେ ଚାଲିଛି ଡିଏନଏ ପରୀକ୍ଷା

ଭୁବନେଶ୍ୱର: ନୟାଗଡ ପରୀ ମୃତ୍ୟୁ ମାମଲାରେ ଆଜି ଡିଏନଏ ପରୀକ୍ଷା ପ୍ରକ୍ରିୟା ଜାରି ହୋଇଛି । ପରୀ ପିନ୍ଧିଥିବା ଡ୍ରେସରୁ ମିଳିଥିବା ସିମେନ ଓ ରକ୍ତନମୁନାର ହେଉଛି ଡିଏନଏ ପରୀକ୍ଷା କରାଯାଉଛି । ସେପଟେ ଚିହ୍ନଟ ଅଭିଯୁକ୍ତର ବି ପରୀକ୍ଷା କରାଯାଉଛି । ଦୁଇଟି ଯାକର ରିପୋର୍ଟ ଆସିଲେ ମ୍ୟାଚ…

ଚୌଦ୍ୱାର ଅଞ୍ଚଳରେ ହାତୀ ପଲ, ଚିନ୍ତାରେ ଲୋକେ

କଟକ : ଚୌଦ୍ୱାର ଅଞ୍ଚଳରେ ବୁଲୁଛନ୍ତି ହାତୀ ପଲ। ପଲରେ ଥିବା ପ୍ରାୟ  ୩୦ଟି ଶାଳଙ୍ଗା ପଞ୍ଚାୟତରେ ବୁଲୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।  ଆଗ୍ରହାଟ, ନଖରା ଗାଁର ଚାଷଜମି ଓ ଜନବସତି ଅଂଚଳରେ ହାତୀ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି । ଫସଲ ଅମଳର ସମୟ ହୋଇଥିବାରୁ ହାତୀପଲ ଫସଲ ନଷ୍ଟ କରୁଥିବାରୁ…

ହାତ ଗୋଡ ବାନ୍ଧି ଗାଡି ଚଢାଇ ହତ୍ୟା !

ଝାରସୁଗୁଡା : ଲଖନପୁର ଥାନା ଅନ୍ତର୍ଗତ ବେଲପାହାଡ଼ରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । କିନ୍ତୁ ତାଙ୍କ ହାତ ଗୋଡ ବନ୍ଧା ହୋଇଛି । ଏଥି ସହ ତାଙ୍କ ମୁଣ୍ଡରେ କୌଣସି ଭାରୀଯାନ ଚଢାଇ ଦିଆଯାଇଥିବା ଅନୁମାନ କରାଯାଉଛି । ତେଣୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ…