ଟ୍ରଲରକୁ ଧକ୍କା ଦେଲା ଟ୍ରକ; ଜଣେ ମୃତ
ଭୁବନେଶ୍ୱର: ଭୁବନେଶ୍ୱରର ଫାୟାର ଷ୍ଟେସନ ଛକ ନିକଟସ୍ଥ ଫ୍ଲାଏ ଓଭରରେ ଏକ ଲୁହା ବିମ୍ ବୋଝେଇ ଟ୍ରଲରକୁ ଏକ ଟ୍ରକ ପଛ ପଟୁ ଧକ୍କା ଦେଇଛି। ଫଳରେ ଜଣଙ୍କର ମୃତ୍ୟୁ ଘଟିଛି।
ସୂଚନାନୁସାରେ, କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରଲରଟି ଜାତୀୟ ରାଜପଥରେ ଅଟକି ରହିଥିଲା। ଦ୍ରୁତ ଗତିରେ ଆସୁଥିବା…