ପେଟ୍ରୋଲ ପମ୍ପରେ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ ନେବାକୁ କାହିଁକି ମନା କରୁଛନ୍ତି ମାଲିକ? ଜାଣନ୍ତୁ ଏହା ପଛର ଗଣିତ
ନୂଆଦିଲ୍ଲୀ : ଦେଶରେ ଡିଜିଟାଲ୍ ପେମେଣ୍ଟ ବା ୟୁପିଆଇ ନେଣଦେଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏବେ ପେଟ୍ରୋଲ୍ ପମ୍ପ ଗ୍ରାହକ ଏବଂ ମାଲିକଙ୍କ ପାଇଁ ଏକ ନୂଆ ସମସ୍ୟା ଉପୁଜିଛି । ଏନ୍ପିସିଆଇ ପକ୍ଷରୁ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ୫ ଟଙ୍କାର ଏକ ଫିକ୍ସଡ୍ ଚାର୍ଜ ଲାଗୁ…