Latest Odisha News

BREAKING NEWS

୧୬ ନୂଆ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୯କୁ ବୃଦ୍ଧି

ଭୁବନେଶ୍ୱର: ଓଡ଼ିଶାରେ ଆଉ ୧୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛି । ଏହି ୧୬ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ହୋଇଛି । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । ଏହି ୧୬ ଜଣ ଆକ୍ରାନ୍ତ ଭୁବନେଶ୍ୱର ବୋଲି…

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ହେଲା ସଫଳ, ଦେଶବାସୀ ଜାଳିଲେ ଦୀପ

ଭୁବନେଶ୍ୱର: ମହାମାରୀ କରୋନା ବିରୋଧରେ ଲଢେ଼ଇ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଜି ପୂରା ଦେଶବାସୀ ଏକ ହୋଇଛନ୍ତି । ଏକାଠି ହୋଇ ସମସ୍ତେ ଏକତାର ଦୀପ ଜାଳିଛନ୍ତି । ଘରର ବତୀ ଲିଭାଇ କିଏ ମହମ ବତୀ ଜାଳିଛ ତ ଆଉ କିଏ ଦୀପ । ସେହିପରି ଆଉ କିଏ ଦେଖାଇଛନ୍ତି ଟର୍ଚ୍ଚ ଲାଇଟ । କରୋନା…

ମହଙ୍ଗା ପଡିଲା କରୋନାକୁ ନେଇ ମିଥ୍ୟା ଗୁଜବ !

ଅନୁଗୋଳ: କରୋନାଭାଇରସ୍‌କୁ ନେଇ ପୁଣି ସୋସିଆଲ୍ ମିଡିଆରେ ଗୁଜବ । ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଅନୁଗୋଳରୁ ଜଣେ ଯୁବକକୁ ପୋଲିସ ଗିରଫ କରିଛି । ସ୍ୱାସ୍ଥ୍ୟକର୍ମୀ ଲାଗିପଡିଛନ୍ତି କରୋନାକୁ ମୂଳପୋଛ କରିବା ପାଇଁ । ପୋଲିସ ପ୍ରଶାସନ ଲାଗିପଡିଛି ସାମାଜିକ ଦୂରତ୍ୱକୁ ବଜାୟ ରଖିବା…

ପାକିସ୍ତାନ ମୁହଁରେ ଚୂନ ଲଗାଇଲା ଚୀନ; ଭାଇରାଲ୍ ହେଉଛି ଭିଡ଼ିଓ !

ଇସଲାମାବାଦ: ଚୀନ ଓ ପାକିସ୍ତାନର କ୍ଷୀର ନୀର ସମ୍ପର୍କ କଥା କାହାକୁ ଅଛପା ନୁହେଁ । ଚୀନରେ ଉତ୍ପତ୍ତି ହୋଇଥିବା ଘାତକ କରୋନା ଭୂତାଣୁର ସଂକ୍ରମଣ ଏବେ ଚୀନରେ ହ୍ରାସ ପାଇଥିବା ବେଳେ ପାକିସ୍ତାନ ସମେତ ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଚୀନ ସବୁବେଳେ ତାହାର…

ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ, ୨୩ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ। ରାଜ୍ୟରେ କରୋନା ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୨୩ରେ ପହଞ୍ଚିଲା। ଭୁବନେଶ୍ବର କପିଳ ପ୍ରସାଦ ହାଉସିଂବୋର୍ଡର ଫେଜ୍‌-୨ରେ ରହୁଥିବା ଜଣେ ୭୦ ବୟସ୍କ ବ୍ୟକ୍ତି ଏବଂ ଅନ୍ୟଜଣେ ୨୯ ବର୍ଷୀୟ ବମିଖାଲର ଯୁବକ। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

କରୋନା ଅପଡ଼େଟ୍‌: ଭାରତରେ ୫୦୫ ନୂଆ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ୮୩ କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୦୦ ଟପିଯିବା ପରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୭୭ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୫୦୫ଟି ନୂଆ କେସ୍ ଆସିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି ପାଇଥିବାର ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ତବଲିଗ୍ ଜମାତ ମୁଖ୍ୟ ପାଇଁ ବେକ କାଟିବାକୁ ପ୍ରସ୍ତୁତ ଯୁବକ ନାମରେ ଏଫଆଇଆର

ନୂଆଦିଲ୍ଲୀ: ନିଜାମୁଦ୍ଦିନ ମର୍କଜର ମୌଲାନା ମହମ୍ମଦ ସାଦ୍ ପାଇଁ ମୁଁ ନିଜ ବେକ କାଟିବାକୁ ପ୍ରସ୍ତୁତ ଅଛି ବୋଲି ମୋହକମ ପହଲିୱାନ କହିଥିଲେ । ଗତିଶୀଳ ସମାଜବାଦୀ ପାର୍ଟିର ଏହି ନେତାଙ୍କ ବିରୋଧରେ ସ୍ଥାନୀୟ ପୋଲିସ ସଙ୍ଗେ ସଙ୍ଗେ ଏଫଆଇଆର ରୁଜୁ କରିଥିଲା । ଏଫଆଇଆର ରୁଜୁ ହେବା ପରେ ମୋହକମ ଭୟରେ…

୮୯ ବର୍ଷ ବୟସରେ ବାପା ହେବେ ଫର୍ମୁଲା ୱାନର ପୂର୍ବତନ ବସ୍‌

ଲସ ଆଞ୍ଜେଲ୍ସ: ଫର୍ମୁଲା ୱାନର ପୂର୍ବତନ ବସ୍ ବର୍ଣ୍ଣି ଇକେଲଷ୍ଟୋନ୍ ୮୯ ବର୍ଷ ବୟସରେ ବାପା ହେବାକୁ ଯାଉଛନ୍ତି । ବିଶ୍ୱାସ ନ ହେଉ ଥିଲେ ମଧ୍ୟ ଏହା ସତ୍ୟ । ଇକେଲଷ୍ଟୋନ୍ ଏବଂ ତାଙ୍କ ୪୪ ବର୍ଷୀୟ ପତ୍ନୀ ଫାବିୟାନା ଫ୍ଲୋସି ଏହି ଘୋଷଣା କରିଛନ୍ତି । ଜୁଲାଇରେ ତାଙ୍କ ଆଶା ଓ ସ୍ୱପ୍ନ ସାକାର ହେବ…

ଭାରତ,ପାକିସ୍ତାନ ଓ ଇଣ୍ଡୋନେସିଆରେ ପର୍ଯ୍ୟାପ୍ତ ପରିମାଣର କୋଭିଡ-୧୯ ଟେଷ୍ଟ କରାଯାଉ ନାହିଁ : ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ: ଏସୀୟ ଦେଶମାନଙ୍କ ମଧ୍ୟରେ ବିଶେଷ କରି ଭାରତ, ପାକିସ୍ତାନ ଓ ଇଣ୍ଡୋନେସିଆରେ ପର୍ଯ୍ୟାପ୍ତ ପରିମାଣର କୋଭିଡ-୧୯ ଟେଷ୍ଟ କରାଯାଉ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) କହିଛି । ବିଶ୍ୱର ସମୁଦାୟ ଜନ ସଂଖ୍ୟାର ୨୫ ପ୍ରତିଶିତ ଲୋକ ଏହି ଦେଶଗୁଡିକରେ ରହୁଛନ୍ତି । ୧୦…

ବାହାରେ ଗୁଟଖା, ପାନଛେପ ପକାନ୍ତୁ ନାହିଁ; ଜନସାଧାରଣଙ୍କୁ ‘ଆଇସିଏମଆର’ର ନିବେଦନ

ନୂଆଦିଲ୍ଲୀ: ବାହାରେ ପାନ କିମ୍ବା ଗୁଟଖା ଛେପ ନପକାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛି ଇଣ୍ଡିଆନ କାଉନସିଲ୍ ଅଫ ମେଡ଼ିକାଲ୍ ରିସର୍ଚ୍ଚ (ଆଇସିଏମଆର) । ଦେଶର ଏହି ଅଗ୍ରଣୀ ସ୍ୱାସ୍ଥ୍ୟ ଗବେଷଣା ସଂସ୍ଥା ସୂଚନା ଦେଇ କହିଛି ଯେ, ପାନ, ଗୁଟକା ପରି ତମ୍ବାଖୁ ଦ୍ରବ୍ୟ ତଥା ଗୁଆ ଖାଇବା ଦ୍ୱାରା…