Latest Odisha News

BREAKING NEWS

ନକଲି ଜର୍ଦ୍ଦା କାରଖାନା ଠାବ, ଜଣେ ଅଟକ

ଭଦ୍ରକ: ପୁଣି ଅସଲି ଖୋଲ ଭିତରେ ନକଲି ମାଲ । ଠାବ ହେଲା ନକଲି ଜର୍ଦ୍ଦା କାରଖାନା । ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଧିକସ୍ଥ ପଠାମହାଲା ଠାରେ ଥିବା ନକଲି ଜର୍ଦ୍ଦା କାରଖାନାରେ ପୋଲିସ ଚଢାଉ କରିଛି । ଚଢାଉରେ ବିପୁଳ ପରିମାଣର ନକଲି ଜର୍ଦ୍ଦା ଠାବ ହେବା ସହ ଜଣଙ୍କୁ ଅଟକ ରଖିଛି ପୋଲିସ ।…

ମାସେ ପରେ ୭୦ ହଜାର ତଳକୁ ଖସିଲା ଦୈନିକ କରୋନା କେସ, ଜାଣନ୍ତୁ ଆଜିର ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଟ୍ରେଣ୍ଡ କମୁଛି । କମୁଛି ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା । ମାସେ ପରେ ଗୋଟିଏ ଦିନରେ ୭୦ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ବାହାରିଛନ୍ତି ୬୧ ହଜାର ୨୬୭ ନୂଆ ଆକ୍ରାନ୍ତ । ସେପ୍ଟେମ୍ବର ୧ ତାରିଖରେ ଶେଷ ଥର ଦିନକରେ ୭୦…

ଆଜି ୱାର୍ଲଡ ସେରିବ୍ରାଲ୍‌ ପାଲ୍‌ସି ଡେ

୨୦୧୨ରେ ଅଷ୍ଟ୍ରେଲିଆର ‘ସେରିବ୍ରାଲ୍‌ ପାଲ୍‌ସି ଆଲିଆନ୍‌ସ’ ଓ ଆମେରିକାର ‘ୟୁନାଇଟେଡ୍‌ ସେରିବ୍ରାଲ୍‌’ ପାଲ୍‌ସି ଅନୁଷ୍ଠାନ ପକ୍ଷରୁ ପ୍ରଥମେ ଏହା ପାଳିତ ହୋଇଥିଲା। ସଂପ୍ରତି ଭାରତ ସମେତ ବିଶ୍ବର ୬୨ଟି ଦେଶରେ ଏହା ପାଳନ କରାଯାଉଛି। ସାରା ବିଶ୍ବରେ ଏହି ବ୍ୟାଧି ପୀଡ଼ିତଙ୍କ ସଂଖ୍ୟା ୧.୭…

ସୁପ୍ରିମକୋର୍ଟରେ ଆଜି ହାଥରସ ଗଣଦୁଷ୍କର୍ମ ପିଟିସନ ଉପରେ ଶୁଣାଣି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାରେ ଦାୟର ପିଟିସନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ମାମଲର ତଦନ୍ତକୁ ନେଇ ଦାୟର ହୋଇଥିଲା ପିଟିସନ୍ । ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟରେ କାର୍ୟ୍ୟରତ କିମ୍ୱା ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ସିବିଆଇ କିମ୍ବା ଏସଆଇଟି…

ଆଜି ବିଶ୍ୱ ନୁଡଲ୍‌ସ ଦିବସ

ନୁଡଲ୍‌ସ ବିଶ୍ୱର ଏକ ଲୋକପ୍ରିୟ ଖାଦ୍ୟ ହୋଇଥିବା ବେଳେ ପ୍ରକୃତରେ ଏହାର ଉତ୍ପତ୍ତି କେଉଁଠାରୁ ତାହା ଏଯାଏ ସ୍ପଷ୍ଟ ହୋଇପାରି ନାହିଁ। ଚାରି ହଜାର ବର୍ଷ ତଳେ ଚାଇନିଜ୍‌ମାନେ ନୁଡଲସ୍‌ ଖାଉଥିବା ପ୍ରମାଣ ମିଳେ। ସେମାନେ ବାଜରାରୁ ଏହାକୁ ପ୍ରସ୍ତୁତ କରୁଥିଲେ। ପରେ ଗହମ ଓ ଚାଉଳ ନୁଡଲ୍‌ସ…

କୋଷ୍ଟଗାର୍ଡ ଜାହାଜରେ ରଶି ଲଗାଇ ଝୁଲିପଡିଲେ ନାବିକ

ପାରାଦୀପ: ଏକ କୋଷ୍ଟଗାର୍ଡ ଜାହାଜ ଭିତରେ ଜଣେ ନାବିକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ରେଜିୟା ସୁଲତାନା ନାମକ ଜାହାଜ ଭିତରେ ରଶି ଲଗାଇ ନାବକ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ନାବିକ ଜଣକ ହେଲେ ଗୌତମନ୍ ଏ. କେ । କୋଷ୍ଟଗାର୍ଡ ଅଧିକାରୀ ଏନେଇ ଏତଲା ଦେବା ପରେ ମେରାଇନ୍ ଥାନା…

ନାଲିବତି ଗାଡିରେ ଧରାପଡିଲେ ୨ ନକଲି ପୋଲିସ

ବାଲେଶ୍ୱର: ପୋଲିସ ଆଖିରେ ଧୁଳି । ନକଲି ନାଲିବତୀ ଗାଡିରେ ଧରାପଡିଲେ ୨ ନକଲି ପୋଲିସ । ବାଲେଶ୍ୱର ଜିଲ୍ଲା ଖନ୍ତପଡା ଥାନା ଅଂଚଳରୁ ପୋଲିସ ଡ୍ରେସରେ ଆସୁଥିବାବେଳେ ଚେକିଂ ବେଳେ ଧରାପଡିଲେ । ଚେକିଂ ବେଳେ ପୋଲିସକୁ ଦେଖି ଖସି ପଳାଉଥିବାବେଳେ  ପୋଲିସ ଗିରଫ କରିଛି । ୨ଦୁର୍ଦ୍ଦାନ୍ତ ଅପରାଧୀଙ୍କ…

୨୦୨୧ ମାର୍ଚ୍ଚ ସୁଦ୍ଧା ଭାରତରେ କରୋନା ଟିକା ? ପ୍ରସ୍ତୁତି ଆରମ୍ଭ କଲେଣି ସରକାର

ନୂଆଦିଲ୍ଲୀ: କରୋନା ମାହମାରୀକୁ ମାତ ଦେବା ପାଇଁ ସାରା ବିଶ୍ୱ ସଂଗ୍ରାମ ଜାରି ରଖିଛି । ଟିକା ବିକଶିତ ଦିଗରେ ବୈଜ୍ଞାନିକମାନେ ଯୁଦ୍ଧକାଳୀନ ଭିତ୍ତିରେ ଗବେଷଣା ଚଳାଇଛନ୍ତି । କିଛି ଟିକାର ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି । ଭାରତରେ ୩ଟି ଭିତରୁ ଆସନ୍ତାବର୍ଷ ମାର୍ଚ୍ଚରେ ଅତି କମରେ…

ଓଡ଼ିଶାର ଲୋକ ନୃତ୍ୟ ‘ଛଉ ନାଚ’ ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା…

ଭୁବନେଶ୍ୱର: ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର,…

ମନ୍ଦିର ଖୋଲିବା ଦାବିରେ ଶ୍ରୀମନ୍ଦିର ସାମ୍ନାରେ ଧାରଣା, ଆସନ୍ତାକାଲି ଘଣ୍ଟ ବାଡେଇ ପ୍ରତିବାଦ

ପୁରୀ: ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ଦାବିରେ ପୁଣି ଉଠିଲା ସ୍ୱର । ପୁରୀ ଶ୍ରୀମନ୍ଦିର ସାମ୍ନାରେ ଧାରଣାରେ ବସିଲେ ସେବାୟ । ଖୁବ୍‌ଶିଘ୍ର ଶ୍ରୀମନ୍ଦିର ଖୋଲାଯାଉ ବୋଲି ଦାବି କରି ଦାମୋଦର ମହାସୁଆର ସହଯୋଗୀଙ୍କ ସହ ମିଶି ମନ୍ଦିର ସାମ୍ନାରେ ଧାରଣାରେ ବସିଛନ୍ତି । ସେପଟେ କାଲିଠୁ ମନ୍ଦିର…