Latest Odisha News

BREAKING NEWS

ତାଳଚେର; ରୋଗୀର ମୃତ୍ୟୁ ପରେ ସରକାରୀ ଡାକ୍ତରଙ୍କୁ ନିସ୍ତୁକ ମାଡ !

ଅନୁଗୋଳ: ରୋଗୀର ମୃତ୍ୟୁ ପରେ ଉତକ୍ଷୀପ୍ତ ହୋଇ ବରିଷ୍ଠ ଡାକ୍ତରଙ୍କୁ ହସ୍ପିଟାଲ ପରିସରରେ ନିସ୍ତୁକ ମାଡ ମାରିଲେ ସଂପର୍କୀୟ । ତାଳଚେର ମଣ୍ଡାପାଳ ସରକାରୀ ହସ୍ପିଟାଲରେ ଡାକ୍ତର ଏଲ.ଏନ୍ ପ୍ରସାଦଙ୍କୁୁ ମାଡ ହୋଇଥିବା ଅଭିଯୋଗ ହୋଇଛି । ଡାକ୍ତର ପ୍ରସାଦଙ୍କ ଅଭିଯୋଗ ଅନୁଯାୟୀ ଆଜି ଦିନ ପ୍ରାୟ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜ ପିଗି ବ୍ୟାଙ୍କ ଦାନକଲେ ପୁରୀର କୁନି ଛାତ୍ର ରୁଦ୍ରମାଧବ

ପୁରୀ: କରୋନା ମହାମାରୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବ୍ୟକ୍ତି, ସଂଗଠନ ତଥା କର୍ପୋରେଟ ସଂସ୍ଥାମାନେ ସହାୟତାର ହାତ ବଢାଇଛନ୍ତି । ଏହି କ୍ରମରେ ସାମିଲ ହୋଇଛନ୍ତି ପୁରୀର ଜଣେ ସାତ ବର୍ଷର ଛାତ୍ର କୁମାର ରୁଦ୍ରମାଧବ । ପୁରୀର ମାର୍କଣ୍ଡେଶ୍ୱର ସାହିର କୁମାର ରୁଦ୍ରମାଧବ…

ଲକ୍‌ଡାଉନ୍ ବେଳେ ଜୀବଜନ୍ତୁଙ୍କୁ ଖାଦ୍ୟ ପ୍ରଦାନ: ‘ପେଟା’ ପକ୍ଷରୁ ସମ୍ମାନିତ ହେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ଲାଗି ଚାଲିଥିବା ଲକ୍‌ଡାଉନ ସମୟରେ ପଶୁମାନଙ୍କୁ ଖାଦ୍ୟ ଯୋଗାଇଦେବା ଲାଗି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ନବୀନ ପଟ୍ଟନାୟକ ୫୪ ଲକ୍ଷ ଟଙ୍କା ଅନୁମୋଦନ କରିଥିଲେ । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଏହି ମହାନତା ଲାଗି ପିପୁଲ୍ ଫର ଦି ଏଥିକାଲ୍ ଟ୍ରିଟମେଣ୍ଟ୍ ଅଫ…

ଭୁବନେଶ୍ୱର ତଥା ଉପକଣ୍ଠ ୧୮ଟି ଗାଁରେ ବଳବତ୍ତର ରହିବ ସଟ୍ ଡାଉନ

ଭୁବନେଶ୍ୱର: ରାଜ୍ୟରେ ଛଅ ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ପରେ ତିନିଟି ସହରକୁ ୪୮ ଘଣ୍ଟା ତଥା ଦୁଇ ଦିନ ପାଇଁ ସଟ୍‌ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ସହରଗୁଡିକ ହେଲା ଭୁବନେଶ୍ୱର, କଟକ ଓ ଭଦ୍ରକ । ଏହି ତିନି ସହରରେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକଟି…

କୋଭିଡ-୧୯; ଭାରତର ଶ୍ରେଷ୍ଠ କ୍ରୀଡାବିତଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ !

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫେରେନ୍ସିଂ ଜରିଆରେ ଭାରତର ଶ୍ରେଷ୍ଠ କ୍ରୀଡାବିତଙ୍କ ସହ କରୋନା ମହାମାରୀ ବିପଦକୁ ନେଇ ଆଲୋଚନା କରିଛନ୍ତି । ଏହି ଆଲୋଚନା ଚକ୍ରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ କିରନ୍ ରିଜ୍ଜୁଙ୍କ ସମେତ ୪୦ରୁ ଅଧିକ କ୍ରୀଡାବିତ୍ ସାମିଲ…

ସାରା ରାଜ୍ୟରେ ବଢିଲା ତାପମାତ୍ରା; ୪୧.୧ ଡିଗ୍ରୀ ଛୁଇଁଲା ତାଳଚେର

ଭୁବନେଶ୍ୱର: ସମଗ୍ର ଓଡ଼ିଶାର ତାପମାତ୍ରା ଶୁକ୍ରବାର ଦିନ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଛି । ଆଜି ରାଜ୍ୟର ୫ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ଼ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ସୂଚନାନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ…

ଲକଡାଉନରେ ପୋଲିସର ବର୍ବରତା; ମାଡମାରି ୨ କନଷ୍ଟେବଳ ନିଲମ୍ବିତ

କେନ୍ଦୁଝର: କରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ସବୁଠି ଚାଲିଛି ଲକଡାଉନ । ଏପରିକି ଲକଡାଉନକୁ ସଫଳ କରିବା ଲାଗି ପୋଲିସ ପକ୍ଷରୁ ରାତିଦିନ ପହରା ମଧ୍ୟ ଦିଆଯାଉଛି । ଏଭଳି ଏକ ସମୟରେ କେନ୍ଦୁଝର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ବାବୁ ମାଡ ମାରିବା ନେଇ ଅଭିଯୋଗ ହୋଇଛି । ଯାହାଫଳରେ…

ଷଷ୍ଠ କରୋନା ରୋଗୀ ଚିହ୍ନଟ ପରେ କଟକ ସହରରେ ମଧ୍ୟ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ ଘୋଷଣା

ଭୁବନେଶ୍ୱର: କଟକରୁ ଷଷ୍ଠ କରୋନା ରୋଗୀ ପଜିଟିଭ ଚିହ୍ନଟ ପରେ ସହରକୁ ୪୮ ଘଣ୍ଟା ପାଇଁ ସଟ୍ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜି ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ଏହା ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି । କରୋନା ପଜିଟିଭ ରୋଗୀଙ୍କ…

ଓଡିଶାରେ ୬ଷ୍ଠ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଶୁକ୍ରବାର ଦିନ ଓଡିଶାରେ ୬ଷ୍ଠ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାାଣ ବିଭାଗ ।…

ଏପ୍ରିଲ ୨୧ ଯାଏଁ ବଢିଲା ଗାଡି ଓ ସ୍ୱାସ୍ଥ୍ୟବୀମାର ବୈଧତା

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡାଉନ୍ ଜାରି ରହିଥିବା ବେଳେ ଗାଡି ଓ ସ୍ୱାସ୍ଥ୍ୟବୀମାର ନବୀକରଣ କରିବା ଲାଗି ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗାଡି ଏବଂ ସ୍ୱାସ୍ଥ୍ୟ ବୀମା ପଲିସିର ବୈଧତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।…