ଆର୍ମି ଅଞ୍ଚଳର ଫୋଟୋ ଉଠାଇ ପାକିସ୍ତାନ ପଠାଉଥିଲେ ଯୁବକ; ଧରାପଡିଲା ପରେ କ’ଣ ହେଲା, ଜାଣନ୍ତୁ
ନାସିକ୍: ମହାରାଷ୍ଟ୍ରର ନାସିକ୍ ନିକଟସ୍ଥ ଦେଓଲାଲିରେ ଥିବା ସେନା ଅଧିକୃତ ଅଞ୍ଚଳର ଫଟୋ ଉଠାଇ ସେ ଫୋଟୋକୁ ପାକିସ୍ତାନର ହ୍ଵାଟସ୍ ଆପ୍ ଗ୍ରୁପକୁ ପଠାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।
ତେବେ ଏହି ବ୍ୟକ୍ତିଙ୍କ ନାମ ସଞ୍ଜୀବ କୁମାର ଏବଂ ସେ ୨୧ ବର୍ଷ ବୋଲି ଜଣାପଡିଛି । ତେବେ ସଞ୍ଜିବ ତାଙ୍କ…