ବିବାହ ପରେ ଆଦିତ୍ୟ କିଣିଲେ ସ୍ବପ୍ନର ଘର
ମୁମ୍ବାଇ: ନିକଟରେ ବିବାହ କରିଛନ୍ତି ସିଙ୍ଗର ତଥା ହୋଷ୍ଟ ଆଦିତ୍ୟ ନାରାୟଣ । ବିବାହ ପରେ ସେ ତାଙ୍କ ସ୍ବପ୍ନ ପୂରଣ କରିବାରେ ଲାଗିପଡ଼ିଛନ୍ତି । ଶ୍ବେତାଙ୍କୁ ବିବାହ କରିବା ପରେ ଆଦିତ୍ୟ ନିଜ ସ୍ବପ୍ନର ଘର କିଣିଛନ୍ତି । ୫ଟି ବେଡରୁମ୍ ଥିବା ଏହି ଆଲିଶାନ୍ ଫ୍ଲାଟକୁ ଆଦିତ୍ୟ କିଛି ଦିନ ମଧ୍ୟରେ…