Latest Odisha News

BREAKING NEWS

ଦାଦନ ଶ୍ରମିକଙ୍କ ଯତ୍ନ ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦାଦନ ଶ୍ରମିକଙ୍କୁ ଖାଦ୍ୟ, ଆଶ୍ରୟ, ମେଡିକାଲ ସୁବିଧା ଯୋଗାଇ ଦେବାକୁ ସମସ୍ତ ଏସପି ଓ ଜିଲ୍ଲାପାଳଙ୍କୁ ଆଦେଶ ଦେବା ପାଇଁ ରବିବାର ଦିନ ଓଡିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦାଦନ ଶ୍ରମିକଙ୍କ ପରିବହନ, ଆଶ୍ରୟ ଓ…

କୋଭିଡ-୧୯: ସଂକ୍ରମଣରେ ସ୍ପେନ୍ ରାଜକୁମାରୀଙ୍କ ମୃତ୍ୟୁ

ସ୍ପେନ: କରୋନା ଭୂତାଣୁ ସଂକ୍ରମଣରେ ସ୍ପେନ୍ ରାଜକୁମାରୀ ମାରିୟା ଟେରେସାଙ୍କ ମୃତ୍ୟୁ ହୋଇଛି । ସେ କରୋନା ପଜିଟିଭ ଚିହ୍ନଟ ହେବା ପରଠାରୁ ଚିକିତ୍ସାଧୀନ ଥିଲେ । ତେବେ ଗଲା ଦୁଇ ଦିନ ପୂର୍ବରୁ ଅର୍ଥାତ ୨୬ ମାର୍ଚ୍ଚରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ତାଙ୍କ ଭାଇ ଫେସ୍‌ବୁକ୍‌ରେ ପୋଷ୍ଟ କରି…

କନିକାଙ୍କ ଚତୁର୍ଥ କରୋନା ରିପୋର୍ଟ ମଧ୍ୟ ପଜିଟିଭ; ପରିବାର ଲୋକେ ଚିନ୍ତିତ

ଲକ୍ଷ୍ନୌ: ବଲିଉଡ କଣ୍ଠଶିଳ୍ପୀ କନିକା କପୁରଙ୍କ ଚତୁର୍ଥ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ଏହା ପରେ ତାଙ୍କ ପରିବାର ଲୋକ ଚିନ୍ତା ବ୍ୟକ୍ତ କରିଛନ୍ତି । କନିକା କପୁର ଏବେ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସରେ ଭର୍ତ୍ତି ଅଛନ୍ତି । ମାର୍ଚ୍ଚ ୨୦…

ପାରାମିଲିଟାରୀ ଫୋର୍ସରେ କରୋନାଭାଇରସ୍ !

ନୂଆଦିଲ୍ଲୀ: ଦେଶର ପ୍ରଥମ ଦୁଇଟି ମାମଲା ଭାବେ ସାମ୍ନାକୁ ଆସିଛି ପାରାମିଲିଟାରୀ ଫୋର୍ସରେ କରୋନା ସଂକ୍ରମିତଙ୍କ ଖବର । ଜଣେ ବିଏସ୍‌ଏଫ୍ ଅଫିସର ଓ ଜଣେ ସିଆଇଏସ୍‌ଏଫ୍‌ ଯବାନ କୋଭିଡ୍‌-୧୯ରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ଦ କ୍ୱିଣ୍ଟ ର ରିପୋର୍ଟ ଅନୁଯାୟୀ ଗ୍ୱାଲିଅରରେ ପୋଷ୍ଟିଂ…

ରାଜ୍ୟର କେଉଁସବୁ ଜିଲ୍ଲାରେ ରହିଛି ବର୍ଷା ସମ୍ଭାବନା, ଜାଣନ୍ତୁ…

ଭୁବନେଶ୍ୱର: ରାଜଧାନୀସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ରବିବାର ଦିନ ଓଡ଼ିଶାର ୧୧ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, କୋରାପୁଟ, ଗଜପତି,…

ଓଡିଶାରେ ଫସିରହିଥିବା ଅନ୍ୟ ରାଜ୍ୟର ଶ୍ରମିକଙ୍କ ସହାୟତା ପାଇଁ ୮ ଆଇଏଏସ ଅଧିକାରୀ ନିଯୁକ୍ତ

ଭୁବନେଶ୍ୱର: ଓଡିଶା ସରକାର ରବିବାର ଦିନ ବିଭିନ୍ନ ରାଜ୍ୟର ଶ୍ରମିକଙ୍କ ସମସ୍ୟାର ସମାଧାନ କରିବା ପାଇଁ ନୋଡାଲ ଅଧିକାରୀ ନିଯୁକ୍ତ କରିଛନ୍ତି । କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ୨୧ ଦିନିଆ ଲକଡାଉନ ଲାଗୁ ହୋଇଛି । ସେଥିପାଇଁ ଓଡିଶାର ଭିନ୍ନ ଭିନ୍ନ ସ୍ଥାନରେ ଅଟକି ରହିଥିବା…

ଆଗାମୀ ୨୪ ଘଣ୍ଟାରେ ବଢିବ ତାପମାତ୍ରା: ପାଣିପାଗ ବିଭାଗ

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡିଶାର ତାପମାତ୍ରା ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି । ଆଇଏମଡିର ବୁଲେଟିନ୍ ଅନୁଯାୟୀ, ଆସନ୍ତା ସୋମବାର ଠାରୁ ଦିନର ତାପମାତ୍ରା ୧-୨ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ। ଗତ ୨୪ ଘଣ୍ଟା ମଧ୍ୟରେ…

ସାନିଟାଇଜ ହେଲା ଲୋକସେବା ଭବନ

ଭୁବନେଶ୍ୱର: ବିଶୋଧନ ହେଲା ଲୋକସେବା ଭବନ । କ୍ଲୋରିନ ପାଣିରେ ପୁରା ଲୋକସେବା ଭବନକୁ ପରିଷ୍କାର କରାଗଲା । ଆସନ୍ତାକାଲି ଲୋକସେବା ଭବନରେ ଗୋଟିଏ ଦିନ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ । ତେଣୁ ଏହା ପୂର୍ବରୁ ଲୋକସେବା ଭବନକୁ ସାନିଟାଇଜ କରାଯାଇଛି ।ଓଡ଼ିଶା ଅଗ୍ନିଶମ ସେବା…

କୋଭିଡ-୧୯ ଲକଡାଉନ: ବିଦ୍ୟାଳୟ ଓ ହଷ୍ଟେଲ ବିଲ୍ଡିଂରେ ରହିବେ ପ୍ରବାସୀ ଶ୍ରମିକ

ଭୁବନେଶ୍ୱର: କରୋନାଭାଇରସ ଭୟରେ ପଡୋଶୀ ରାଜ୍ୟରୁ ଫେରିଆସୁଥିବା ପ୍ରବାସୀ ଶ୍ରମିକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ଶ୍ରମିକମାନଙ୍କୁ ସ୍କୁଲ ଏବଂ ହଷ୍ଟେଲ ବିଲ୍ଡିଂରେ ରଖିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର ଏବଂ ପୌର ସଂସ୍ଥା…

ପ୍ରଥମରୁ ଅଷ୍ଟମ ଯାଏଁ ସବୁ ଛାତ୍ରଛାତ୍ରୀ ପାସ୍‌: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ମହାମାରୀ କରୋନାର ପ୍ରକୋପ ଭିତରେ ଆଜି ଗଣଶିକ୍ଷା ବିଭାଗ ବଡ ନିଷ୍ପତି ନେଇଛି । ଚଳିତ ବର୍ଷ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍ କରାଯାଇଛି । କରୋନା ଯୋଗୁଁ ତାଲାବନ୍ଦ ନିଷ୍ପତି ଭିତରେ ଏସବୁ ଶ୍ରେଣୀରେ ଚଳିତ ବର୍ଷ ପରୀକ୍ଷା ହୋଇପାରିନଥିଲା…