Latest Odisha News

BREAKING NEWS

ରାଜ୍ୟର ଏହି ୧୪ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୪ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ,ଗଞ୍ଜାମ, ଗଜପତି, କନ୍ଧମାଳ, ଦେଓଗଡ଼, ଅନୁଗୁଳ, ସୋନପୁର,…

ଖୋଲିବ ଚନ୍ଦକା ଅଭୟାରଣ୍ୟ; ଜାଣନ୍ତୁ କେବେଠୁ

ଭୁବନେଶ୍ୱର: କୋଭିଡ ପାଇଁ ବିଗତ ୬ ମାସ ହେବ ବନ୍ଦ ରହିଛି ସମସ୍ତ ପର୍ଯ୍ୟଟନ ସ୍ଥଳୀ । ତେବେ ଗତ ୨ ଦିନ ତଳେ ପର୍ଯ୍ୟଟନ ଦିବସ ଅବସରରେ ରାଜ୍ୟରେ ସମସ୍ତେ ପର୍ଯ୍ୟଟନ ସ୍ଥଳୀ ଗୁଡିକ ଖୋଲିବ ନେଇ ନିଷ୍ପତ୍ତି ହୋଇଛି । ତେବେ ଖୁବଶୀଘ୍ର ଖୋଲିବାକୁ ଯାଉଛି ଚନ୍ଦକା ଅଭୟାରଣ୍ୟ । କୋଭିଡ…

ଉତ୍ତରପ୍ରଦେଶରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ମୀର୍ଜାପୁର: ଉତ୍ତରପ୍ରଦେଶରେ ଜଣେ ଓଡ଼ିଆ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ । ମୃତ ଯୁବକଙ୍କ ନାମ ହେଉଛି ଜୀବନନ୍ଦୁ ରଥ । ତାଙ୍କ ବୟସ ୩୫ ବର୍ଷ ହୋଇଥିବା ବେଳେ ତାଙ୍କ ଘର ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍‌ ଅନ୍ତର୍ଗତ ଗୁରୁଜାଙ୍ଗୁଲି ଗ୍ରାମରେ ବୋଲି ଜଣାପଡିଛି। ପ୍ରାପ୍ତ ସୂଚନାନୁସାରେ,…

ମାସ୍କ ଦୁର୍ନୀତି: ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ, ଦୋଷୀଙ୍କୁ ଦଣ୍ଡ ଦେବେ ସରକାର

ଭୁବନେଶ୍ୱର: କରୋନା କାଳରେ ମାସ୍କ ଦୁର୍ନୀତି ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । କୋଭିଡ କିଟ୍ କିଣାରେ ଆସିଥିବା ଦୁର୍ନୀତି ଅଭିଯୋଗ ଲୋକାୟୁକ୍ତଙ୍କ ପାଖରେ ବିଚାରଧୀନ ଅଛି । ତଦନ୍ତ ପରେ ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଅଙ୍ଗଦାନ କରିବେ ଅମିତାଭ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ବିଗ୍ ବି । ବଲିଉଡର ମହାନାୟକ ଅମିତାଭ ବଚ୍ଚନ କରିବେ ଅଙ୍ଗଦାନ । ଏନେଇ ସେ ନିଜେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଘୋଷଣା କରିଛନ୍ତି । T 3675 - I am a pledged ORGAN DONOR .. I wear the green ribbon of its sanctity !!?…

ଅନୁରାଗ କଶ୍ୟପ ହାଜର ହୋ… ସମନ୍ କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଯୌନ ନିର୍ଯାତନା ମାମଲାରେ ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ମୁମ୍ବାଇ ପୋଲିସର ସମନ୍ । ଆସନ୍ତାକାଲି ସକାଳ ୧୧ଟାରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ରହିଛି । ମୁମ୍ୱାଇର ଭରଶୋଭା ଥାନାରେ ହାଜର ହେବେ ଅନୁରାଗ କଶ୍ୟପ । ତାଙ୍କର ବୟାନ ରେକର୍ଡ କରିବ ମୁମ୍ବାଇ ପୋଲିସ ।…

କୋଭିଡ ନିୟମ ଉଲଂଘନ କରିବାରୁ ସରପଞ୍ଚଙ୍କୁ ୧ ଲକ୍ଷ ଟଙ୍କାର ଜରିମାନା

ବରଗଡ଼: କୋଭିଡ ୧୯ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଥିବା ଅଭିଯୋଗରେ ବରଗଡ ଜିଲ୍ଲାର ଜଣେ ସରପଞ୍ଚ ଦେଇଛନ୍ତି ୧ ଲକ୍ଷ ଟଙ୍କାର ଜରିମାନା । ଗାଇସିଲାଟର ବ୍ଲକର ଡେଭଲପମେଣ୍ଟ ଅଫିସର (ବିଡିଓ) ନିରଂଜନ ସା ଦେଇଥିବା ସୂଚନା ଅନୁସାରେ, ମଙ୍ଗଳବାର ଦିନ ପାଖାପାଖି ୧୫୦ ଗ୍ରାମବାସୀଙ୍କ ସହ…

ଗ୍ରାହକଙ୍କ ପାଇଁ ବିଗ୍ ବଜାର ଆଣିଛି ଆକର୍ଷଣୀୟ ଅଫର୍‌; ୧ରୁ ଆରମ୍ଭ ପବ୍ଲିକ୍ ହଲିଡେ ସେଲ୍ ।

ଭୁବନେଶ୍ୱର: ଗ୍ରାହକଙ୍କ ପାଇଁ ବିଗ୍ ବଜାର ଆଣିଛି ଆକର୍ଷଣୀୟ ଅଫର୍ । ଏ ନେଇ ବିଗ୍ ବଜାର ପକ୍ଷରୁ ପବ୍ଲିକ୍ ହଲିଡେ ସେଲ୍ ବିଷୟରେ ଘୋଷଣା କରାଯାଇଛି । ଏହା ଅକ୍‌ଟୋବର ୧ରୁ ୪ ତାରିଖ ପର୍ଯ୍ୟନ୍ତ ଚାଳିବ । ଏହି ଚାରିଦିନ ଗ୍ରାହକଙ୍କ ପାଇଁ ରହିଛି ଧମାକାଦାର ଅଫର୍ । ଏହି ଚାରିଦିନିଆ ସପିଙ୍ଗ୍…

ଆସିଲା ‘ବାବ୍ରି ଫଇସଲା’, ଆଡଭାନୀଙ୍କ ସମେତ ୩୨ ଅଭିଯୁକ୍ତ ଦୋଷମୁକ୍ତ

ନୂଆଦିଲ୍ଲୀ: ଆସିଲା ବହୁ ପ୍ରତିକ୍ଷିତ ବାବ୍ରି ମଜସିଦ ଭଙ୍ଗା ମାମଲାର ଫଇସଲା । ୨୮ ବର୍ଷ ପରେ ବୁଧବାର ସିବିଆଇ ସ୍ୱତନ୍ତ୍ର କୋର୍ଟ ଏହି ମାମଲାର ରାୟ ଶୁଣାଇଛନ୍ତି । ମସ୍‌ଜିଦ ଭଙ୍ଗା ନେଇ କୌଣସି ଷଡଯନ୍ତ୍ର ହୋଇନଥିଲା ବୋଲି ବିଚାରପତି ସୁରେନ୍ଦ୍ର କୁମାର ଯାଦବ କହିଛନ୍ତି । ଏହି ମାମଲାରେ…

୨୪ ଘଣ୍ଟାରେ କରୋନା ନେଲା ଆଉ ୧୪ ଜୀବନ

ଭୁବନେଶ୍ୱର: ରାଜ୍ୟ ଦିନକୁ ବିଗୁଡୁଛି କରୋନା ସ୍ଥିତି । ପ୍ରତିଦିନ ଗଡୁଛି ମୁଣ୍ଡ । ଆଜି ପୁଣି ଆଉ ୧୪ ଜଣଙ୍କ କରୋନାରେ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୨କୁ ବୃଦ୍ଧି ପାଇଛି । ଆଜି କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବାଲେଶ୍ୱର,…