Latest Odisha News

BREAKING NEWS

ହାଥରସ ଗଣଦୁଷ୍କର୍ମ ନେଇ ପ୍ରତିକ୍ରିୟା ବ୍ୟକ୍ତ କଲେ ବଲିଉଡ ଅଭିନେତା, ଦୋଷୀକୁ ଫାଶୀ ଦଣ୍ଡ ମିଳୁ

ଲକ୍ଷ୍ନୌ: ହାଥରସ ଗଣଦୁର୍ଷର୍ମ ଘଟଣା ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ୧୪ ସେପ୍ଟେମ୍ବରରେ କେତେକ ନୃଶଂସ ଓ କାମୁକ ବ୍ୟକ୍ତି ଏକ ନିରୀହ ଝିଅକୁ ଗଣଦୁଷ୍ମର୍ମ କରିଥିଲେ । ୧୫ ଦିନ ପର୍ଯ୍ୟନ୍ତ ଜୀବନ ସହ ସଂଘର୍ଷ କରିବା ପରେ ଏହି ଝିଅ ମୃତ୍ୟୁବରଣ କରିଛି । ଯାହାକୁ ନେଇ ବଲିଉଡ ଅଭିନେତା ଅକ୍ଷୟ…

ଭୁବନେଶ୍ୱରରୁ ୩୨୯ କରୋନା ପଜିଟିଭ ଚିହ୍ନଟ; ସେଥିରୁ ୨୫୬ ଲୋକାଲ୍ କେସ୍

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୨୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ…

ରସଗୋଲା କାହାଣୀ-୨ : ମଝିରେ ରସଗୋଲାର ହାଣ୍ଡି

...ସେତେବେଳକୁ ପୁରୀରେ ରଥଯାତ୍ରା ଆରମ୍ଭ ହୋଇ ନଥାଏ । ଲକ୍ଷ୍ମୀ, ଜଗନ୍ନାଥ ସ୍ୱାମୀ-ସ୍ତ୍ରୀ ହେଲେ ମଧ୍ୟ ଏକା ମନ୍ଦିରରେ ରହନ୍ତିନି । ଜଗନ୍ନାଥ ରୁହନ୍ତି ବଡ଼ଦେଉଳରେ, ମାଆ ଲକ୍ଷ୍ମୀ ରହନ୍ତି ମହାଲକ୍ଷ୍ମୀ ମନ୍ଦିର ଭିତରେ । ପୁରୁଣା କାଳିଆ କଥା । ଏକା ନଅରରେ ରହିଲେ ବି ରାଜାଙ୍କର…

ମହାରାଷ୍ଟ୍ରରେ ବ୍ୟାପିଲା ମାରାତ୍ମକ କଙ୍ଗୋ ଜ୍ୱର!!

ପାଲଘର: ମହାରାଷ୍ଟ୍ରରେ କଙ୍ଗୋ ଜ୍ୱରର ସମ୍ଭାବ୍ୟ ବିସ୍ତାର ବିରୁଦ୍ଧରେ ପାଲଘର ପ୍ରଶାସନ ମଙ୍ଗଳବାର କର୍ତ୍ତୃପକ୍ଷଙ୍କୁ ସତର୍କ ରହିବାକୁ କହିଛି। କ୍ରିମିନ କଙ୍ଗୋ ହେମୋରେଜିକ୍ ଜ୍ୱର (CCHF), ସାଧାରଣତଃ କଙ୍ଗୋ ଜ୍ୱର ଭାବରେ ଜଣାଶୁଣା,ଯାହା ଟିକ୍ ପୋକ ମାଧ୍ୟମରେ ମଣିଷଦେହରେ ବ୍ୟାପିଥାଏ ।…

ମଙ୍ଗଳ ଗ୍ରହରେ ମିଳିଲା ପାଣିର ସନ୍ଧାନ !

ୱାଶିଂଟନ: ମଙ୍ଗଳଗ୍ରହରେ ପାଣିର ସନ୍ଧାନ ମିଳିଛି । ନାସାର ବୈଜ୍ଞାନିକଙ୍କଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ମଙ୍ଗଳ ଗ୍ରହରେ ୩ଟି ହ୍ରଦ ରହିଛି । ଏହି ତଥ୍ୟ ମିଳିବା ପରେ ମଙ୍ଗଳରେ ଜନବସତି ନିର୍ମାଣ ନେଇ ଆଶା ବୃଦ୍ଧି ପାଇଛି । ୨ ବର୍ଷ ତଳେ ଏଠାକାର ଦକ୍ଷିଣ ଗୋଲାର୍ଦ୍ଧରେ ଲୁଣି ପାଣିର ସନ୍ଧାନ…

ହିଞ୍ଜିଳିରେ ଜିଲ୍ଲାପାଳଙ୍କ ମାସ୍କ ବଣ୍ଟନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳି ଠାରେ ଲୋକମାନଙ୍କୁ ମାସ୍କ ବଣ୍ଟନ କରିଛନ୍ତି। ସୂଚନା ଅନୁସାରେ, ଜନସାଧାରଣ କିଭଳି କୋଭିଡ ନିୟମ ପାଳନ କରୁଛନ୍ତି, ସେନେଇ ତଦାରଖ ପାଇଁ ଜିଲ୍ଲାପାଳ ହିଞ୍ଜିଳି ଯାଇଥିଲେ। ହେଲେ ସେଠାରେ ଅନେକ ଲୋକ ମାସ୍କ ପିନ୍ଧିନଥିବା…

କବିତା : ଆଧିପତ୍ୟ

ସାରଦା ପ୍ରସାଦ ଆଚାର୍ଯ୍ୟ ଆଧିପତ୍ୟ ଜାହିର କରିବା ପାଇଁ ବେଲାରସେନ ମୁଣ୍ଡ କାଟି, ଛଳନା ର ଦଉଡ଼ି ହାତରେ ଧରି ତୋତେ ହସିବାକୁ ପଡ଼ିବ, ଆଢୁଆଳରେ ବ୍ୟୁହ ରଚନା କରି ପଞ୍ଚଜନ ଶଙ୍ଖ ଫୁଙ୍କି କୁଟିଳତା ଫୁଲମାଳ ରେ ବଧେଇ ଜଣାଇବ। ଯୁଦ୍ଧ ଜିତିବାକୁ ହେଲେ, ଚକ୍ରବ୍ଯୁହ କରିପାର, ଅବା…

ସୋନୁ ସୁଦଙ୍କୁ ସମ୍ମାନିତ କଲା UNDP

ମୁମ୍ବାଇ: କୋଭିଡ ମହାମାରୀ ସମୟରେ ତାଙ୍କର ମାନବିକ କାର୍ଯ୍ୟ ପାଇଁ ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ଦ୍ୱାରା ସମ୍ମାନଜନକ ଏସଡିଜି ସ୍ପେଶାଲ ହ୍ୟୁମାନିଟାରୀ ଆକ୍ସନ ପୁରସ୍କାର ପ୍ରଦାନ କରାଯାଇଛି। ସୋମବାର ସନ୍ଧ୍ୟାରେ ଏକ ଭର୍ଚୁଆଲ୍…

ଗରିବ ରାଷ୍ଟ୍ରଙ୍କ ପାଇଁ ୨୦୦ ମିଲିୟନ କରୋନା ଟୀକା ପ୍ରସ୍ତୁତ କରିବ ଭାରତ!!

ଲଣ୍ଡନ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆସନ୍ତା ବର୍ଷ ଭାରତ ସମେତ ଅନ୍ୟ ଗରିବ ଦେଶମାନଙ୍କ ପାଇଁ ୨୦୦ ମିଲିୟନ କୋଭିଡ ଟୀକା ପ୍ରସ୍ତୁତ କରିବା ନେଇ ସୂଚନା ଦେଇଛି । ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ଏବଂ GAVI ଟିକା ମିଳିତ ଭାବେ ଫଣ୍ଡକୁ ଦୁଇଗୁଣ ବୃଦ୍ଧି କରିଥିବା କମ୍ପାନୀ…

କଳାକାରଙ୍କ ପାଇଁ କାଳ ସାଜିଛି ମୁମ୍ବାଇ : ସୁଶାନ୍ତଙ୍କ ପରେ ବିହାରର ଆଉ ଏକ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ

ମୁମ୍ବାଇ: କଳାକାରଙ୍କ ପାଇଁ କାଳ ସାଜିଛି ମୁମ୍ବାଇ ଆଉ ବଲିଉଡ । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ କେସର ସମାଧାନ ହୋଇ ନ ଥିବା ବେଳେ ଆଉ ଜଣେ ବିହାର ଅଭିନେତା ଅକ୍ଷତ ଉତ୍କର୍ଷ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଏପରିକି ପରିବାରବର୍ଗ ମଧ୍ୟ ଏହାକୁ ହତ୍ୟାକାଣ୍ଡ ବୋଲି କହିଛନ୍ତି…