ତୃତୀୟ କରୋନା ପଜିଟିଭ ପରେ ଓଡିଶାରେ ସାମାଜିକ ସଂକ୍ରମଣ ଭୟ
ଭୁବନେଶ୍ୱର: ଓଡିଶାରେ ତୃତୀୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ସାମାଜିକ ସଂକ୍ରମଣ(Community Transmission)ର ଆଶଙ୍କା ଦେଖାଦେଇଥିବା ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରଜ ବାଗଚୀ କହିଛନ୍ତି ।
ମହାମାରୀର ପ୍ରଥମ ଚରଣରେ ବିଦେଶରୁ ଫେରିଥିବା ଲୋକଙ୍କ ଉପରେ ନଜର ରହିଥିଲା । କିନ୍ତୁ ପରେ…