Latest Odisha News

BREAKING NEWS

ଲକ୍ ଡାଉନ ନିୟମ ଭାଙ୍ଗି ବନ୍ଧା ହେଲେ ଦୋକାନୀ

ଭଦ୍ରକ: କରୋନା କଟକଣା ଭାଙ୍ଗିବା ଜଣେ ଦୋକାନୀଙ୍କୁ ମହଙ୍ଗା ପଡିଛି । ଭଦ୍ରକ ସାହାପୁର ଛକରେ ସିମେଂଟ ଦୋକାନରେ ଚଢ଼ାଉ କରି ଜଣେ ଦୋକାନୀଙ୍କୁ ପୋଲିସ ଗିରଫ କରିଛି । ଗିରଫ ପରେ ସମ୍ପୃକ୍ତ ଦୋକାନୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ଓଡିଶା ସରକାର କରୋନା ମୁକାବିଲା ପାଇଁ ଚାରିଆଡେ ଲକ ଡାଉନ…

କରୋନାଭାଇରସ ଆତଙ୍କ; ଓପିଡି ସେବା ବନ୍ଦ କଲା ଏମ୍ସ

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ପକ୍ଷରୁ ସମସ୍ତ କେନ୍ଦ୍ରରେ ଥିବା ଓପିଡି ସେବାକୁ ସାମୟିକ ଭାବେ ବନ୍ଦ କରାଯିବ । ଏହାପୂର୍ବରୁ ନୂଆଦିଲ୍ଲୀସ୍ଥିତ ଏମ୍ସ ପକ୍ଷରୁ ମାର୍ଚ୍ଚ ୨୩ତାରିଖରୁ ଓପିଡି ରୋଗୀଙ୍କ…

୬ ମାସ ପାଇଁ ଏସମା ଲାଗୁ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସରକାର ୬ ମାସ ପାଇଁ ରାଜ୍ୟରେ ଜରୁରୀ ସେବା ରକ୍ଷଣାବେକ୍ଷଣା ନିୟମ ତଥା ଏସମା ଲାଗୁ କରିଛନ୍ତି । ଜଳଯୋଗାଣ ଓ ସଫେଇ କର୍ମଚାରୀଙ୍କ ପାଇଁ ଏହି ଏସମା ଲାଗୁ ହୋଇଛି । ଏମାନେ ୬ ମାସ ଯାଏଁ ଛୁଟି ନେଇପାରିବେ ନାହିଁ । ଏଥିସହ ୬ ମାସ ପାଇଁ ଆନ୍ଦୋଳନକୁ ମଧ୍ୟ…

ଓଡିଶାରେ କରୋନା ସତର୍କତା; ୧୫୦୦ ପ୍ରବାସୀ ଶ୍ରମିକଙ୍କୁ ଗଞ୍ଜାମରେ ସ୍କ୍ରିନିଂ

ବ୍ରହ୍ମପୁର: ବ୍ରହ୍ମପୁର ରେଳଷ୍ଟେସନରେ ସୋମବାର ଦିନ ପ୍ରାୟ ୧୫୦୦ ପ୍ରବାସୀ ଶ୍ରମିକଙ୍କର କୋରାନାଭାଇରସ ସମ୍ପର୍କିତ ସ୍କ୍ରିନିଂ କରାଯାଇଛି । ଏହି ସମସ୍ତ ବ୍ୟକ୍ତି ଗଞ୍ଜାମ ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ଏମାନେ ମହାରାଷ୍ଟ୍ର ଏବଂ ଗୁଜରାଟରୁ ଫେରିଛନ୍ତି । “ସେମାନଙ୍କର ବ୍ୟକ୍ତିଗତ…

କରୋନାଭାଇରସ ସଂକ୍ରମଣରୁ କିଭଳି ରହିବେ ସାବଧାନ, ଜାଣନ୍ତୁ

ନୂଆଦିଲ୍ଲା: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରାୟ ୧୯୦ରୁ ଅଧିକ ଦେଶକୁ ବ୍ୟାପୁଛି । କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କ ଠାରେ ଥଣ୍ଡା, କାଶ ଓ ଜ୍ୱର ଆଦି ଲକ୍ଷଣ ଦେଖାଦେଇଥାଏ । ଏହାବ୍ୟତିତ କିଛି ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସ…

ମାସ୍କ ପିନ୍ଧିବା ବେଳେ ଏହି ସବୁ ଜରୁରୀ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ନୂଆଦିଲ୍ଲୀ: କରୋନାଭାଇରସ କବଳରେ ସାରା ବିଶ୍ୱ । କରୋନା ମହାମାରୀ ଦିନକୁ ଦିନ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି । ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ସେଥିପାଇଁ ସମସ୍ତଙ୍କୁ ଆହୁରି ସାବଧାନତା ଅବଲମ୍ବନ କରିବାକୁ ପଡିବ । ମାସ୍କକୁୁ କେବଳ ପିନ୍ଧି ଦେଲେ ହେବନି, ଏହାର ସଠିକ ଢ଼ଙ୍ଗ ଜାଣିବା…

କରୋନା ପରିପ୍ରେକ୍ଷୀରେ ଟେଲିକମ ସେବା ଜାରି ରଖିବାକୁ କମ୍ପାନୀଙ୍କୁ ଭାରତ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁଁ ଦେଶର ଅନେକ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଟେଲିକମ ବିଭାଗ ପକ୍ଷରୁ ସମସ୍ତ ଟେଲିକମ କମ୍ପାନୀମାନଙ୍କୁ ନିରବଚ୍ଛିନ୍ନ ଟେଲି ଯୋଗାଯୋଗ ବ୍ୟବସ୍ଥା ଜାରି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲକ୍ ଡାଉନ୍…

କରୋନା ମୁକାବିଲା: ଆଉ ଦୁଇଟି ସହର ଲକଡାଉନ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ନବରଙ୍ଗପୁର: କରୋନାଭାଇରସ ବିସ୍ତାର ଉପରେ ଅଙ୍କୁଶ ଲଗାଇବା ପ୍ରୟାସରେ ସରକାର । ଆଜି ନବରଙ୍ଗପୁର ଜିଲ୍ଲାର ଦୁଇଟି ସହରକୁ ଲକ୍ ଡାଉନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ନବରଙ୍ଗପୁର କଲେକ୍ଟର ଅଜିତ କୁମାର ମିଶ୍ର ଦେଇଥିବା ସୁଚନା ଅନୁସାରେ, ମାର୍ଚ୍ଚ ୨୩ ତାରିଖ ସକାଳ ୭ ଟାରୁ…

କରୋନା ମୁକାବିଲା: କ’ଣ ଖାଇଲେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି, ଜାଣନ୍ତୁ

ନୂଆଦିଲ୍ଲୀ: କରୋନା କବଳରେ ପୁରା ବିଶ୍ୱ । ଧୀରେ ଧୀରେ ସାରା ବିଶ୍ୱକୁ ଲଟା ଭଳି ମାଡି ଗଲାଣି ମାରାତ୍ମକ ଭୂତାଣୁ କରୋନା । ଏହାକୁ ନେଇ ଏବେ ସମସ୍ତେ ଭୟଭୀତ । ଡାକ୍ତର ଏବଂ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯେତେବେଳେ କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୁଅନ୍ତି ସେତେବେଳେ ତାଙ୍କ ଶରୀରରେ…

ଅଲିମ୍ପିକ୍ ୨୦୨୦, ଦଳ ପଠାଇବେନି କାନାଡା ଓ ଅଷ୍ଟ୍ରେଲିଆ !

ଜାପାନ: ଟୋକିଓରେ ହେବାକୁ ଥିବା ଅଲିମ୍ପିକ ଗେମ୍ସ(୨୦୨୦)କୁ ଦଳ ପଠାଇବେନି କାନାଡା ଓ ଅଷ୍ଟ୍ରେଲିଆ । କୋଭିଡ୍ -୧୯କୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନାହାଁନ୍ତି ଦୁଇ ଦେଶର ଅଲିମ୍ପିକ କମିଟି । ଟୋକିଓ ଅଲିମ୍ପିକକୁ ୨୦୨୧ପର୍ଯ୍ୟନ୍ତ ସ୍ଥଗିତ ରଖିବା ଲାଗି ଆୟୋଜକଙ୍କୁ ନିବେଦନ କରିଛନ୍ତି…