Latest Odisha News

BREAKING NEWS

କରୋନା ସତର୍କତା: ଅନଲାଇନରେ ସକ୍ରିୟ ହେଲେ ବଲିଉଡ ଷ୍ଟାର

ମୁମ୍ବାଇ: ଦେଶରେ କରୋନାଭାଇରସ୍ ଆତଙ୍କ ହୁଏତ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ପ୍ରଭାବ ପକାଇଥାଇ ପାରେ କିନ୍ତୁ ଏହା ବଲିଉଡ ସେଲିବ୍ରିଟିମାନଙ୍କୁ ଅଟକାଇ ପାରି ନାହିଁ । ସେମାନଙ୍କ ଅନଲାଇନ୍ ପ୍ରଭାବକୁ ସେମାନଙ୍କ ଅନୁଗାମୀମାନଙ୍କୁ ମନୋରଞ୍ଜନ କରିବା ସହିତ ଫିଟନେସ୍, ନୃତ୍ୟ ଏବଂ ଜଡିତ କରିବାରେ ରୋକି…

୩୧ ଯାଏଁ ରାଜ୍ୟ ବାହାରକୁ ଗଡିବନି ବସ୍‌

ଭୁବନେଶ୍ୱର: ଆଜିଠୁ ରାଜ୍ୟ ବାହାରକୁ ଗଡିବନି ଘରୋଇ ବସ୍ । ଆସନ୍ତା ୩୧ ଯାଏଁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ରହିବ । କରୋନା ଭୂତାଣୁ ସହ ମୁକାବିଲା ପାଇଁ ଏଭଳି ପଦକ୍ଷେପ ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ମହାମାରୀ କରୋନା ଭାଇରସର ଭୟାବହତାକୁ ଦେଖି ସତର୍କତା ମୂଳକ ସପ୍ତାହବ୍ୟାପୀ ଘରୋଇ…

ବିଶ୍ୱବ୍ୟାପୀ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩ ହଜାର ଟପିଲା

ୱାଶିଂଟନ: ସାରା ଦୁନିଆରେ ଘାତକ ସାଜିଥିବା କରୋନାଭାଇରସ ମହାମାରୀ ଦିନକୁ ଦିନ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି । ଜୋନ୍ସ ହୋପକିନ୍ସ ବିଶ୍ୱବିଦ୍ୟାଳୟର ଟ୍ରାକର ଅନୁସାରେ, ବିଶ୍ୱବ୍ୟାପୀ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩ ହଜାରକୁ ଟପିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷରୁ ଅଧିକ ରହିଛି ।…

ସୁକମା ଏନକାଉଣ୍ଟର: ନିଖୋଜ ୧୭ଜଣ ଯବାନଙ୍କ ମୃତଦେହ ଉଦ୍ଧାର

ରାୟପୁର: ନିଖୋଜ ଥିବା ୧୭ଜଣ ଯବାନଙ୍କ ମୃତଦେହ ଉଦ୍ଧାର । ଗତ ବିଳମ୍ବିତ ରାତିରେ ଓଡ଼ିଶା ସୀମାନ୍ତ ଛତିଶଗଡ ସୁକମାରେ ମାଓବାଦୀ ଓ ଯବାନ ମୁହାଁମୁହଁ ହୋଇଥିଲେ । ଏଥିରେ ୧୩ ଜଣ ଯବାନ ଆହତ ହୋଇଥିବା ବେଳେ ୧୭ ଜଣ ଯବାନ ନିଖୋଜ ହୋଇଥିଲେ । ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଏନେଇ ବସ୍ତର ଆଇଜି…

‘ଜନତା କର୍ଫ୍ୟୁ’କୁ ସମର୍ଥନ: ଶାହିନ ବାଗରୁ ହଟିଲେ ବିକ୍ଷୋଭକାରୀ

ନୂଆଦିଲ୍ଲୀ: ଆଜି ଦେଶବ୍ୟାପୀ ପାଳନ ହେଉଛି ଜନତା କର୍ଫ୍ୟୁ । ଚାରିଆଡେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସେହିପରି ଜନତା କର୍ଫ୍ୟୁର ପ୍ରଭାବ ରାଜଧାନୀ ଦିଲ୍ଲୀର ଶାହିନ ବାଗରେ ମଧ୍ୟ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ କରି ଆଜି ଆନ୍ଦୋଳନ ସ୍ଥଳରୁ ବିକ୍ଷୋଭକାରୀମାନେ…

କରୋନାଭାଇରସ୍‌: କିପରି ରହିଛି ଭାରତର ୯ ପଡୋଶୀ ଦେଶର ହାଲଚାଲ ?

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ବଢିଚାଲିଛି କୋଭିଡ-୧୯ର ଭୟାଭହତା । ସବିଶେଷ ରିପୋର୍ଟ ଅନୁୟାୟୀ ଭାରତରେ ପାଖାପାଖି ୩୪୧ ଟି ମାମଲା ସାମ୍ନାକୁ ଆସିଛି । ଭାରତ ଉପମହାଦ୍ୱୀପରେ ଚାଇନା ପରେ ପାକିସ୍ତାନର ଅବସ୍ଥା ସବୁଠୁ ଖରାପ ରହିଛି । ଶ୍ରୀଲଙ୍କା ଓ ଆଫଗାନିସ୍ତାନ କିଛିଟା ମାତ୍ରାରେ ପ୍ରଭାବିତ…

ଜନତା କର୍ଫ୍ୟୁ ପାଇଁ ପେଟ୍ରୋଲ ପମ୍ପରେ କମିଲା କର୍ମଚାରୀଙ୍କ ସଂଖ୍ୟା

ଭୁବନେଶ୍ୱର: କରୋନାଭାଇରସ ବିସ୍ତାରକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତା କର୍ଫ୍ୟୁ ଆହ୍ୱାନ ଦେଇଥିଲେ। ଏହାର ପ୍ରଭାବ ଦେଶ ତଥା ରାଜ୍ୟରେ ଦେଖିବାକୁ ମିଳିଛି। ରବିବାର ଦିନ ‘ଜନତା କର୍ଫ୍ୟୁ’ ପ୍ରଭାରେ ଓଡ଼ିଶାର ପଟ୍ରୋଲ ପମ୍ପ ଗୁଡିକରେ କର୍ମଚାରୀଙ୍କ ସଂଖ୍ୟା କମ୍ ଥିବା…

‘ଆପଲ’ କମ୍ପାନୀ ତରଫରୁ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ମାସ୍କ ପ୍ରଦାନ

କାଲିଫର୍ଣ୍ଣିଆ: କରୋନାଭାଇରସ ସହ ଲଢ଼େଇ କରୁଥିବା ଆମେରିକା ଓ ୟୁରୋପର ସ୍ୱାସ୍ଥ୍ର ସେବା ପ୍ରଦାନକାରୀଙ୍କୁ ମିଲିୟନ ସଂଖ୍ୟାରେ ମାସ୍କ ପ୍ରଦାନ କରୁଛି ‘ଆପଲ’ କମ୍ପାନୀ । ଏନେଇ ‘ଆପଲ’ କମ୍ପାନୀର ସିଇଓ ଟିମ କୁକ ରବିବାର ଦିନ ଘୋଷଣା କରିଛନ୍ତି । ଏନେଇ ସେ ଟ୍ୱିଟ କରିଛନ୍ତି, “କରୋନାଭାଇରସ ସହ…

ମହାରାଷ୍ଟ୍ରରେ ସର୍ବାଧିକ ୭୪ କରୋନା ପଜିଟିଭ

ମହାରାଷ୍ଟ୍ର: ଦିନକୁ ଦିନ ଉଗ୍ର ହେଉଛି ମାହାମାରୀ କରୋନା ଭାଇରସ । ଭାରତରେ କୋକୁଆ ଭୟ ସୃଷ୍ଟି କରିଛି କରୋନା । ଧୀରେ ଧୀରେ ଦେଶରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସର୍ବାଧିକ ହୋଇଛି । ଏଠାରେ ରବିବାର ସକାଳେ ଆଉ ୧୦…

ହ୍ୱାଇଟ୍ ହାଉସ୍‌ରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ; ଆମେରିକା ଉପରାଷ୍ଟ୍ରପତି ଓ ପତ୍ନୀଙ୍କ ନମୁନା ପରୀକ୍ଷଣ

ୱାଶିଂଟନ୍‌: ବିଶ୍ୱର ସବୁଠାରୁ ସୁରକ୍ଷିତ କୁହାଯାଉଥିବା ଆମେରିକା ରାକ୍ଷ୍ରପତିଙ୍କ ହ୍ୱାଇଟ୍ ହାଉସ୍‌ରେ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ପଜିଟିଭ୍ ଥିବା ଜଣା ପଡିବା ପରେ ଉଭୟ ପେନ୍ସ ଓ ତାଙ୍କ…