କାଲି ‘ଜନତା କର୍ଫ୍ୟୁ’: ବନ୍ଦ ରହିବ ୮୦ ପ୍ରତିଶତ ପେଟ୍ରୋଲ ପମ୍ପ
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଆସନ୍ତାକାଲି ‘ଜନତା କର୍ଫ୍ୟୁ’ ଡାକରା ଦିଆଯାଇଛି । ଏହାକୁ ସମର୍ଥନ କରି ସାରା ଓଡ଼ିଶାରେ ଆସନ୍ତାକାଲି ୮୦ ପ୍ରତିଶତ ପେଟ୍ରୋଲ ପମ୍ପ ବନ୍ଦ ରହିବ । କରୋନା ମୁକାବିଲା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏନେଇ ପେଟ୍ରୋଲିୟମ ଡିଲର ଆସୋସିଏସନର ସଭାପତି ସୂଚନା…