Latest Odisha News

BREAKING NEWS

ଜିଓର ଆଇପିଏଲ୍ ଦେଖିବା ସହ ଆର୍ଷଣୀୟ ପୁରସ୍କାର ଜିତିପାରିବାର ସୁଯୋଗ ଆଣିଛି ‘ଜିଓ କ୍ରିକେଟ ପ୍ଲେ-ଏଲଙ୍ଗ୍‌’

ଆଇପିଏଲ୍ ଦେଖିବା ସହ ‘ଜିଓ କ୍ରିକେଟ ପ୍ଲେ-ଏଲଙ୍ଗ୍‌’ ସହିତ ଏବେ ଖେଳିବାର ସମୟ ଆସିଛି ମୁମ୍ବାଇ / ଭୁବନେଶ୍ୱର: ଫଟାଫଟ କ୍ରିକେଟର ମହାକୁମ୍ଭ ଆଇପିଏଲ୍ ଆରମ୍ଭ ହୋଇଯାଇଛି । ଏଥି ସହିତ ଜିଓ ପକ୍ଷରୁ ଆରମ୍ଭ ହୋଇଛି ‘ଜିଓ କ୍ରିକେଟ୍ ପ୍ଲେ-ଆଲଙ୍ଗ୍‌’ ଯେଉଁଥିରେ ଖେଳ ଦେଖିବା ସହ କ୍ରିକେଟ…

ଚାଷୀଙ୍କ ପାଇଁ ବାର୍ଷିକ ୧୦୦୦୦ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ

ଭୋପାଳ: କୃଷକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ୧୦୦୦୦ ସହାୟତା ରାଶି ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶର 'କିସାନ ସମ୍ମାନ ନିଧି' ଅଧୀନରେ କୃଷକମାନଙ୍କୁ ଏହି ରାଶି ମିଳିବ ବୋଲି ଜଣା ପଡ଼ିଛି । ଏହାପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିବା ପିଏମ ସାମନ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘର ଜାଳି ଦେଲେ ଦୁର୍ବୁତ୍ତ; ଜଳିଗଲା ଝିଅ ବାହାଘର ପାଇଁ ରଖିଥିବା ଟଙ୍କା ସୁନା

ଯାଜପୁର: ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ବାଙ୍ଗରଖୋଣ୍ଟା ଗ୍ରାମ ପଞ୍ଚାୟତର ଦିଅପାଳ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ପୂର୍ବ ଶତୃତାକୁ କେନ୍ଦ୍ରକରି ଦିଗପାଳ ଗ୍ରାମ ର ଆନନ୍ଦ ଦଳେଇଙ୍କ ଘରେ ସେହି ଗ୍ରାମର ସୁମନ୍ତ ଖୁଣ୍ଟିଆ,ରମେଶ ଖୁଣ୍ଟିଆ ,କୁନୁ ଖୁଣ୍ଟିଆ, ନିଆଁ ଲଗାଇ ଦେଇଥିବା…

ଏସବିଆଇ ଗ୍ରାହକଙ୍କ ପାଇଁ ଆଣିଛି ନୂଆ ସ୍କିମ, ୨ବର୍ଷ ପାଇଁ ଇଏମଆଇ ଦେୟରୁ ମୁକ୍ତ

ନୂଆଦିଲ୍ଲୀ: କୋଭିଡ -୧୯ ଦ୍ୱାରା ପ୍ରଭାବିତ ଖୁଚୁରା ଋଣଗ୍ରହୀତାଙ୍କୁ ରିଲିଫ ଯୋଗାଇବା ପାଇଁ ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଏକ ଋଣ ପୁନଃନିର୍ମାଣ ନୀତି ପ୍ରଣୟନ କରିଛି। ନୂତନ ନୀତି ଅନୁଯାୟୀ, ଏସବିଆଇର ଋଣ ଗ୍ରାହକମାନେ ଯେକ କୌଣସି  ପ୍ରକାରର ଇଏମଆଇ ଦେୟରୁ…

ରାଜ୍ୟସଭାରୁ ବ୍ୟାଙ୍କ ନିୟାମକ ବିଲ୍ ପାସ୍ ହୋଇଛି, ଜାଣନ୍ତୁ – ବ୍ୟାଙ୍କ ଗ୍ରାହକ ଭାବରେ ଆପଣଙ୍କ ଉପରେ କ’ଣ…

ନୂଆଦିଲ୍ଲୀ: ରାଜ୍ୟସଭାର ଅନୁମୋଦନ ପରେ ବ୍ୟାଙ୍କ ନିୟାମକ ବିଲ୍ ବର୍ତ୍ତମାନ ଆଇନରେ ପରିଣତ ହୋଇଛି। ଗତ ସପ୍ତାହରେ ଲୋକସଭା ଦ୍ୱାରା ଏହି ବିଲ୍ ଅନୁମୋଦନ କରାଯାଇଥିଲା। ଏହି ନୂତନ ନିୟମ ଅନୁଯାୟୀ ଦେଶର ସମବାୟ ବ୍ୟାଙ୍କଗୁଡିକ ଆରବିଆଇର ତତ୍ୱାବଧାନରେ କାର୍ଯ୍ୟ କରିବେ। ଆର୍ଥିକ ଅବନତି ଏବଂ ଦେଶରେ…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ବଲିଉଡ୍ ଟାଲେଣ୍ଟ ଏଜେନ୍ସି କ୍ୱାନର ସିଇଓଙ୍କୁ ଏନସିବି ସମନ୍‌

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଟାଲେଣ୍ଟ ଏଜେନ୍ସି କ୍ୱାନର ସିଇଓ ଧ୍ରୁବ୍ ଚିତଗୋପେକରଙ୍କୁ ସମନ କରିଛି । ଏସମ୍ପର୍କରେ ଏନସିବିର ଡେପୁଟି ଡାଇରେକ୍ଟର କେପିଏସ୍ ମଲହୋତ୍ରା ସୂଚନା ଦେଇ…

ପ୍ରବଳବର୍ଷା ଯୋଗୁଁ ବାଲେଶ୍ୱରରେ ସୃଷ୍ଟି ହେଲା ବନ୍ୟା ପରିସ୍ଥିତି

ବାଲେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ପରେ ବାଲେଶ୍ଵର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଗତ ୨୪ ଘଣ୍ଟାରୁ ରାସଗୋବିନ୍ଦପୁର, ମୋରାଡା, ସୁଲିଆପଡା ଏବଂ ଚିତ୍ରାଡା ଉପର ପ୍ରବାହିତ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଜଳକା ନଦୀର ଜଳସ୍ତର ମଥାନିରେ ବିପଦ ସଙ୍କେତ…

ତିନି ମାସ ମଧ୍ୟରେ ୩୪ ହଜାର ଟନରୁ ଉର୍ଦ୍ଧ୍ଵ ପ୍ଳେଟ ରପ୍ତାନୀ କରିଛି ସେଲ ରାଉରକେଲା ଇସ୍ପାତ କାରଖାନା

ରାଉରକେଲା: ସେଲ ରାଉରକେଲା ଇସ୍ପାତ କାରଖାନା ୨୦୨୦ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସ ମଧ୍ୟରେ ଏସୀୟ ଓ ୟୁରୋପୀୟ ଦେଶଙ୍କୁ ୩୪ ହଜାର ଟନରୁ ଉର୍ଦ୍ଧ୍ଵ ପ୍ଳେଟ ରପ୍ତାନୀ କରିଛି। ଚଳିତ ମାସ ଆଉ ୧୦୦୦ ଟନ ରପ୍ତାନୀ ନିମନ୍ତେ ପ୍ରସ୍ତୁତ ରହିଛି । ଏଥିସମେତ ଇସ୍ପାତ କାରଖାନା ୟୁରୋପୀୟ ବଜାରକୁ…

ନିଲମ୍ବିତ ସାଂସଦଙ୍କୁ ସମର୍ଥନ କରି ଗୋଟିଏ ଦିନ ଉପବାସରେ ଶରଦ ପାୱାର

ନୂଆଦିଲ୍ଲୀ: ନିଲମ୍ବନଙ୍କୁ ବିରୋଧ କରି ସଂସଦ ପରିସରରେ ସୋମବାର ରାତିରେ ଧାରଣା ବସିଥିଲେ ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ୮ ସଦସ୍ୟ । ଏବେ ସେମାନଙ୍କୁ ସମର୍ଥନ କରି ଏନସିପି ମୁଖ୍ୟ ଶରଦ ପାୱାର ଗୋଟିଏ ଦିନ ଉପବାସରେ ରହିଥିବା ମଙ୍ଗଳବାର ଦିନ କହିଛନ୍ତି । ସୂଚନାନୁଯାୟୀ, ଲୋକସଭାରେ ପାରିତ…

ଶରଦ ପାୱାର ଓ ଉଦ୍ଧବ ଠାକରେଙ୍କୁ ଆୟକର ନୋଟିସ୍‌; ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ସଂସଦରେ ସରକାର ଓ ବିରୋଧି ଦଳଙ୍କ ମଧ୍ୟରେ ରାଜନୈତିକ ବାକବିତର୍କ ଜାରି ରହିଛି । ଏଭଳି ସମୟରେ ଏନସିପି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପାୱାରଙ୍କୁ ଆୟକର ନୋଟିସ୍ ପଠାଯାଇଛି । ଏହାବ୍ୟତିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ମନ୍ତ୍ରୀ ଆଦିତ୍ୟ ଠାକରେ,…