ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନର ପ୍ରମୁଖ ଅଂଶ
ନୂଆଦିଲ୍ଲୀ: ମାରାତ୍ମକ କରୋନା ଭାଇରସ ସଂକ୍ରମଣ ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟାରେ ସମ୍ବୋଧିତ କରିଛନ୍ତି ।
ଏହି ଅଭିଭାଷଣର ପ୍ରମୁଖ ଅଂଶଗୁଡିକ ହେଲା-
ପ୍ରତ୍ୟେକ ଭାରତୀୟ ସଜାଗ ଓ ସତର୍କ ରୁହନ୍ତୁ ଏବଂ ନିହାତି ଜରୁରୀ ନ ଥିଲେ ଘରୁ…