Latest Odisha News

BREAKING NEWS

JEE ଆଡ଼ଭାନ୍ସ ୨୦୨୦ ପାଇଁ କିପରି କରିବେ ଆଡ଼ମିଟ କାର୍ଡ ଡାଉନଲୋଡ, ଜାଣନ୍ତୁ

ନୂଆଦିଲ୍ଲୀ: JEE ଆଡଭାନ୍ସ ୨୦୨୦ ସୋମବାର ଆଡମିଟ୍ କାର୍ଡ ରିଲିଜ କରିଛି। ତେବେ ଏଥିରେ ପଞ୍ଜୀକୃତ କରିଥିବା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ jeeadv.ac.in ମାଧ୍ୟମରେ ଅନ୍ଲାଇନରେ ନିଜ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଆଇଆଇଟି ଏବଂ ଆଇଏସସିରେ ସ୍ନାତକୋତ୍ତର ପାଠ୍ୟକ୍ରମରେ…

ଉତ୍ତର ପ୍ରଦେଶର ଆଜମଗଡ଼ରେ ଟ୍ରେନିଂ ବିମାନ ଦୁର୍ଘଟଣା ଗସ୍ତ; ପାଇଲଟ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲା ଖୈରୁଦ୍ଦିନପୁର ଅଞ୍ଚଳରେ ଏକ ଟ୍ରେନିଂ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ପାଇଲଟ୍‌ଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ବିମାନଟି ଆକାଶରେ ଉଡୁଥିବା ସମୟରେ ପୂର୍ବାହ୍ନ ପ୍ରାୟ ୧୧.୩୦ରେ ହଠାତ୍ ଖସି ତଳେ ପଡ଼ିଯାଇଥିଲା।ତଳେ…

ଅନୁରାଗ କାଶ୍ୟପଙ୍କ ବିରୁଦ୍ଧରେ ସଂସଦ ପରିସରରେ ରୂପା ଗାଙ୍ଗୁଲିଙ୍କ ଧାରଣା

ନୂଆଦିଲ୍ଲୀ: ଯୌନ ନିର୍ଯାତନା ମାମଲାରେ ବଲିଉଡ ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଫସିବାରେ ଲାଗିଛନ୍ତି। ଆଜି ଅନୁରାଗଙ୍କ ବିରୁଦ୍ଧରେ ସଂସଦ ପରିସରରେ ପ୍ରଦର୍ଶନ କରିଛନ୍ତି ବିଜେପି ସାଂସଦରୂପା ଗାଙ୍ଗୁଲି । ଅନୁରାଗ କଶ୍ୟପଙ୍କ ବିରୋଧରେ ସଂସଦ ପରିସରରେ ଧର୍ମଘଟରେ ବସିଥିବା ବିଜେପି ସାଂସଦ ରୂପା…

‘ତବଲିଗି ଜମାତ’ର କାର୍ଯ୍ୟକ୍ରମ ପାଇଁ ଅଧିକ ଲୋକଙ୍କୁ ବ୍ୟାପିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି । ଏପରିକି ତବଲିଗି ଜମାତର କାର୍ଯ୍ୟକ୍ରମ ପାଇଁ ଅଧିକ ବ୍ୟାପକ ହୋଇଛି କରୋନା ସଂକ୍ରମଣ । ସୋମବାର ଦିନ ସଂସଦରେ କିଛି ଏଭଳି ଉତ୍ତର ରଖିଛନ୍ତି ସରକାର । ଶିବସେନା ସାଂସଦ ଅନିଲ ଦେଶାଇ ସଂସଦରେ ଏକ ପ୍ରଶ୍ନ କରିଥିଲେ ।…

ନାବାଳିକା ଝିଅ ସହ ଦୁଷ୍କର୍ମ କରିଥିବା ନେଇ ବାପା ବିରୁଦ୍ଧରେ ଅଭିଯୋଗ ଆଣିଲେ ମା’

ଭୁବନେଶ୍ୱର: ନିଜ ୧୨ ବର୍ଷୀୟା ନାବାଳିକା ଝିଅକୁ ଦୁଷ୍କର୍ମ କରିଛି ବାପା। ଏନେଇ ଝିଅର ମାଆ ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ଏକ ଲଜ୍ୟା ଜନକ ଘଟଣା ଘଟିଛି ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ । ପିଡିତାଙ୍କ ମାଆଙ୍କ ଅଭିଯୋଗ କ୍ରମେ, ନାବାଳିକାର ବାପା ପ୍ରତିଦିନ ମଦ ପିଇ ମା’ଙ୍କୁ ପିଟୁଥିଲା…

ରାଜ୍ୟସଭାରେ ବିଜେଡିର ଦାବି, ବିଜୁ ବାବୁଙ୍କ ନାଁରେ ନାମିତ ହେଉ ପାରାଦୀପ ବନ୍ଦର

ନୂଆଦିଲ୍ଲୀ: ପାରାଦୀପ ବନ୍ଦରକୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରାଯାଉ। ଆଜି ରାଜ୍ୟସଭାରେ ଏଭଳି ଦାବି କରିଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ରାଜ୍ୟସଭାରେ ଶୂନ୍ୟକାଳରେ ଲିଖିତ ଆକାରରେ ପ୍ରସନ୍ନ ଆଚାର୍ଯ୍ୟ ଏଭଳି ଦାବି କରିଥିବା ଜଣା ପଡ଼ିଛି। ତାଙ୍କର ଏହି ଦାବିକୁ…

ବିଧାନସଭା ଅଧିବେଶନ: ଆସନ୍ତା ୨୫ ରେ ସର୍ବଦଳୀୟ ବୈଠକ ଡକାଇବେ ବାଚସ୍ପତି

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୫ ରେ ସର୍ବଦଳୀୟ ବୈଠକ ଡକାଇବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପତ୍ର । ଏନେଇ ବାଚସ୍ପତି ସୋମବାର ଦିନ ସୂଚନା ଦେଇଛନ୍ତି । ଏହି ବୈଠକରେ କୋଭିଡ ଗାଇଡ଼ଲାଇନକୁ କଡାକଡି ପାଳନ କରି ଗୃହର କାର୍ଯ୍ୟକାରିତା ଉପରେ ଆଲୋଚନା କରାଯିବ ବୋଲି ବାଚସ୍ପତି କହିଛନ୍ତି ।।…

ପୂର୍ବତନ ରେଲୱେ କର୍ମଚାରୀ ନାରାଣସିଂହଙ୍କ ପରଲୋକ

ଯାଜପୁର: ଯାଜପୁର ଜିଲ୍ଲା କୋରେଇ ବ୍ଲକ ବରୁଣ୍ଡାଇ ଗ୍ରାମ ପଞ୍ଚାୟତର ବୈତରଣୀ ବଜାର ଲକ୍ଷ୍ମୀ ପୂଜା କମିଟିର ମୁଖିଆ ତଥା ପୂର୍ବତନ ରେଲୱେ କର୍ମଚାରୀ ନାରାଣସିଂହଙ୍କ ହୃଦଘାତରେ ନିଜ ବାସଭବନରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କର ୮୦ ବଷ ବୟସ ହୋଇଥିବା ପରିବାର ସୂତ୍ରରୁ ପ୍ରକାଶ ।…

ଦେଶରେ ବଢୁଛି ସୁସ୍ଥତା ହାର

ନୂଆଦିଲ୍ଲୀ : କ୍ରମାଗତ ତୃତୀୟ ଦିନ ପାଇଁ ଦେଶରେ ୯୦ହଜାରୁ ଅଧିକ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି।କରୋନା ଆରୋଗ୍ୟ ହାରରେ ଭାରତ ୮୦ % ପାର୍ କରିଛି । କ୍ରମାଗତ ଭାବରେ ଭାରତରେ ଆରୋଗ୍ୟଙ୍କ ହାର ବଢ଼ିବାରେ ଲାଗିଛି। ଲଗାତାର ତୃତୀୟ ଦିନ ପାଇଁ ଭାରତରେ ୯୦, ୦୦୦ ରୁ ଅଧିକ ଆରୋଗ୍ୟ ଚିହ୍ନଟ…

ଏକବିଂଶ ଶତାବ୍ଦୀ ପାଇଁ କୃଷି ବିଲ୍ ଜରୁରୀ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରବିବାର ଦିନ ସଂସଦରେ ପାରିତ ହୋଇଥିବା ଦୁଇଟି କୃଷି ସଂସ୍କାର ବିଲ୍ ଏକବିଂଶ ଶତାବ୍ଦୀର ଆବଶ୍ୟକତା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିସହିତ କୃଷକମାନଙ୍କ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ପୂର୍ବପରି ଜାରି ରହିବ ବୋଲି ମଧ୍ୟ ସେ ଆଶ୍ୱାସନା ଦେଇଛନ୍ତି।…