Latest Odisha News

BREAKING NEWS

କପିଳା ବାତ୍ସାୟନ ଓ ଓଡିଶାର ସାଂସ୍କୃତିକ ଇତିହାସ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଏକ ପରିପୂର୍ଣ୍ଣ ଜୀବନ ବଞ୍ଚିବା ପରେ କପିଳା ବାତ୍ସାୟନ ଜଗତରୁ ବିଦାୟ ନେଇଛନ୍ତି। ୯୨ ବର୍ଷର ଦୀର୍ଘ ଜୀବନ ଓ ସାଧନାରେ ସେ ଭାରତ ଇତିହାସରେ ଅନେକ ନୂଆ ଅଧ୍ୟାୟ ଯୋଡିଛନ୍ତି। କେବଳ ଭାରତ ନୁହେଁ, ପୂରା ଏସିଆ ମହାଦେଶର ସାଂସ୍କୃତିକ ଇତିହାସରେ…

ଆଇପିଏଲ୨୦୨୦: ବାଙ୍ଗାଲୋରର ଦମଦାର ବିଜୟ, ଚହଲ ମ୍ୟାନ ଅଫ୍ ଦି ମ୍ୟାଚ୍

ଦୁବାଇ : ଆଜି ଆଇପିଏଲରେ ଆରସିବି ଓ ଏସଆରଏଚ୍ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ବେଙ୍ଗାଲୋର ବାଜି ମାରି ନେଇଛି । ଆଉ କ୍ରିକେଟର ଯୁଗଭେନ୍ଦ୍ର ଚହଲ ୪ ଓଭରରେ ୧୮ ରନ ବଦଳରେ ତିନିଟି ୱିକେଟ୍ ନେଇଥିଲେ । ତାଙ୍କୁ ଆଜିର ମ୍ୟାଚରେ ମ୍ୟାନ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି । ଆଜି ପ୍ରଥମେ ଟସ୍ ଜିତି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା୨୨-୯-୨୦୨୦ ମଙ୍ଗଳବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର  ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ତା ୨୨ ରିଖ ମଙ୍ଗଳବାର କନ୍ୟା ୭ ଦିନ ଆଶ୍ବିନ ମଳ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର   ଘାତ ବାର-: ମକର ରାଶିର    ଘାତ…

‘ଏସ ସି ବି’ ଠାରେ ନୂତନ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ କରାଯିବ ନେଇ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ…

କଟକ: ଏସ ସି ବି ନୁତନ ଭେଷଜ କୋଠାରେ କୋଭିଡ ହସ୍ପିଟାଲ କୁ ତୁରନ୍ତ କାର୍ଯ୍ୟକ୍ଷମ କରାଯିବା ସହିତ ଆବଶ୍ୟକ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀ ଅନିଲ କୁମାର ସାମଲଙ୍କ ଅଧକ୍ଷତାରେ ଏକ ଜରୁରୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଉଭୟ ଜିଲ୍ଲାପାଳ ଶ୍ରୀ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୭୦୪ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୭୦୪ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଖୋର୍ଦ୍ଧାରୁ ୭୯୬, କଟକରୁ ୩୨୦, ପୁରୀରୁ ୨୫୬, ଝାରସୁଗୁଡାରୁ ୧୫୧, କେନ୍ଦ୍ରାପଡାରୁ ୧୪୭, ବଲାଙ୍ଗୀରରୁ ୧୩୬,…

ରବି ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ ବଢାଇଲେ ସରକାର; ଜାଣନ୍ତୁ କାହାର କେତେ ମୂଲ୍ୟ

ନୂଆଦିଲ୍ଲୀ: କୃଷି ବିଲକୁ ନେଇ ବିରୋଧିଙ୍କ ମଧ୍ୟରେ ଅସନ୍ତୋଷ ଜାରି ରହିଥିବା ବେଳେ ସୋମବାର ଦିନ କେନ୍ଦ୍ର ସରକାର ୨୦୨୧-୨୨ ରବି ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି)କୁ ବୃଦ୍ଧି କରିଛନ୍ତି । ଏସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ।…

ଲଢୁଆ ବିମାନ ରାଫେଲ୍ ଉଡାଇବେ ବାୟୁସେନାର ମହିଳା ପାଇଲଟ୍‌!

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଲଢୁଆ ରାଫେଲ୍ ବିମାନ ଉଡାଇବେ ବାୟୁସେନାର ମହିଳା ପାଇଲଟ୍ । ବାୟୁସେନାର ଜଣେ ମହିଳା ପାଇଲଟ୍ ‘ଗୋଲଡେନ୍ ଏରୋ’ ସ୍କ୍ୱାର୍ଡନରେ ସାମିଲ ହେବାକୁ ଯାଉଛନ୍ତି । ମହିଳା ପାଇଲଟ ଜଣକ ରାଫେଲ୍ ବିମାନ ଉଡାଇବା ଲାଗି ଟ୍ରେନିଂ ନେଉଥିବା ନେଇ ସୋମବାର ଦିନ ସୁତ୍ରରୁ ପ୍ରକାଶ…

ଆଇଆଇଏମ୍‍ସିରେ ଶ୍ରଦ୍ଧାଞ୍ଜଳି ଅର୍ପଣ; ‘ସଂସ୍ଥାନର ବଡ଼ ସ୍ତମ୍ଭ ଥିଲେ ଅଭୟ ପାଢ଼ୀ’

ଢେଙ୍କାନାଳ: ଭାରତୀୟ ଜନସଂଚାର ସଂସ୍ଥାନ(ଆଇଆଇଏମସି) ଯେଉଁ ଦିନରୁ ଆରମ୍ଭ ହୋଇଛି, ସେହିଦିନଠାରୁ ଅଭୟ ପାଢ଼ୀ ଏହା ସହ ଜଡ଼ିତ ହୋଇ ରହିଛନ୍ତି । ସଂସ୍ଥାନର ପ୍ରତିଟି କଥାରେ ସହଭାଗୀ ହୋଇଛନ୍ତି । ଦୀର୍ଘ ୨୮ ବର୍ଷ ଧରି ଆଇଆଇଏମସିର ଛାତ୍ରଛାତ୍ରୀଙ୍କୁ ସେ ପାଠ ପଢାଇଛନ୍ତି । ତାଙ୍କର ବିୟୋଗରେ…

ଓଡିଆ ପର୍ବତାରୋହୀ ନୀଳାଚଳଙ୍କ ନାଁ ଲେଖାଥିବା ଜର୍ସି ପିନ୍ଧିଲେ ଅନ୍ତର୍ଜାତୀୟ କ୍ରିକେଟର ଟିପ୍ପୋ ମୋରିସ୍

ଭୁବନେଶ୍ୱର: କରୋନା ଅନ୍ତର୍ଜାତୀୟ ପର୍ବତାରୋହୀ ନୀଳାଚଳ ପରିଡାଙ୍କୁ ସଜାଇଲା ପରିବା ବ୍ୟବସାୟୀ । କିନ୍ତୁ ଏ ଭିତରେ ସେ ବରିଷ୍ଠ ନାଗରିକଙ୍କ ପାଇଁ ଫ୍ରି ଡେଲିଭରିର ବ୍ୟବସ୍ଥା କରିଛନ୍ତି । ଏ ନେଇ ଜାତୀୟ ଗଣ ମାଧ୍ୟମରେ ଖବର ପ୍ରସାରିତ ହେବା ପରେ ତାଙ୍କୁ ଆଜିର ଆଇପିଏଲ ମ୍ୟାଚରେ ସମ୍ମାନ…

ବିଏସଏଫ୍ ଆଇଜି ହେଲେ ଓଡିଶା କ୍ୟାଡରର ଆଇପିଏସ୍ ଅଧିକାରୀ

ଭୁବନେଶ୍ୱର: ଓଡିଶା-କ୍ୟାଡର ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କୁ ସୀମା ସୁରକ୍ଷା ବଳ (ବିଏସଏଫ)ର ଇନ୍ସପେକ୍ଟର ଜେନେରାଲ (ଆଇଜି) ଭାବେ କେନ୍ଦ୍ର ପକ୍ଷରୁ ନିଯୁକ୍ତ କରାଯାଇଛି । ଓଡିଶାର ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠିରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦର୍ଶାଯାଇଛି, ୧୯୯୩ ବ୍ୟାଚ୍…