Latest Odisha News

BREAKING NEWS

ନିଲମ୍ବିତ ସାଂସଦଙ୍କୁ ଚା’ ପିଆଇଲେ ରାଜ୍ୟସଭା ଉପାଧ୍ୟକ୍ଷ, ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୃଷି ବିଲକୁ ବିରୋଧ କରି ରାଜ୍ୟସଭାରେ ହଙ୍ଗାମା କରିଥିବା ୮ଜଣ ସାଂସଦଙ୍କୁ ନିଲମ୍ବିତ କରାଯିବା ପରେ ସଂସଦ ବାହାରେ ଧାରଣାରେ ବସିଛନ୍ତି ସାଂସଦ । ହେଲେ ଆଜି ସକାଳୁ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଗାନ୍ଧିମୂର୍ତ୍ତି ତଳେ ଧାରଣାରେ ବସିଥିବା ନିଲମ୍ବିତ ସାଂସଦଙ୍କ…

ଡବଲ ମର୍ଡର, ଘରେ ପଶି ଦମ୍ପତିଙ୍କୁ ହତ୍ୟା

ସୁନ୍ଦରଗଡ: ଘରେ ପଶି ଦମ୍ପତିଙ୍କୁ ହତ୍ୟା କଲା ଦୁର୍ବୃତ୍ତ । ସୁନ୍ଦରଗଡ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳକଟା ଗାଁରେ ଘଟିଛି ଡବଲ ମର୍ଡର। ପାରୁ ମୁଣ୍ଡା ଏବଂ ମଦପାଲି ମୁଣ୍ଡାଙ୍କୁ ଘରେ ପସି କେହି ଜଣେ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ…

ମହାରାଷ୍ଟ୍ର କୋଠା ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି

ମୁମ୍ବାଇ: ଗତକାଲି ଭୋରୁ ମହାରାଷ୍ଟ୍ରର ଭିୱଣ୍ଡିରେ ଏକ ତିନି ମହଲା କୋଠା ଭୁଶୁଡି ପଡିଥିଲା ।  ପ୍ରଥମେ ୮ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ‌ପରେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଥିଲା। ଏବେ ଘଟଣାର ୨୪ଘଣ୍ଟା ପରେ ଆଉ ୧୦ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଯାହାଫଳରେ ମୃତ୍ୟୁ ସଂଖ୍ୟା…

ଖଣ୍ଡା ଦେଖାଇ ଲୁଟିନେଲେ ଦେଢ଼ ଲକ୍ଷ

ଗଞ୍ଜାମ: ଦୋକାନରେ ପଶି ଖଣ୍ଡା ଦେଖାଇ ଲୁଟ୍ । ଗଂଜାମ ଜିଲ୍ଳା କବିସୂର୍ଯ୍ୟନଗର ଥାନା ଭେଙ୍କଟେଶ୍ୱର ସାହିରେ ଘଟିଛି ଏଭଳି ଘଟଣା । ଦିନ ଦ୍ୱିପହରେ ଏକ ଲୁଗା ଦୋକାନରେ ପଶି ଖଣ୍ଡା ଦେଖାଇ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଏହି ଲୁଟ୍‌ର ପୁରା ଘଟଣା ସିସିଟିଭିରେ କଏଦ୍ ହୋଇଛି ।…

ହସର ପସରା ଆଣିଛି ଜୀ ସାର୍ଥକର ‘ଖାଡେଙ୍ଗା ଫ୍ୟାମିଲି’

ଭୁବନେଶ୍ୱର : ଜୀ ସାର୍ଥକ ପକ୍ଷରୁ ଆରମ୍ଭ ହୋଇଛି ନୂଆ କମେଡି ସୋ ‘ଖାଡେଙ୍ଗା ଫ୍ୟାମିଲି’ । ଗତ କିଛି ଦିନ କରୋନା ଯୋଗୁଁ ମନୋରଂଜନ କ୍ଷେତ୍ର ଟିକେ ମାନ୍ଦାବସ୍ଥା ଦେଇ ଗତି କରୁଛି । ଲକ୍ ଡାଉନ ପରେ କମେଡିରେ ଭରପୁର ଏହି ନୂଆ ଧାରାବାହିକ ଆସିଛି । ଏହି ଖାଡେଙ୍ଗା ଫ୍ୟାମିଲିରେ ଅଛନ୍ତି କୁନା…

ବିପଦ ସଂକେତ ଉପରେ ଜଳକା ନଦୀ

ବାଲେଶ୍ୱର: ବିପଦ ସଂକେତ ଟପିଲା ଜଳକା । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ଜଳକା ନଦୀର ଜଳସ୍ତର ବଢ଼ିଛି । ବସ୍ତା ବ୍ଲକ ମଥାନୀରେ ଜଳକା ବିପଦ ସଂକେତ ୫. ୫୦ ମିଟର ଥିବା ବେଳେ ସେଠାରେ ଜଳସ୍ତର ୫.୮୦ ମିଟର ରହିଛି । ଗତକାଲି ନଦୀର ଉପରମୁଣ୍ଡରେ ଥିବା ରାସଗୋବିନ୍ଦପୁର,…

ବଲିଉଡ ଡ୍ରଗ୍ସ ଲିଙ୍କ: ଏନ୍‌ସିବି ରାଡାର୍‌ରେ ଦୀପିକା ପାଦୁକୋନ୍ ଓ ନମ୍ରତା ଶିରୋଦକର !

ମୁମ୍ବାଇ: ଏବେ ଏନ୍‌ସିବି ରାଡାର୍‌ରେ ଆଉ ୨ ବଲିଉଡ ଷ୍ଟାର । ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତ୍ରୀ ସାରା ଅଲ୍ଲି ଖାନ୍ ଓ ରାକୁଲ ପ୍ରିତ ସିଂହଙ୍କ ପରେ ବଲିଉଡର ଟପ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ନାଁ ସାମ୍ନାକୁ ଆସିଛି । ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଏବଂ ଡ୍ରଗ୍ସ ଲିଙ୍କ…

କୃଷି ବିଲ୍‌କୁ ନେଇ ବିରୋଧ, ରାତିରେ ସଂସଦ ପରିସରରେ ବିରୋଧୀଙ୍କ ଧାରଣା

ନୂଆଦିଲ୍ଲୀ: କୃଷି ବିଲ୍ ପାରିତ ହେବା ପରେ ମଧ୍ୟ ରାଜ୍ୟସଭାରେ ଜାରି ରହିଛି ବିରୋଧ । କଂଗ୍ରେସ ସାଂସଦମାନେ ରାତିରେ ସଂସଦ ବାହାରେ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ବିଲ୍‌ରେ ଦସ୍ତଖତ ନକରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ଅନୁରୋଧ କରିବାକୁ ଯିବା ବେଳେ ସୃଷ୍ଟି ହୋଇଥିଲା ଉତ୍ତେଜନା…

ଗପ: ଇଚ୍ଛାମୃତ୍ୟୁ

ଜ୍ଞାନ ରଞ୍ଜନ କର ବୟସ ୭୮। କପାଳରୁ ସିନ୍ଦୁରର ଦାଗ ଅନେକ ଦିନରୁ ଲିଭିଲାଣି। ଖଟ ଉପରେ ଶୋଇ ଶୋଇ ଦେହରେ ହୋଇଥିବା ଘା' ଦୀର୍ଘ ୭ ବର୍ଷର ମରଣାନ୍ତକ ଯନ୍ତ୍ରଣାକୁ ସ୍ପଷ୍ଟ ସୁଚେଇ ଦେଉଛି। ଯେଉଁ ଦେହରୁ ୧୨ହାତି ଲୁଗା ଆଜୀବନ ମଥାରୁ ଖସି ନଥିଲା ସେଇ ଦେହଟି ଏବେ ଗାମୁଛାଟିରେ ଢଙ୍କା ନହେବାକୁ…

ଆଜିଠୁ +୩ ଓ ପିଜି ଶେଷ ସେମିଷ୍ଟର

ଭୁବନେଶ୍ୱର: କରୋନା କଟକଣା ଭିତରେ ଆଜିଠାରୁ ଆରମ୍ଭ ହେଉଛି ପରୀକ୍ଷା । ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆଜିଠାରୁ ଯୁକ୍ତ ୩ ଏବଂ ପିଜି ଶେଷ ସେମିଷ୍ଟର ପରୀକ୍ଷା ଆରମ୍ଭ ହୋଇଛି । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ…