କରୋନା ଆତଙ୍କ: ନିୟମ ଭାଙ୍ଗିଲେ ଇଂଲଣ୍ଡରେ ଭୋଗିବାକୁ ପଡ଼ିପାରେ ଜେଲ ଦଣ୍ଡ !
ଲଣ୍ଡନ: ମରଣାନ୍ତକ କୋଭିଡ୍ ୧୯ ନଭେଲ୍ କରୋନା ଭାଇରସ୍ ଏବେ ୧୫୬ଟିରୁ ଅଧିକ ଦେଶରେ କାୟା ବିସ୍ତାର କରିସାରିଲାଣି । କରୋନା ଭୂତାଣୁ ଲାଗି ଏବେ ୟୁରୋପର ସ୍ଥିତି ସାଂଘାତିକ । ବିଶ୍ୱରେ ଚୀନ ପରେ ଇଟାଲିରେ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେବେ ଇଂଲଣ୍ଡରେ ମଧ୍ୟ କରୋନା ଭୂତାଣୁ ସଂକ୍ରମିତ…