Latest Odisha News

BREAKING NEWS

ପରଲୋକରେ ଓଡିଆ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀ

ଭୁବନେଶ୍ୱର: ଓଡିଆ ସିନେ ଜଗତର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶଖ ବାଚୁ ମୁଖାର୍ଜୀ ରବିବାର ସନ୍ଧ୍ୟାରେ ବାରିପଦାଠାରେ ଶେଷ ନଶ୍ୱାସ ତ୍ୟାଗ କରିଛନ୍ତି । ସିନେ ଜଗତରେ ସେ ବାଚୁ ଦା ନାମରେ ବେଶ୍ ପରିଚିତ ଥିଲେ । ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଫୁଲଚନ୍ଦନ…

କରୋନା ସଂକ୍ରମଣ ନେଇ ବିଏମ୍‌ସିରେ ଖୋଲିଲା ସ୍ୱତନ୍ତ୍ର କୋଭିଡ-୧୯ ସେଲ୍

ଭୁବନେଶ୍ୱର: କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୋମବାରଠାରୁ ଏକ ସ୍ୱତନ୍ତ୍ର କୋଭିଡ୍‌-୧୯ କକ୍ଷ ଖୋଲାଯିବା ନେଇ ଘୋଷଣା କରାଯାଇଛି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲା ରହିବାକୁ ଥିବା ଏହି ସ୍ୱତନ୍ତ୍ର ସେଲ୍ କରୋନା ଭୂତାଣୁ ସଂକ୍ରମଣ…

କରୋନା ସଂକ୍ରମଣ ନେଇ ହସ୍ପିଟାଲ, ହୋଟେଲ ଓ ପାର୍କ ପାଇଁ ଏସ୍‌ଓପି ଜାରି କଲା ବିଏମ୍‌ସି

ଭୁବନେଶ୍ୱର: ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବିଏମସି ପକ୍ଷରୁ ସହରର ସମସ୍ତ ହସ୍ପିଟାଲ, ହୋଟେଲ ଏବଂ ପାର୍କଗୁଡିକ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ (ଏସ୍‌ଓପି) ଜାରି କରାଯାଇଛି । ଗତ ରବିବାର ବିଏମସି ସମ୍ମିଳନୀ କକ୍ଷରେ ରାଜଧାନୀର ସମସ୍ତ ଘରୋଇ ହସ୍ପିଟାଲ,…

କରୋନା ସଂକ୍ରମଣ ବିପଦ: ଆଜିଠୁ ଭୁବନେଶ୍ୱର-କଟକ ଟ୍ୱିନସିଟିରେ ସପିଂ ମଲ ବନ୍ଦ

ଭୁବନେଶ୍ୱର: ଆଜିଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଟ୍ୱିନସିଟି ଭୁବନେଶ୍ୱର ଏବଂ କଟକ ସହରର ସମସ୍ତ ସପିଂ ମଲକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛି କମିଶନରେଟ୍ ପୋଲିସ । ଓଡିଶା ଅର୍ବାନ ପୋଲିସ ଆକ୍ଟର ଧାରା ୩୫ ଅନୁଯାୟୀ ପୋଲିସ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । କରୋନା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୬-୩-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ  ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ  ତା ୧୬ ରିଖ  ସୋମବାର ମୀନ ୩ ଦିନ ଚୈତ୍ର  ମାସ କୃଷ୍ଣ ପକ୍ଷ   ଅଷ୍ଟମୀ ତିଥି  ଜ୍ଯେଷ୍ଠା   ନକ୍ଷତ୍ର  ବିଛା ଚନ୍ଦ୍ର  ଘାତ ବାର: ମିଥୁନ ରାଶିର  ଘାତ ଚନ୍ଦ୍ର: ସିଂହ କନ୍ୟା ଓ  ମକର ରାଶି…

ଓଡିଶାକୁ ଛୁଇଁଲା କରୋନା: ଆକ୍ରାନ୍ତ ଯୁବକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ସାରା ବିଶ୍ୱରେ ମାରାତ୍ମକ କରୋନା ନିଜର କାୟା ବିସ୍ତାର କରି ସାରିଛି । ସାମ୍ନାକୁ ଆସିଛି ଓଡ଼ିଶାରେ ପ୍ରଥମ କରୋନା ପଜିଟିଭ୍‌ ରୋଗୀ । ଭୁବନେଶ୍ବର ଅଞ୍ଚଳର ଜଣେ ୩୧ ବର୍ଷୀୟ ଯୁବକଙ୍କଠାରେ ଏହି ମାରାତ୍ମକ ଭୂତାଣୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା…

ସୁଟିଂ ଫ୍ଲୋରରେ ନାରୀକୈନ୍ଦ୍ରିକ ସିନେମା ‘ମୁଁ ଅଭିନେତ୍ରୀ’

ଭୁବନେଶ୍ୱର: ଆକ୍ସନ ହିରୋ କିମ୍ବା ରୋମାଣ୍ଟିକ ଚକଲେଟ ବୟ କାହାଣୀ ଉପରେ ଫୋକସ ରଖୁଥିବା ଓଲିଉଡ ରେ ଅଭିନେତ୍ରୀ ମୁଖ୍ୟ ଚରିତ୍ରରେ ରହିଥିବା ଖୁବ କମ । ତେବେ ଏହି ଅଭାବ କମ କରିବା ପାଇଁ ଆଗକୁ ଆସୁଛି ଏକ ହିରୋଇନ କୈନ୍ଦ୍ରିକ ସିନେମା 'ମୁଁ ଅଭିନେତ୍ରୀ' । ଶାରଳା ପ୍ରଡକ୍ସନର ଏହି ଚଳଚିତ୍ରରେ…

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର କରୋନା ଟେଷ୍ଟ ନେଗେଟିଭ୍‌

ନ୍ୟୁୟର୍କ:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର କରୋନା ଟେଷ୍ଟ ନେଗେଟିଭ୍‌ ଆସିଛି । ହ୍ୱାଇଟ୍‌ ହାଉସ୍‌ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି । ଏକ ଉଚ୍ଚସ୍ତରୀୟ ସମ୍ମିଳନୀରେ କରୋନା ସଂକ୍ରମିତ ଜଣେ ରାଷ୍ଟ୍ରଦୂତଙ୍କ ସହ ଟ୍ରମ୍ପଙ୍କର ସାକ୍ଷାତକାର ହୋଇଥିଲା ।…

ମଞ୍ଜ୍ରେକରଙ୍କୁ କମେଣ୍ଟ୍ରି ପ୍ୟାନେଲରୁ ହଟାଇଲା ବିସିସିଆଇ

ନୂଆଦିଲ୍ଲୀ : ବିସିସିଆଇ ପୂର୍ବତନ କ୍ରିକେଟର ସଞ୍ଜୟ ମଞ୍ଜ୍ରେକରଙ୍କୁ ଭାଷ୍ୟକାର(କମେଣ୍ଟ୍ରି) ପ୍ୟାନେଲରୁ ହଟାଇଦେଇଛି । ବିଶ୍ବର ବଡ଼ ଭାଷ୍ୟକାର ତାଲିକାରେ ଅନ୍ତର୍ଭୁକ୍ତ ଥିବା ମଞ୍ଜରେକର ଗତ ତିନିଟି ବିଶ୍ୱକପ୍‌ରେ କମେଣ୍ଟ୍ରି କରିଥିଲେ। ସୂଚନା ଅନୁସାରେ ତାଙ୍କୁ ଭାରତ-ଦକ୍ଷିଣ ଆଫ୍ରିକା…

କରୋନା ମୁକାବିଲା: ୪ ଓଏସଡି ନିଯୁକ୍ତ କଲେ ଓଡିଶା ସରକାର

ଭୁବନେଶ୍ୱର: ରାଜ୍ୟରେ ଘାତକ କରୋନାଭାଇରସର ମୁକାବିଲା କରିବା ପାଇଁ ଓଡିଶା ସରକାର ୪ ଜଣ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ରବିବାର ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ବିଶେଷ ଡ୍ୟୁଟି ପାଇଁ ୪ଜଣ ଯୁବ ଆଇଏଏସ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ଏକ ପ୍ରଶାସନିକ ଅଧିସୂଚନା…