ରାଉରକେଲା ହସ୍ପିଟାଲର ଏହି ଓପିଡି ସେବା ବନ୍ଦ
ଭୁବନେଶ୍ୱର: ୨ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହେବାପରେ ଶୁକ୍ରବାର ଦିନ ରାଉରକେଲା ହସ୍ପିଟାଲର ଅବସ୍ଟେଟ୍ରିକ୍ସ ଏବଂ ଗାଇନୋକୋଲୋଜିର ଓପିଡିକୁ ୨ ଦିନ ପାଇଁ ବନ୍ଦ କରାଯାଇଛି ।
ଏଥିସହିତ ଅଲଟ୍ରାସାଉଣ୍ଡ ବିଭାଗର ସେବା ମଧ୍ୟ ବନ୍ଦ କରି ଦିଆଯାଇଛି ।
ପ୍ରାପ୍ତ ସୂଚନାନୁଯାୟୀ କରୋନା…