ଚୀନର ସୁଖୋଇ ବିମାନ ଖସାଇଲା ତାଇୱାନ, ବିବାଦ ଘନେଇଲା !
ବେଜିଂ: ଦକ୍ଷିଣ ଚୀନ ସାଗର ସୀମା ବିବାଦ ନେଇ ଚୀନ ଓ ତାଇୱାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଶୁକ୍ରବାର ଚୀନର ଏକ ସୁଖୋଇ ବିମାନ ତାଇୱାନ ସୀମାରେ ପ୍ରବେଶ କରିବାରୁ ସୁରକ୍ଷା ଦୃଷ୍ଟିକୋଣରୁ ଏହାକୁ ଖସାଇ ଦିଆଯାଇଛି । ସୋସିଆଲ ସାଇଟରେ ଏହି ଖବର ଭାଇରାଲ ହେଉଥିଲେ ମଧ୍ୟ ଏ…