କରୋନା ଭାଇରସ: ଆମେରିକାରେ ମୃତ୍ୟୁ ସଂଖ୍ୟା ୯ ଛୁଇଁଲା ,ବିଶ୍ୱରେ ଟପିଲା ୩ ହଜାର
ଭୁବନେଶ୍ୱର: ସାରା ବିଶ୍ୱରେ ଏବେ କରୋନା ଭୟ । ଚୀନ ପରେ ଏହି ମାରାତ୍ମକ ଭୂତାଣୁ ଏବେ ଯୁକ୍ତରାଷ୍ଟ୍ର ଆମେରିକାରେ ନିଜ କାୟା ବିସ୍ତାର କରିବାରେ ଲାଗିଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକାର ୱାସିଙ୍ଗଟନ ସହରରେ କରୋନା ପ୍ରଭାବରେ ୯ ଜଣଙ୍କର ପ୍ରାଣ…