Latest Odisha News

BREAKING NEWS

ରଣବୀର ସିଂ, ରଣବୀର କାପୁର, ଭିକ୍କିଙ୍କ ରକ୍ତ ନମୂନା ପରୀକ୍ଷା କରିବା ପାଇଁ କହିଲେ କଙ୍ଗନା

ମୁମ୍ବାଇ: ବଲିଉଡର କୁଇନ ଆଖ୍ୟା ପାଇଥିବା କଙ୍ଗନା ରାନାୱତ ବୁଧବାର ଚାଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଡ୍ରଗ୍ସ ସେବନକାରୀଙ୍କ ପାଇଁ ବଲିଉଡ ଭୂସ୍ୱର୍ଗ ପାଲଟିଛି । ଏପରି କି ସେ ରଣବୀର କାପୁର, ରଣବୀର ସିଂ ଓ ଭିକ୍କି କୌଶଲଙ୍କ ପରି ଅଭିନେତା ରକ୍ତ ନମୂନା ପରୀକ୍ଷା କରାଇବା ପାଇଁ ଆଗେଇ…

ୟୁଜି/ପିଜି ପରୀକ୍ଷା ଘୁଞ୍ଚାଇବାକୁ ୟୁଜିସିକୁ ଚିଠି

ଭୁବନେଶ୍ୱର: ୟୁଜି ପିଜି ପରୀକ୍ଷା ପାଇଁ ସମୟ ମାଗିଲେ ସରକାର । ରାଜ୍ୟରେ ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷାର ଡେଡଲାଇନ ବୃଦ୍ଧି କରିବାକୁ ୟୁଜିସିକୁ ଅନୁରୋଧ କଲେ ରାଜ୍ୟ ସରକାର । ପରୀକ୍ଷା ଶେଷ କରିବାକୁ ସେପ୍ଟେମ୍ବର ୩୦ ପରିବର୍ତ୍ତେ ୧୦ ଅକ୍ଟୋବର ପର୍ଯ୍ୟନ୍ତ ସମୟ ଦେବାକୁ ଚିଠି…

ଗଣିତ ଖେଳ : ଆସ ଖେଳିବା ପଣିକିଆ

ପିଲାଦିନେ ଆମେ ସମସ୍ତେ ପଣିକିଆ ବା ଗୁଣନଖନ୍ଦା ବଡ଼ କଷ୍ଟରେ ମନେ ରଖିଥାଉ । ଯେତେବେଳେ ଗୁଣନ ପ୍ରକ୍ରିୟା ସଂପର୍କରେ ଜାଣୁ, ଅବଶ୍ୟ ସେତେବେଳେ ଆଉ ବଡ଼ ସଂଖ୍ୟାର ଗୁଣନଖନ୍ଦା ମନେ ରଖିବା ଦରକାର ପଡେନି । ଏଥିପାଇଁ ଆମେ ମନେ ମନେ ବା କାଗଜ କଲମ ସାହାଯ୍ୟରେ ଦୁଇ ସଂଖ୍ୟାକୁ ଗୁଣି ଗୁଣଫଳ କହିପାରେ…

ଅଢ଼େଇ ଘଣ୍ଟାର ଅପରେସନ୍‌, ପଥର ଖୋଲରୁ ବାହାରିଲା ୫ ବର୍ଷର ଶିଶୁ

ବୌଦ୍ଧ: ପଥର ଖୋଲାରେ ଫସିଗଲା ୫ ବର୍ଷର ଶିଶୁ । ଦୀର୍ଘ ଅଢ଼େଇ ଘଣ୍ଟାର ଅପରେସନ୍ ପରେ ଶେଷରେ ତାକୁ ଉଦ୍ଧାର କରାଯାଇଛି । ଅଗ୍ନିଶମ ବାହିନୀ ଶିଶୁଟିକୁ ଉଦ୍ଧାର କରିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଳା ପୁରୁଣା କଟକର ବୁରୁଗୁଡା ଗାଁରେ । ବୁଧବାର ସକାଳୁ ଗ୍ରାମର…

ଆଦିତ୍ୟ ଦାସ ମୃତ୍ୟୁ ମାମଲା: ସାଇକୋ ଲେଡିକୁ ନେଇ ବିକାଶଙ୍କ ବଡ ବୟାନ

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମତ୍ୟୃକୁ ନେଇ ପ୍ରତିଦିନ ଆସୁଛି ନୂଆ ନୂଆ ମୋଡ । ଗତକାଲି ଆଦିତ୍ୟଙ୍କ ମୃତ୍ୟୁ ପଛରେ ଜଣେ ସାଇକୋ ଲେଡିଙ୍କ ସଂପର୍କ ଥିବା ନେଇ ଆଦିତ୍ୟ ବାପାଙ୍କ ଅଭିଯୋଗ ପରେ ଏବେ ମୁହଁ ଖୋଲିଛନ୍ତି ସହଯୋଗୀ ବିକାଶ । ସେ କହିଛନ୍ତି , ସାଇକୋ ଲେଡି ବୋଲି ଯାହାକୁ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଡ୍ରଗ୍ସ ଲିଙ୍କରେ ୨ ଗିରଫ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଏବେ ସିବିଆଇ ଓ ଇଡି ତଦନ୍ତ ଜାରି ରଖିଛନ୍ତି । ଅନ୍ୟପଟେ ସୁଶାନ୍ତ ମାମଲାରେ ଡ୍ରଗ୍ କନେକସନ ଆସିବା ପରେ କେନ୍ଦ୍ରୀୟ ନାର୍କୋଟିକ୍ସ ବ୍ୟୁରୋ ସଜାଗ ହୋଇଯାଇଛି । ନାର୍କୋଟିକ୍ସ ବ୍ୟୁରୋ ଡ୍ରଗ୍ସ ଲିଙ୍କ କନେକସନ୍ ମାମଲାରେ ଦୁଇ ଜଣଙ୍କୁ…

ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲା: ସିବିଆଇ ଆତ୍ମହତ୍ୟା ଦିଗରୁ ତଦନ୍ତ ଆଗକୁ ବଢାଇବ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ ଏପର‌୍ୟ୍ୟନ୍ତ କୌଣସି ପ୍ରମାଣ ପାଇନି । ତଦନ୍ତ ଏବେ ବି ଜାରି ରହିଛି ଓ ସିବିଆଇ ଆତ୍ମହତ୍ୟା କରିଥିବା ଦିଗରୁ ତଦନ୍ତ ଆଗକୁ ବଢାଇବ । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା…

କାଲି ଏକ ନମ୍ବର ହେବ ଖୋର୍ଦ୍ଧା !

ଭୁବନେଶ୍ୱର: କରୋନା ସଂକ୍ରମଣରେ ଗଞ୍ଜାମକୁ ଟପିଯିବ ଖୋର୍ଦ୍ଧା । ରେଡହଟ୍ ଜିଲ୍ଲା ଭାବରେ ଉଭା ହୋଇଛି । ପ୍ରତିଦିନ ପାଞ୍ଚ ଶହରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କେତେବେଳେ ସଂଖ୍ୟା ସାତ ଶହ ବି ଡେଇଁ ଯାଉଛି । ଏଯାଏଁ ଗଞ୍ଜାମ ସଂକ୍ରମିତ ଜିଲ୍ଲା ତାଲିକାର ଏକ ନମ୍ବରରେ ରହିଛି ।…

ନେତାଙ୍କୁ କରୋନା: ବିଧାନସଭା ଅଧିବେଶନ ପୂର୍ବରୁ ହେବ କି ବିଧାୟକଙ୍କ କୋଭିଡ୍ ଟେଷ୍ଟ ?

ଭୁବନେଶ୍ୱର: ରାଜ୍ୟରେ ମହାମାରୀ ମାଡ଼ି ମାଡ଼ି ଚାଲିଛି । ଲକ୍ଷେ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ନେତା, ମନ୍ତ୍ରୀ ବି ସଂକ୍ରମିତ ହେଲେଣି । ଆଗକୁ ବିଧାନସଭାର ମୌସୁମୀ ଅଧିବେଶନ ବସୁଛି । ବିଧାୟକ ସଂକ୍ରମିତ ହେଉଥିବା ବେଳେ କିଭଳି ସତର୍କତାମୂଳକ ପଦକ୍ଷେପ ସହ ଅଧିବେଶନ ଚାଲିବ ତାକୁ ନେଇ ଏବେ…

କରୋନା ସଂକ୍ରମିତ ବିଧାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଜଣଙ୍କ ପରେ ଜଣେ ବିଧାୟକ କରୋନା ସଂକ୍ରମିତ ହେଉଛନ୍ତି । ଗତକାଲି ପଜିଟିଭ ବାହାରିଥିବା ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବରୀ ବିଧାୟିକା ସୁନନ୍ଦା ଦାସ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…