Latest Odisha News

BREAKING NEWS

ଏନଏଚ-୧୬ରେ ବସ ଓଲଟି ୨୫ ଯାତ୍ରୀ ଆହତ, ୩ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଭୋଗିଆ ଛକ ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୫୦ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ବସ ଓଲଟି ପଡିବାରୁ ୨୫ଜଣ ଯାତ୍ରୀ ଆହତ ହୋଇଛନ୍ତି । ବସଟି ଦ୍ରୁତ ଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି…

ଶାହିନବାଗରେ ଲାଗୁ ହେଲା ୧୪୪ ଧାରା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ଦିଲ୍ଲୀ ଶାହିନବାଗରେ ଗଲା ୨ମାସ ହେବ ଆନ୍ଦୋଳନ ଚାଲିଛି । ଏହାରି ଭିତରେ ରବିବାର ହିନ୍ଦୁ ସେନା ପକ୍ଷରୁ ଟ୍ୱିଟ୍ କରି ଆନ୍ଦୋଳନ ଶେଷ କରିବା ପାଇଁ ଘୋଷଣା କରିଛି । ଏହାକୁ ନେଇ ଦିଲ୍ଳୀ ପୋଲିସର ଚିନ୍ତା ବଢ଼ିଛି । ଏହି ଘୋଷଣା ପରେ ସ୍ଥିତି…

ପୁଣି ଏସସିବିରେ ବିରଳ ଅସ୍ତ୍ରୋପଚାର; ଶିଶୁକନ୍ୟାର ବିଶି ଆଙ୍ଗୁଳି ହେଲା ବୁଢ଼ା ଆଙ୍ଗୁଳି

କଟକ: ବିରଳ ଅସ୍ତ୍ରୋପଚାର କରି କଟକ ବଡ ମେଡିକାଲ ପୁଣି ଥରେ ଇତିହାସ ରଚିଛି । ଜନ୍ମରୁ ବୁଢ଼ା ଆଙ୍ଗୁଳି ନଥିବା ୧୫ ମାସର ଶିଶୁକନ୍ୟା ଦେହରେ ବିରଳ ଅସ୍ତ୍ରୋପଚାର କରାଯାଇ ବିଶି ଆଙ୍ଗୁଳିକୁ ବୁଢ଼ା ଆଙ୍ଗୁଳି କରାଯାଛି । ଦେବଗଡ ଜିଲ୍ଲା ଛତାବାର ଗ୍ରାମର ସୁରେନ୍ଦ୍ର କୁମାର ପ୍ରଧାନଙ୍କ ୧୫ ମାସର…

ପବିତ୍ର ଶଙ୍ଖ: ବାସ୍ତୁ, ଆଧ୍ୟାତ୍ମିକତା ଦୃଷ୍ଟିରୁ କେତେ ଉପକାରୀ, ଜାଣନ୍ତୁ…

ମହାନ ହିନ୍ଦୁ ସଂସ୍କୃତିରେ ଶଙ୍ଖକୁ ଘରେ ହେଉ କିମ୍ବା ଦେବାଳୟରେ ବାସ୍ତୁ ଓ ଆଧ୍ୟାତ୍ମିକତା ଦୃଷ୍ଟିରୁ ବେଶ୍ ଗୁରୁତ୍ୱ ଦିଆଯାଇଥାଏ । ଶଙ୍ଖକୁ ଘରେ ରଖି ପୂଜା କରିବା କିମ୍ବା ସକାଳ ସଞ୍ଜରେ ଠାକୁରଘରେ ଉପାସନା କରିବା ସମୟରେ ବଜାଇବା ଲାଗି ଭିନ୍ନ ଭିନ୍ନ ଶଙ୍ଖ ରହିଛି । ଶଙ୍ଖ:…

ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଚାହୁଁଥିଲେ ଜାଣି ରଖନ୍ତୁ ଏହିସବୁ ନିୟମ..

ଭୁବନେଶ୍ୱର: ନିଜର ପିଲାଟିଏ ନଥିଲେ ଯେତେ ଭଲରେ ଥିଲେ ମଧ୍ୟ ଅନ୍ତରରେ ଶାନ୍ତି ନଥାଏ। ତେବେ ସତ ଚେଷ୍ଟା ପରେ ମଧ୍ୟ ସନ୍ତାନ ଟିଏ ପ୍ରାପ୍ତ କରିପାରୁନଥିବା ଦମ୍ପତ୍ତି ବର୍ତ୍ତମାନ ପୋଷ୍ୟ ସନ୍ତାନ ଗ୍ରହଣ କରୁଛନ୍ତି । ତେବେ ଜାଣି ରଖନ୍ତୁ କଣ ରହିଛି ପୋଷ୍ୟ ସନ୍ତାନ ଗ୍ରହଣ କରିବାର ନିୟମ...…

ବଳକା ଖାଦ୍ୟକୁ ଗରମ କରି ଖାଉଥିଲେ ହୋଇଯା’ନ୍ତୁ ସାବଧନ !

ଭୁବନେଶ୍ୱର: କେବେ କେବେ ଆମ ମାନଙ୍କ ପାଖରେ ତାଜା ଖାଦ୍ୟ ପ୍ରସ୍ତୁତ କରିବାର ସମୟ ଅଭାବ ବା ଅଧିକ ଖାଦ୍ୟ ବଳକା ରହିଯିବାରୁ ଆମେମାନେ ସେହି ଖାଦ୍ୟକୁ ଫ୍ରିଜରେ ରଖିଦେଉ । ପରେ ପୁଣି ଥରେ ଏହାକୁ ଗରମ କରି ଖାଇଥାଉ। ଦୈନନ୍ଦିନ ଜୀବନରେ ଏହା ଏକ ଅଭ୍ୟାସ ରୂପ ପରିଣତ ହୋଇଗଲାଣି । ତେବେ କଣ ଆପଣ…

ଜାଣନ୍ତୁ, କିପରି ସନ୍ତୁଳିତ ରଖିବେ ହେମୋଗ୍ଲୋବିନର ମାତ୍ରା

ଶରୀରରେ ହେମୋଗ୍ଲୋବିନର ଭାଗ ପର୍ଯ୍ୟାପ୍ତ ମାତ୍ରାରେ ରହିବା ନିତାନ୍ତ ଆବଶ୍ୟକ । ବିଶେଷଜ୍ଞଙ୍କ ମତ ଅନୁସାରେ ହେମୋଗ୍ଲୋବିନର ମାତ୍ରା ଶରୀରରେ ସଠିକ ଭାବେ ରହିଲେ ମସ୍ତିଷ୍କ, ବୃକକ୍, ହୃଦଯନ୍ତ୍ର ଆଦି ମୁଖ୍ୟ ଅଙ୍ଗ ଗୁଡିକ ଉତ୍ତମ ଭାବରେ କାମ କରିଥାଏ । ହେମୋଗ୍ଲୋବିନର ମାତ୍ରା କମ୍ ହେଲେ…

ହିନ୍ଦୁଶାସ୍ତ୍ରାନୁସାରେ ରବିବାର ସୂର୍ଯ୍ୟ ଉପାସନାର ନିୟମ…

ଭୁବନେଶ୍ୱର: ହିନ୍ଦୁଶାସ୍ତ୍ରାନୁସାରେ ପ୍ରାତଃକାଳରେ ଗାଧୋଇସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସାରା ଦିନଟି ଆପଣଙ୍କ ଭଲରେ କଟିବା ସହିତ ସକାରାତ୍ମକ ଶକ୍ତି ଆପଣଙ୍କ ଶରୀରରେ ଭରିଯାଇଥାଏ ବୋଲି ବିଶ୍ଵାସ ରହିଛି। ରବିବାର ହେଉଛି ଆଦିତ୍ୟଙ୍କ ବାର । ଏହିଦିନ ସୂର୍ଯ୍ୟଦେବଙ୍କୁ ଜଳଦାନ କଲେ…

ଥମୁନି କରୋନା: ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମ ମୃତ୍ୟୁ, ଯାତ୍ରା ଉପରେ ଲାଗିଲା କଟକଣା

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୨୯୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୮୫,୦୦୦ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ସୂଚନାନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକାରେ…

ଗାଁ ଦାଣ୍ଡରେ ଆଉ ଶୁଣିବାକୁ ମିଳୁନାହିଁ ଚକୁଳିଆ ପଣ୍ଡାର ଗୀତ..

ଭୁବନେଶ୍ୱର:ସଂସ୍କୃତି ଓ ଐତିହ୍ୟରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡ଼ିଶା। ଏହାର କୋଣଅନୁକୋଣରେ ଭାରି ରହିଛି ଧର୍ମ ଓ ପରମ୍ପରାର ମହକ । ବାରମାସରେ ତେର ଓଷା ତାସାଙ୍ଗକୁ ନାନାଦି ରୀତିନୀତି । ବର୍ତ୍ତମାନ ଏସବୁରୁ ଅନେକ କିଛି ପାଶୋରି ଗଲାଣି । ଓଡ଼ିଶାର ପରମ୍ପରା, ସଂସ୍କୃତି କଥା ମନେ ପଡିଲେ,…